ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଇଂଜିନିୟର ଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଇଂଜିନିୟର ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର ଆଇ ଏସ ଟି ଇ, ଆଇ ଇ ଆଇ ଷ୍ଟୁଡେଣ୍ଟ୍ ଚାପ୍ଟର ଏବଂ ସାର୍ସ କ୍ଲବ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଗୁଣପୁରରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ତା: ୧୫-୦୯-୨୦୨୫ରିଖ ଦିନ ଗୁଣୁପୁର ଉପ ଜିଲ୍ଲାପାଳଙ୍କ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର…

ଅସହାୟ ଅବସ୍ଥାରେ ଶତାୟୁ ଉଦ୍ଧାର

ପୁରୀ,୧୫/୮-ସିଦ୍ଧମହାବୀର ଅଞ୍ଚଳରେ ଜଣେ ୧୦୧ ବର୍ଷର ବୃଦ୍ଧଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଛି । ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦି ବେଲର କର୍ମକର୍ତ୍ତାଙ୍କ ଏହିବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି । ଏହି ଖବର ଜାଣିବା ପରେ ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ନିର୍ଦ୍ଦେଶକ୍ରମେ…

ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟ ଶିବିର ଓଡ଼ିଶାର ଆଦିବାସୀ ଗ୍ରାମଗୁଡ଼ିକରେ ୨୦୦ରୁ ଅଧିକ ହିତାଧିକାରୀଙ୍କ ନିକଟରେ…

ଭୁବନେଶ୍ୱର, ୧୫.୦୯.୨୫ - ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ବଲାଙ୍ଗୀର ସ୍ୱରାଜ ହସ୍ପିଟାଲର ସହଯୋଗରେ କଳାହାଣ୍ଡିର ଗୁଣପୁର ଗ୍ରାମରେ ଏକ ମାଗଣା ମଲ୍ଟିସ୍ପେଶାଲିଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଏହି…

ଭୁବନେଶ୍ୱରରେ କର୍ପୋରେଟ୍-ରିସାଇକ୍ଲର୍ସ କନକ୍ଲେଭ୍ ୨୦୨୫ ଆରମ୍ଭ – ସର୍କ୍ୟୁଲାର୍ ଇକନମି ପାଇଁ ଉଦ୍ୟୋଗପତି ଓ…

ଭୁବନେଶ୍ୱର, ୧୩ ସେପ୍ଟେମ୍ବର ୨୦୨୫: ମାନବ ସଂସାଧନ ବିକାଶ ସଂସ୍ଥାନ (ଏମ୍ଏସଭିଏସ) ଦ୍ୱାରା ଆୟୋଜିତ କର୍ପୋରେଟ୍-ରିସାଇକ୍ଲର୍ସ କନକ୍ଲେଭ୍୨୦୨୫ ଆଜି ଭୁବନେଶ୍ୱରର ମେଫେୟାର୍ ଲାଗୁନ୍‌ରେ ଆରମ୍ଭ ହୋଇଛି । ଏହି କନକ୍ଲେଭ୍ରେ ଉଦ୍ୟୋଗ କ୍ଷେତ୍ର ଓ ରିସାଇକ୍ଲିଂ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱମାନେ…

ଅଲୋଡା ହୋଇ ପଡିଛି ମୁକ୍ତ ଆକାଶ ବ୍ୟାୟାମ ଶାଳା

ରକ୍ଷଣାବେକ୍ଷଣ ଅଭାବରୁ ଉଦେଶ୍ୟ ସାଧନରେ ବାଧକ ଓଡ଼ଗାଁ,୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ରାମସାଗର ପୁଷ୍କରିଣୀର ପୂର୍ବ ପାର୍ଶ୍ୱ ରାମେଶ୍ବର ମହାଦେବଙ୍କ ମନ୍ଦିର ନିକଟ ହୁଡାରେ ନିର୍ମାଣ ହୋଇଥିବା ମୁକ୍ତ ଆକାଶ ବ୍ୟାୟାମ ଶାଳା ସହିତ ଶିଶୁ ଉଦ୍ୟାନର…

କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟ,:ବର୍ଦ୍ଧିତ ଭଡ଼ା ଓ ଚୁକ୍ତି ବିଳମ୍ବକୁ ନେଇ ଅଦାଲତରେ ମାମଲାର…

ଓଡ଼ଗାଁ,୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟଟି ଭଡ଼ାଘରେ ଚାଲିଥିବା ବେଳେ ନୂତନ ଚୁକ୍ତି ସହିତ ବର୍ଦ୍ଧିତ ଘରଭଡାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଡ଼ାଇ ଚାଲିଥିବାରୁ ଏନେଇ ଗୃହ ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଓଡ଼ଗାଁ ଦେଓ୍ବାନୀ…

ଅବକାରୀ ବିଭାଗ ର ଚଢ଼ାଉ ।

ବାରିପଦା :: ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଵପ୍ନା ରାଣୀ ସାହୁ ଅବକାରୀ ନିରୀକ୍ଷକ ,ସଦର ରେଞ୍ଜ ତତ୍ବାବଧାନରେ କୁଳିଅଣା ଅବକାରୀ ଟିମ ସଦର ଦେଉଳି ,ମୋବାଇଲ ୟୁନିଟ ଏବଂ ଏ ପି ଆର ଫୋର୍ସ ଙ୍କ ସହଯୋଗରେ କୁଳିଅଣା ଅବକାରୀ ଥାନା ଅନ୍ତର୍ଗତ ବାଙ୍ଗିରିପୋଷି,…

ବିଷାକ୍ତ ଖୋଲା ମଦ ପିଇ ଜଣେ ମୃତୁ ଅଭିଯୋଗ

ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ )ପୁଅ ଜିଉଁତିଆ ପାଈଁ ଦୁବ ତୋଳିବାକୁ ଯାଇ ବିଷାକ୍ତ ଦେଶୀ ମଦପିଇ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗ୍ରାମର ରଘୁ ଭୋଇ ବୋଳି ଜଣାପଡିଛି l ଅଭିଯୋଗ ରୁ…

ବିପଦ ସଂକୁଳ ଟ୍ରାନ୍ସଫର୍ମର : ଗ୍ରାମବାସୀଙ୍କ ଭୟ,ନିଘୋଡ଼ ନିଦ୍ରାରେ ବିଭାଗ ।

କେନ୍ଦ୍ରାପଡ଼ା :(ପ୍ରଫୁଲ୍ଲ କୁମାର ମଲ୍ଲ): ଡେରାବିଶ ବ୍ଲକର ବାଘିଲୋ, ନରଣପୁର, ବାରବାଟିଆ ଓ ଆଖପାଖ ଅନ୍ୟାନ୍ୟ ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫରମ୍‌ ଗୁଡ଼ିକ ବିପଦ ସଂକୁଳ ଅବସ୍ଥାରେ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟଭୀତ୍ତା ସୃଷ୍ଟି ହୋଇଛି । ଜର୍ଜରିତ ଦଶାରେ ଥିବା ଏହି ଟ୍ରାନ୍ସଫରମ୍‌…