ବାଲେଶ୍ୱର/ ଗଗନ ସେଠି : ବାଲେଶ୍ୱର ITI ଛକରେ ରେଡ ସିଗନାଲକୁ ନମାନି ଗୋଟିଏ କାର ଦୣତଗତିରେ ମାଡିଯିବାରୁ ବହୁ ଦୁଇଚକିଆ ଯାନ ଓ ଲୋକ ଆହତ ହୋଇଛନ୍ତି . ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି | ଦେଖିବାକୁ ଗଲେ ଆଜିକାଲି ଟ୍ରାଫିକ ପଲିସ ଟ୍ରାଫିକ ନିୟନ୍ତ୍ରଣ ବଦଳରେ ବେଶି ସମୟ ଫୋଟୋ ଉଠାଇ ଚାଲାଣ କାଟିବାର ବ୍ୟସ୍ତ | ଏଣୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଚି
Sign in
Sign in
Recover your password.
A password will be e-mailed to you.
Next Post