Sign in
Sign in
Recover your password.
A password will be e-mailed to you.
ନେପାଳ ଗାଁରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ପ୍ରଦର୍ଶନୀ,
ପ୍ରତି ପରିବାରଙ୍କୁ ଗୋଲମରିଚ, ପିପ୍ପଳୀ ଓ ସପୁରୀ ଚାରା ବଣ୍ଟନ
ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଁରେ ଓଡ଼ିଶା ଶ୍ରୀଅନ୍ନ ଅଭିଯାନ ମାଧ୍ୟମରେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ପ୍ରଦର୍ଶନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
କଟକ ତା ୦୭.୦୧.୨୦୨୬ ରିଖ – : ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଆଜି ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକ ସଦର…
ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତିସମ୍ପନ୍ନ ଗାଁ ହେଲା ଓଲବ ଓ ଦେବଭୂମି
କଟକ ତା ୦୮. ୦୧. ୨୦୨୫ରିଖ- କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଓଲବ ଓ ଦେବଭୂମି ଗ୍ରାମ ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ପରିଚୟ ଲାଭ କରିଛି ଆଜି ମାନ୍ୟବର ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ…
ସମନ୍ୱିତ ଶିଶୁ ବିକାଶ ଯୋଜନା ଭଞ୍ଜନଗର ଦ୍ଵାରା ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ସମନ୍ୱିତ ଶିଶୁ ବିକାଶ ଯୋଜନା ଭଞ୍ଜନଗର ବ୍ଳକ୍ ଆନୁକୁଲ୍ୟରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅଦ୍ୟ ଗୁରୁବାର ୮ ତାରିଖ ୨୦୨୬ ଦିନ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରକଳ୍ପ ଅଧିକାରୀଣି (ସି.ଡି.ପି.ଓ) ମିଲିମା…
ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଦୁର୍ଘଟଣାରେ ଗୁରୁତର ଷଣ୍ଢର ଚିକିତ୍ସା ଆରମ୍ଭ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଦୁର୍ଘଟଣାରେ ଗୁରୁତର ହୋଇଥିବା ଏକ ଷଣ୍ଢର ଚିକିତ୍ସା ବେଲଗୁଣ୍ଠା ବ୍ଳକ୍ ତନରଡା ସ୍ଥିତ ଶ୍ରୀବତ୍ସ ଗୋରକ୍ଷା ଆଶ୍ରମରେ ଆରମ୍ଭ ହୋଇଛି I ସୂଚନା ପ୍ରକାରେ ଗତ ମାସ ଏକ ତିରିଶି ତାରିଖ ରାତିରେ ଭଞ୍ଜନଗର ବେଲଗୁଣ୍ଠା ରୋଡ଼୍ ସ୍ଥିତ ନାୟାରା ପେଟ୍ରୋଲ୍ ପମ୍ପ୍…
ଓଡ଼ିଶା କୃଷକ ମହାସଭା ପକ୍ଷରୁ ବେଲଗୁଣ୍ଠା ତହସିଦାରଙ୍କୁ ଦାବିପତ୍ର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,// କୃଷକ ମାନଙ୍କର ବିଭିନ୍ନ ସମାସ୍ୟା ନେଇ ଅଖିଳ ଭାରତ କୃଷକ ମହାସଭା ଅନୁବନ୍ଧିତ ଓଡ଼ିଶା କୃଷକ ମହାସଭା ବେଲଗୁଣ୍ଠା ବ୍ଳକ୍ କମିଟି ପକ୍ଷରୁ ବେଲଗୁଣ୍ଠା ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି ଦାବିପତ୍ରରେ ଧାନ ମଣ୍ଡିରେ ଚାଷୀ ଏବଂ ଭାଗ…
ଏନ୍.ଏସ୍.ପୋଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସଵ ଉଦଯାପିତ
ଦେବାଶିଷ ମାଝୀ ଓ ସୁପ୍ରିୟା ସେଠୀ ଶ୍ରେଷ୍ଠ କ୍ରୀଡାବିତ୍
କେନ୍ଦୁଝର,ତା୮/୧- ସ୍ଥାନୀୟ ଏନ୍.ଏସ୍.ପୋଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସଵ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଅପରାହ୍ନରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ…
ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜନ୍ମ ଜୟନ୍ତୀ
ନୟାଗଡ଼(ବିଶ୍ୱଜିତ ନାୟକ) :- ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଆଜି ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜଗନ୍ନାଥ ମନ୍ଦିର ନିକଟସ୍ଥ ଉତ୍କଳ ଘଣ୍ଟ କବି ଯଦୁମଣିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା। କାର୍ଯ୍ୟକ୍ରମ…
ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ:ଆଗାମୀ ୭୭ତମ ସାଧାରଣତନ୍ତ୍ର ଦିବସ-୨୦୨୬କୁ ମାଲକାନଗିରି ଜିଲ୍ଲାସ୍ତରରେ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପରିଷଦ…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ।
ବାସୁଦେବପୁର- ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ…