Sign in
Sign in
Recover your password.
A password will be e-mailed to you.
ନାବାଳିକା ବଳତ୍କାର ଅଭିଯୁକ୍ତ କୋର୍ଟ ଚାଲାଣ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ଅର୍ନ୍ତଗତ ହଳଦିଆପଦର ଗ୍ରାମ ର ରିତେଶ ପଟ୍ଟନାୟକ ନାମକ ଜଣେ ଯୁବକ କୁ ବଡ଼ବଜାର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବଡ଼ବଜାର ଥାନା ଅଞ୍ଚଳର ଜନୈକା ନାବାଳିକା କୁ ଅଭିଯୁକ୍ତ ଯୁବକ…
ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି
ନୂଆପଡା ଉପନିର୍ବାଚନରେ ସରକାରୀ କଳର ଅପବ୍ୟବହାର ଅଭିଯୋଗ
ରାଜ୍ୟ ନିର୍ବାଚନ ଇତିହାସରେ, ଏହି ଉପନିର୍ବାଚନ ଏକ କଳଙ୍କମୟ ଅଧ୍ୟାୟ
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କେବଳ ବିରୋଧୀ ଦଳଙ୍କ ପାଇଁ ଥିଲା
ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ସାଜିଥିଲେ
ଭୁବନେଶ୍ୱର,…
ସୁରକ୍ଷା ବ୍ୟବସ୍ଥା ସହିତ ତ୍ରୁଟିଶୂନ୍ୟ ଆୟୋଜନ ପ୍ରାଥମିକତା ହେଉ: ବିଜେଡି
ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ
ପୂର୍ବଥର ପରି ସରକାରଙ୍କ ପ୍ରସ୍ତୁତି ବୈଠକ ଓ ରିଭିୟୁ ବୈଠକ ପ୍ରହସନ ନହେଉ
ଫ୍ଲଡ଼ ଲାଇଟ୍ ବିଭ୍ରାଟ ଓଡିଶା ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଥିଲା
ଟିକେଟ ଓ ପାସ୍ ବଣ୍ଟନ ବ୍ୟବସ୍ଥିତ…
ବିଜେପୁରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ
ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜେପୁର ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମେଳାରେ ବିଭିନ୍ନ ଗ୍ରାମର ମତ୍ସ୍ୟଜୀବୀ, ପଶୁପାଳକ ଓ କୃଷକମାନେ ଯୋଗଦାନ କରିଥିଲେ। ବିଜେପୁର ବିଡିଓ ସରୋଜ କୁମାର…
ବାଲିକୁଦା: କାଠଗୋଲା କେନାଲ ବନ୍ଧ କଡରୁ ଗୋମାଂସ ଜବତ
ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଆଜି ପବିତ୍ର ପ୍ରଥମାଷ୍ଟମୀ ଦିନରେ ଗୋ ହତ୍ୟା ଘଟଣାକୁ ନେଇ ବାଲିକୁଦା ଅଞ୍ଚଳ ରେ ତିବ୍ର ଉତ୍ତେଜନା। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ କାଠଗୋଲା ଛକ କେନାଲ ବନ୍ଧ କଡ଼ରେ ଦିନଦିପହରେ ବେଧଡକ ଭାବରେ ଗୋ ହତ୍ୟା ହେଉଥିବା ଖବର…
ସ୍କୁଟି-ପିକପ୍ ଗାଡ଼ି ଧକ୍କା: ବାପ ଗୁରୁତର, ଝିଅ ଆହତ
ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତହସିଲ ଛକ ନିକଟରେ ଏକ ସ୍କୁଟି ସହ ପିକପ୍ ଗାଡ଼ି ( ଓଡ଼ି୦୫ବି୪୯୭୪) ଦୁର୍ଘଟଣା ଘଟିଛି। ଦୃଘଟଣାରେ ବାପା ଗୁରୁତର ହୋଇ ପ୍ରଥମେ ବାଲିକୁଦା ମେଡିକାଲ୍ ପରେ କଟକ ବଡ ମେଡି଼ିକାଲ ସ୍ଥାନାନ୍ତର…
ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ
ଓଡଗାଁ, ୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଶରଣକୂଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ବ୍ଲକ ଅଙ୍ଗିସିଙ୍ଗି ଗ୍ରାମର ମୃତକ ଭରତ ଦାସ…
ଶ୍ରୀରଘୁନାଥଜିଉଙ୍କ ବରିଷ୍ଠ ପୂଜକ, ହିନ୍ଦି ଶିକ୍ଷକ ତଥା ଖବରଦାତାଙ୍କ ପରଲୋକ
ଓଡ଼ଗାଁ,୧୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀ ରଘୁନାଥ ଜିଉଙ୍କ ବରିଷ୍ଠ ପୂଜକ, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ ତଥା ଦୁର୍ମୁଖର ଖବରଦାତା ଭାବେ କାର୍ଯ୍ୟ କରିଥିବା ବ୍ରଜ କିଶୋର ନନ୍ଦଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ…
ଉଦଯାପିତ ହେଲା ଗନ୍ଧମାର୍ଦନ ନାଟକ ମହୋତ୍ସବ।
ପଦ୍ମପୁର:- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଠାରେ ଅବର୍ଣ୍ଣିଗୁଁଡା ନାଟ୍ୟସଂସଦ ତରଫରୁ ଆୟୋଜିତ ଗନ୍ଧମାର୍ଦନ ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି। ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ମହୋତ୍ସବରେ ଭୁବନେଶ୍ୱର,ଦେବଗଡ଼, ସୁନ୍ଦରଗଡ଼, ଜ୍ଞାନ, ଖରିଆର୍ ଓ ପଦ୍ମପୁର ର "ଲୁ" ଅନୁଷ୍ଠାନ ର…
କିଟ୍ ଡେଣ୍ଟାଲ କଲେଜକୁ ଚରକ ଜାତୀୟ ପୁରସ୍କାର
ଭୁବନେଶ୍ୱର,୧୧। ୧୧: କ୍ଲିନିକାଲ୍ ଉତ୍କର୍ଷତା ନିମନ୍ତେ ଇଣ୍ଡିଆନ୍ ଡେଣ୍ଟାଲ ଆସୋସିଏସନ (ଆଇଡ଼ିଏ) ପକ୍ଷରୁ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନସେସ୍ (କିଡ଼ସ୍)କୁ ଜାତୀୟ ଚରକ ପୁରସ୍କାର ପ୍ରଦାନ କରାଯାଇଛି। ଆଇଡ଼ିଏ ପକ୍ଷରୁ ଗତ ୮ତାରିଖ ମୁମ୍ବାଇରେ ଅନୁଷ୍ଠିତ ଏକ ଉତ୍ସବରେ କିଡ଼ସ୍କୁ…