ହିନ୍ଦୀ ପକ୍ଷ ଦିବସ ଉଦଯାପିତ

ବାରିପଦା - ତା:- ୧୭/୦୯/୨୦୨୫ ରିଖ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜନ ହିନ୍ଦୀ ପକ୍ଷ ଦିବସର ଉଦଜାପନୀ ଉତ୍ସବ ଶ୍ରୀମା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଶ୍ରୀମା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା କଳ୍ପନା ଷଡଙ୍ଗୀଙ୍କ…

ଦି ୱେଲଥ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଣାଯାଇଛି ‘ଏମଏଫ ଦିଦି’

ଆଲ୍ ଓଡ଼ିଶା ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଆସୋସିଏସନ ସମର୍ଥନରେ ଓଡ଼ିଶାରେ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ ଭୁବନେଶ୍ୱର: ଅହମଦାବାଦ, ପାଟନା, ମୁମ୍ବାଇ, ଗୁଆହାଟି ଏବଂ ପୁଣେ ଆଦି ସହରଗୁଡ଼ିକୁ ନେଇ ଗଠିତ ଜାତୀୟ ସ୍ତରର ରୋଡ଼ସୋ କାର୍ଯ୍ୟକ୍ରମର ଅଂଶ ଭାବରେ ଦି ୱେଲଥ କମ୍ପାନି…

ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ସୁରକ୍ଷା ପରାମର୍ଶ ଜାରି କଲା ଟିପିଏସ୍ଓଡିଏଲ୍

  * ପାର୍ବଣ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ* ପୂଜା ମଣ୍ଡପକୁ ଅସ୍ଥାୟୀ ସଂଯୋଗ* ବେଆଇନ ଓ ଅସୁରକ୍ଷିତ ବିଜୁଳି ସଂଯୋଗଠାରୁ ଦୂରେଇ ରହିବାକୁ ପରାମର୍ଶ* ଉପଯୁକ୍ତ ଆର୍ଥିଂ ଓ ଓ୍ୱାୟରିଂ ସୁନିଶ୍ଚିତ କରିବାକୁ ନିବେଦନ  ବ୍ରହ୍ମପୁର, ସେପ୍ଟେମ୍ୱର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ…

ବାସୁଦେବପୁର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ପାଳନ।

ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ଅବସର ରେ ବାସୁଦେବପୁର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ସମସ୍ତ ମଣ୍ଡଳ ରେ ପୂଜାପାଠ ସହ ଦୀପ ଦାନ, ବୃକ୍ଷ ରୋପଣ ଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ନଗର ମଣ୍ଡଳ ବିଜେପି ପକ୍ଷରୁ…

ଠାବ ହେଲା ଅପହୃତା ନାବାଳିକାର ମୃତ ଦେହ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ୱାର୍ଡ ନମ୍ୱର୍ ଏକ ରେ ଗତ ଶନିବାର ରାତିରେ ଏକ ନାବାଳିକା କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇ ଥିଲା। ଘଟଣା ଘଟିବାର ଛଅ ଦିନ ରେ କୋଷ୍ଟ କେନାଲ ରେ ମୃତ ଦେହ ଠାବ ହୋଇଛି।ଠାବ କରିଛନ୍ତି ଓଡରାଫ ଓ ଦମକଳ ବାହୀନି ର ମିଳିତ ରେ ପୋଲିସ ର…

ଗୁଣପୁର ଭାଜପା ତରଫରୁ ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ଜନ୍ମଦିବସ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ବିଶ୍ଵର ଲୋକପ୍ରିୟ ନେତା ଭାରତର ଯଶୋସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ଜନ୍ମ ଦିନ ଅବସରରେ ଗୁଣପୁର ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଉମା ରାମ ଲିଙ୍ଗେଶ୍ୱର ମନ୍ଦିର ଠାରେ ଶ୍ରୀ ମୋଦୀଜିଙ୍କ ଦୀର୍ଘାୟୁ ଓ ଉତ୍ତମ…

କୀଟନାଶକ ଖାଇ ଆତ୍ମହତ୍ୟା ସନ୍ଦେହ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଏକ ଲଜ୍ ରେ ମୁର୍ମୁଷୁ ଅବସ୍ଥାରେ ଜଣେ ଲୋକ କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।…

ପୌରପାଳିକାରେ ଅନୁପସ୍ଥିତ ରହୁଛନ୍ତି ଇଓ କିରଣ ବେହେରା

ରାଜଗାଙ୍ଗପୁର( ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧୁକାରୀ କିରନ ବେହେରା ଅନୁପସ୍ଥିତ ରହୁଛନ୍ତି ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜଗାଙ୍ଗପୁର ପୌରପାଳିକା ରେ ନୂତନ ଭାବେ କାର୍ଯ୍ୟ ରେ ଯୋଗଦାନ କରିବା ପରେ ନିଜ ପୌରପାଳିକା କୁ ଆସୁନାହାନ୍ତି ବିଭିନ୍ନ…

ପୋଖରୀରେ ବୁଡିଯାଇ ଯୁବକ ମୃତ

ରାଜଗାଙ୍ଗପୁର, ୧୬।୯ (ବିଷ୍ଣୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ତଥା କାଂଶବାହାଲ ଫାଣ୍ଡି ଅନସ୍ଥ ଘୋଘର କିଶାନପଡା ଗ୍ରାମର ବିଠଲ ଏକ୍କା (୪୫) ସୋମବାର ରାତିରେ ପୋଖରୀରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଶୌଚଯିବା ପାଇଁ ଘରୁ ବାହାରି ଘରକୁ ଫେରି ନ ଥିଲେ। ମଙ୍ଗଳବାର ଦିନ…

ଗାୟତ୍ରୀ ମହାବିଦ୍ୟାୟରେ ”ଏକ ପେଡ଼ ମା’ କେ ନାମ” କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ସରକାରଙ୍କ ପରାମର୍ଶାନୁସାରେ ସାମାଜିକ ଓ ପରିବେଶ ସଚେତନତାର ପ୍ରତୀକ— "ଏକ ପେଡ଼ ମା’ କେ ନାମ” ଶୀର୍ଷକ ବୃକ୍ଷରୋପଣ…