ବାସୁଦେବପୁର ଥାନା ଭଦ୍ରକ ପୋଲିସ ପକ୍ଷ ରୁ ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ପ୍ରଦାନ।

0 2

 ବାସୁଦେବପୁର – ଭଦ୍ରକ ପୋଲିସ ବାସୁଦେବପୁର ଥାନା ପକ୍ଷ ରୁ ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ପ୍ରଦାନ, ଅଭ୍ୟର୍ଥନା ସଭା କାର୍ଯ୍ୟ କ୍ରମ ବ୍ରାହ୍ମଣ ଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଜିଲ୍ଲା ଆରକ୍ଷି ଅଧିକ୍ଷକ ମନୋଜ କୁମାର ରାଉତ, ଏସ ଡି ପି ଓ ବିଚିତ୍ର ନନ୍ଦ ସେଠୀ, ଆଇ ଆଇ ସି ନିରୋଜ କୁମାର ସାମଲ, ସରପଞ୍ଚ ଶୁଭଶ୍ରୀ ତ୍ରିପାଠୀ, ବରିଷ୍ଠ ନାଗରିକ ମଞ୍ଚ ବ୍ରାହ୍ମଣ ଗାଁ ସଭାପତି କୈଳାଶ ଚନ୍ଦ୍ର ସାହୁ , ସଂପାଦକ ତାପସ ମିଶ୍ର,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରତ୍ନାକର ମହାଳିକ ଉପସ୍ଥିତ ରହିଥିଲେ। ଏହି ଅବସର ରେ ବରିଷ୍ଠ ନାଗରିକ ମାନଙ୍କୁ ବହୁ ମୂଲ୍ୟବାନ କଥା ନିଜ ବକ୍ତବ୍ୟ ରେ କହିଥିଲେ ଏସ ପି ମନୋଜ  ରାଉତ ତା ସହିତ ପରିଚୟ ପତ୍ର ବଣ୍ଟନ କରିଥିଲେ ଏସ ପି।

Leave A Reply

Your email address will not be published.