ବିପଦ ସଙ୍କୁଳ ଅବସ୍ଥାରେ ବଳେଇପୁରୁ ଚକୁଳିଆ ଏନ୍.ଏଚ୍ ୫୫ ଜାତୀୟ ରାଜପଥ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) :ଏରସମା ବ୍ଲକ୍ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ ଏନ୍.ଏଚ୍ ୫୫ ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ରହିଛି । ରାଜପଥ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ରାଜପଥ ୪ ବର୍ଷ ତଳେ…

ମହିଳା ସ୍ନାତକ ମହାବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ବାରା ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ଥାନ ଯଥା :- ମହାବିଦ୍ୟାଳୟ ପରିସର , ନୂତନ ମହାବିଦ୍ୟାଳୟ ପରିସର , ସଂଖ୍ୟାଲଘୁ ଛାତ୍ରୀ ନିବାସ…

ଅଯୋଧ୍ୟା-ବାରଣାସୀ ତୀର୍ଥ ଯାତ୍ରା ରେ ଯୋଗଦେଲେ ଗଜପତିର ୭୨ ଜଣ ବରିଷ୍ଠ ନାଗରିକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଯୋଧ୍ୟା-ବାରଣସୀ ତାର୍ଥଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଭାପତି, ଜିଲ୍ଲାପରିଷଦ, ଗଜପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନଗା , ଅଧ୍ୟକ୍ଷା,…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୟୁନିଅନ ଆର.ଏସ୍.ଇ.ଟି.ଆଇ ଏବଂ ସଖୀ ୱାନ୍ ଷ୍ଟପ୍ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଅନୁଷ୍ଠାନର ଯୁବଗୋଷ୍ଠୀଙ୍କୁ ସରକାରଙ୍କ ଦ୍ବାରା…

ଗାନ୍ଧିଜୀ,ଶାସ୍ତ୍ରୀଜୀଙ୍କ ଜୟନ୍ତୀ ସମାରୋହର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ (ଅନିମେଶ ପଟ୍ଟନାୟକ): ଅକ୍ଟୋବର ୨ ତାରିଖରେ ପୁରୀ ଜିଲ୍ଲା ସ୍ତରୀୟ ଗାନ୍ଧିଜୀଙ୍କ ୧୫୬ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୧ ତମ ଜୟନ୍ତୀ ପାଳିତ ହେବ।ଏହାକୁ ଶାନ୍ତିଶୃଙ୍ଖଳା ର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ…

କୁତ୍ରା ବିଇଓଙ୍କ ଅଜବ ନିତୀ, ଝିଣ୍ଟିକା ମାରି ବଢ଼ି ପୋଷୁଛନ୍ତି !

ରାଜଗାଙ୍ଗପୁର(ବିଷ୍ଣୁ ଭୋମିକ) ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଗୋଷ୍ଠୀ ଶି କ୍ଷା ଅଧିକାରୀଙ୍କ ଅଜବନିତୀ ଦେଖ୍ ବାକୁ ମିଳିଛି ।ସେ ଝିଣ୍ଟିକା ମାରି ବଣି ପୋଷିବା ନିତୀ ରେ ଗତ ୧୧/୦୯/୦୨୫ ଦିନ ୩.୪୦ରେ ଏକ ମଫସଲ ଗାଆଁ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଇଲମାକୁ ପରିଦର୍ଶନରେ ଯାଇଥିଲେ। ସେ…

ଜିଲ୍ଲାସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” କାର୍ଯ୍ୟକ୍ରମ

ମାଲକାନଗିରି, ୧୭/୯/୨୫: ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଲିମେଳା ଆନୁକୂଲ୍ୟରେ ,"ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ" ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଞ୍ଜୟ ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତତ୍ ସହିତ ବିଧାୟକ…

ଓଡ଼ଗାଁ ସମବାୟ ସମିତିକୁ ଆସୁନି ସାର,ତହସିଲଦାରଙ୍କୁ ଅଭିଯୋଗ କଲେ ଚାଷୀ

ଓଡ଼ଗାଁ,୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କୃଷି ସେବା ସମବାୟ ସମିତିକୁ ସାର ଆସୁନଥିବା ନେଇ କେତେକ ଚାଷୀ ମିଳିତ ହୋଇ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସମବାୟ ସମିତି ସମ୍ପାଦକଙ୍କୁ…

ଏରସମାରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ…

ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମାନବତାର ସର୍ବୋତ୍କୃଷ୍ଟ ସେବା ମଧ୍ୟରୁ ଗୋଟିଏ ସେବା ହେଉଛି ରକ୍ତଦାନ। ଆପଣଙ୍କ ଅଳ୍ପ ପ୍ରୟାସ ଅନ୍ୟ ମାନଙ୍କୁ ପୁନର୍ଜୀବନ ଦେଇପାରେ ଏହି ବାଣୀକୁ ଆଗରେ ରଖି ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି…