ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ଶିଶିର କୁମାର ଗୌଡଙ୍କ ପିତା ଲୋକନାଥ ଗୌଡଙ୍କ ୮୫ ବର୍ଷରେ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ଶେରଗଡ ନିକଟସ୍ତ ପାଟପଲ୍ଲୀ ନିଜ ବାସଭବନରେ ବିୟୋଗ ଘଟିଛି । ସେ ଗତ କିଛି ଦିନ ପୂର୍ବେ ବାର୍ଦ୍ଧ୍ୟକଜନିତ ପୀଢାରେ…

ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟରେ ଚଳିତ ମାସ ୦୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ…

ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ର ନୁତନ ଜିଲ୍ଲାପାଳ ଭାବେ  ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଗତ ୧ ତାରିଖରେ ବିଜ୍ଞାପ୍ତି ପ୍ରକାଶ ପାଇଥିବା ବେଳେ ଆଜି ବିଧିବଦ୍ଧ ଭାବେରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ମଧୁମିତା ଲମ୍ବା ଚୁତିରେ ଯିବା ପରେ ଭାରପ୍ରାପ୍ତ…

ଜମଧରରେ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିର ଶୁଭ ଉଦଘାଟନ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନର ଉଦ୍ୟମରେ ଆଜି ଜମଧର ସ୍ଥିତ ଧାନ ମଣ୍ଡିର ଜିଲ୍ଲା ସ୍ତରୀୟ ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁ ରାମ ଆର. ଆୟାର ମଣ୍ଡିର ଉଦଘାଟନ କରିବା ସହ ଚଳିତ ଖରିଫ ବର୍ଷ ୨୦୨୫–୨୬ ପାଇଁ ସରକାରୀ ଧାନ…

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୧ ଦଶମ ଶ୍ରେଣୀ ବ୍ୟାଚ୍ ର ବନ୍ଧୁ ମିଳନ

 ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୦୧ ଦଶମ ଶ୍ରେଣୀ ବ୍ୟାଚ୍ ଛାତ୍ରଙ୍କ ଏକା ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମାଆ ବାସଙ୍ଗ ପୀଠରେ ଅନୁଷ୍ଠିତ ହୋଇଯାଇଛି I ଛାତ୍ର ସଂଗଠନ ସଭାପତି ତଥା ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ସମ୍ପାଦକ…

ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟର ୧୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ (ଡିଜିଏମଏସ)ର ୧୨୫ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପାଳିତ ହୋଇଯାଇଛି। ଗତ ୭ ତାରିଖରେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଞ୍ଚଳିକ କାର୍ଯ୍ୟଳୟ ପରିସରରେ ୨୫ଟି ଚାରା ରୋପଣ କରାଯାଇଥିଲା। ଏହା ସହିତ “ସୁରକ୍ଷିତ…

ତିନି ଦିନିଆ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ର ଉଦ୍‌ଯାପନୀ ସମାରୋହ

ଭୁବନେଶ୍ୱର, ୦୮.୦୧.୨୦୨୬ : ଚିଲିକାରେ ଆୟୋଜିତ ତିନି ଦିନିଆ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଓ ନୌକା ଦୌଡ଼ ପ୍ରତିଯୋଗିତା ସଫଳତାର ସହିତ ସମାପ୍ତ ହୋଇଛି। ଏହି ଉଦ୍‌ଯାପନୀ ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ…

ଅଧାରୁ ପାଠ ଛାଡିଥିବା ପିଲାଙ୍କ ନାମ ଲେଖା ପାଇଁ ମେଗା କ୍ୟାମ୍ପ ଓ ମେଗା ନାମଲେଖା ଶିବିର

୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା…

ମା’ରକ୍ଷପାଳକଙ୍କ ପୀଠରେ ଶକ୍ତି ଯଜ୍ଞ ଅନୁଷ୍ଠିତ

ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମରେ ଅଧିଷ୍ଠିତ ଅଧିଷ୍ଠାତ୍ରୀ ଦେବୀ ମା'ରକ୍ଷପାଳକଙ୍କ ପୂଣ୍ୟ ପୀଠରେ ୫ ଦିନ ଧରି ଅନୁଷ୍ଠିତ ୨୭ତମ ଶକ୍ତି ଯଜ୍ଞ ଗୁରୁବାର ଉଦଯାପିତ ହୋଇଯାଇଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ…

ବାଉଁଶ ଗାଡ଼ିଆ ଛକରେ ସଂଘବଦ୍ଧ ଆକ୍ରମଣ ଘଟଣାର ଅଭିଯୁକ୍ତ ଗିରଫ ପରେ ଜେଲ୍ ହାଜତକୁ ଗଲା,

ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡ଼ିକିଳା ପଞ୍ଚାୟତ ରଗଡ଼ିମଡ଼ା ଗାଁର ରବୀନ୍ଦ୍ର ରାଉତ(୩୦)କୁ ବାଉଁଶ ଗାଡ଼ିଆ ଛକରେ ସଂଘବଦ୍ଧ ଆକ୍ରମଣ ଘଟଣାର ଅନ୍ୟତମ ଅଭିଯୁକ୍ତ ସେହି ଗ୍ରାମର ପବିତ୍ର ବିଶ୍ବାଳ(୪୪)କୁ ଓଡ଼ଗାଁ ପୋଲିସ ଏସ ଆଇ ଚକ୍ରଧର ସିଂ ବୁଧବାର…