ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସବ ” ମହକ ” ଅନୁଷ୍ଠିତ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିଶୁ ଗୃହର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କ ବାର୍ଷିକ ଉତ୍ସବ "ମହକ" ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ସଂସ୍କୃତି ଭବନ ଠାରେ ଉଦଯାପିତ ହୋଇଥିଲା। ଏହି ଉତ୍ସବ "ମହକ" ପାଳନର ଉଦଯାପନୀ ଅବସରରେ ସୁବର୍ଣ୍ଣପୁର…

ସଫେଇ ନାଳ ଓ ନଦୀରୁ ବେଆଇନ ଅବରୋଧ ଉଚ୍ଛେଦ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଡ୍ରେନେଜ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁଙ୍କ ପରାମର୍ଶ କ୍ରମେ, ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନିର୍ଦ୍ଦେଶରେ ଏରସମା ତହସିଲ ଅଧିନରେ ଥିବା ସମସ୍ତ ନଦୀ ଓ ସଫେଇ ନାଳରୁ ବେଆଇନ…

ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳଙ୍କ ଢ଼ିଙ୍କିଆ ଚାରିଦେଶ ପରିଦର୍ଶନ

ପ୍ରସ୍ତାବିତ ପ୍ରକଳ୍ପ ନେଇ ଉପୁଜିଥିବା ସମସ୍ୟାର ଅନୁଧ୍ୟାନ ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଏରସମା ବ୍ଲକର ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଉପୁଜିଥିବା ଏ ଅଞ୍ଚଳର ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ…

ଭଞ୍ଜନଗର ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ବସ୍ତା ଓ ଗାଡ଼ି ଜବତ ଅନେକ ନାବାଳକ ଗିରଫ୍…

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  କନ୍ଧମାଳ ଜିଲ୍ଲାରୁ ଏକ କାର୍ ଯୋଗେ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ଗୁରୁବାର ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୫ ଦିନ ମାଡି ବସିଛି ଭଞ୍ଜନଗର ଅବକାରୀ ବିଭାଗ। ଅବକାରୀ ଟିମ୍ ଫୁଲବାଣୀ-ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡି…

ସୁସ୍ଥ ନାରୀ ସସକ୍ତ ପରିବାର

ଜଗତସିଂହପୁର,ତା-୧୮.୦୯.୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅଧିନସ୍ଥ ଖଇରଙ୍ଗ ଗ୍ରାମ ପଂଚାୟତରେ ଆଜି ଓଡିଶାଗଡା ଆୟୁଷ୍ମାନ ମନ୍ଦିର ରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଲିପକ କୁମାର ସହୂ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସରୋଜ କାନ୍ତ ବାରିକ,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ତାଙ୍କର ସଭାପତିତ୍ଵ ଅଭିଭାଷଣରେ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଉପକାରିତା ବିଷୟରେ…

ଦରମାରୁ କଟୁଛି ଏନପିଏସ ଟଙ୍କା ଆକାଉଣ୍ଟରେ ଜମା ପୁଞ୍ଜି ଶୂନ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଡେରାବିଶ ମଣ୍ଡଳ ଶିକ୍ଷାବିଭାଗ ଅଧୀନରେ ୨୦୧୭ ମସିହାରୁ ୫ମ ଶ୍ରେଣୀ ଏକ୍ସ୍-କ୍ୟାଡ଼ର ଭିତ୍ତିରେ କାର୍ଯ୍ୟରତ ପ୍ରାୟ ୬୦ରୁ ଅଧିକ ଶିକ୍ଷକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ମିଳିଛି, ୨୦୨୩ ମସିହାରୁ ସେମାନଙ୍କର ଦରମାର ୧୦% ରାଶି…

କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର

  ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ଵତନ୍ତ୍ର ଶିବିର ଅନୁଷ୍ଠାନ ଅଧ୍ୟକ୍ଷ ଡଃ ଗିରିଧର ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି I ଏକ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି…

ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

ବାଲୁଗାଁ:(ସେକ କୌସର):ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ସ୍ଥିତ କଲ୍ୟାଣ ମଣ୍ଡପ ଏବଂ ଆଙ୍କୁଲା ଗ୍ରାମପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପୃଥକ ଭାବେ ପଞ୍ଚାୟତ ସ୍ତରୀୟ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ…

ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସବିତା ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପଂଚାୟତ ସମିତି…