କିୟର ଏଣ୍ଡ କେୟାର ହସ୍ପିଟାଲ ର ଡାଏ ଲେସିସ ୟୁନିଟ ର ଉଦ୍ ଘାଟନ।

0 2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା କୀୟର ଏଣ୍ଡ କେୟାର ହସ୍ପିଟାଲ ରେ ରବିବାର ଦିନ ସକାଳେ ଡାଏଲେଶିସ ୟୁନିଟ ର ଶୁଭ ଉଦଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ସମ୍ମାନୀତ ଅତିଥି ଭାବେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସୂଚନା ଥାଉ କି ବାସୁଦେବପୁର ରେ ଏହି ହସ୍ପିଟାଲ ଟି ବାସୁଦେବପୁର ବଜାର ହାଇସ୍କୁଲ ଛକ ନିକଟରେ ଅଛି। ରୋଗୀ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ଏହି ଅବସର ରେ ହସ୍ପିଟାଲର ସମସ୍ତ ଡାକ୍ତର,କର୍ମଚାରୀ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.