Sign in
Sign in
Recover your password.
A password will be e-mailed to you.
ବିନା ଅନୁମତିରେ ଦେଶୀ ବନ୍ଧୁକ ପାଖରେ ରଖିବା ଘଟଣାରେ ସଜା ପାଇଲେ ଅଭିଯୁକ୍ତ
---------------------------------------------- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନାଯୋଗ୍ୟ, ତା ୧୭-୦୫-୨୦୨୦ ରିଖ ଦିନ ଯେତେବେଳେ ରାୟଗଡ ଥାନାର ଏ.ଏସ.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ସନ୍ଧ୍ୟା ସମୟରେ ରାୟଗଡ ତଥା ପଦ୍ମପୁର ଆଦି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ,…
ମା’ ବନଦୁର୍ଗା ମନ୍ଦିର ଚୋରି ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ
ସାଢ଼େ ଚାରିମାସରେ ଫଇସଲା କଲେ ଅଦାଲତ -
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ବିଭିନ୍ନ ମନ୍ଦିର ତଥା ଘରେ ଚୋରି ଖବର ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଅଦାଲତରୁ ଆସିଛି। ଖବର ମୁତାବକ ତା ୨୪-୦୬-୨୦୨୫ ରିଖରେ…
ଓଡ଼ଗାଁ ବ୍ଲକରେ ଅଦ୍ବିକା ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ,
କିଶୋରୀ ବାଳିକା ମାନଙ୍କ ପ୍ରତିଭା ଓ ପରାକାଷ୍ଠା ପ୍ରଦର୍ଶନ ପାଇଁ ଏକ ସୁଯୋଗ
ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ଆୟୋଜିତ ଅଦ୍ବିକା ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ୨୦୨୫-୨୬ ବ୍ଳକ୍ ପରିସର ମିଶନ ଶକ୍ତି…
ଓଡ଼ଗାଁ ବନ ବିଭାଗ ହାତରେ ଶିକାରୀ ଗିରଫ, ବାରହା ମାଂସ, ଦେଶୀ ବନ୍ଧୁକ ସହିତ ସରଞ୍ଜାମ ଜବତ,
ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ, ବନରଖି ସୌମ୍ୟ ରଞ୍ଜନ ଦଳେଇ ଓ ଅନ୍ୟ ବନ କର୍ମଚାରୀମାନେ ଗୌଡପୁଟ ପଞ୍ଚାୟତ ଗୁଆନ୍ଦ ନିକଟ ଢିପିସାହିରେ ଗୁରୁବାର ଚଢ଼ାଉ…
ନନ୍ଦିଘୋର ଏବଂ ଆରଡା ପଞ୍ଚାୟତର ୪୦ ପ୍ରତିଶତ ହିତାଧିକାରୀଙ୍କୁ ପାରିଲେନି ରିଲିଫ୍ ଚାଉଳ,
ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ନନ୍ଦିଘୋର ଏବଂ ଆରଡା ପଞ୍ଚାୟତର ୪୦ ପ୍ରତିଶତ ରାସନ୍ ହିତାଧିକାରୀଙ୍କୁ ମିଳିନି ରିଲିଫ୍ ଚାଉଳ।ଏନେଇ ହିତାଧିକାରୀ ମାନେ କ୍ଷୋଭ ପ୍ରକାଶ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଗାମୀ ୪ ଦିନ ମଧ୍ୟରେ ସମସ୍ତ…
ସଇଁତଳା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ
ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ସଇଁତଳା ରାଜେନ୍ଦ୍ର ନାରାୟଣ ସିଂ ଦେଓ ମିନି ଷ୍ଟାଡିଅମ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ଉପେନ୍ଦ୍ର ମାଝୀ ଙ୍କ ସଭାପତିତ୍ୱରେ…
ବିଜେପୁର ତହସିଲ ରେ ଷ୍ଟାମ୍ପ ମୂଲ୍ୟ ଉଲ୍ଲଂଘନ — ଦଶ ଟଙ୍କା ଷ୍ଟାମ୍ପ ବିକ୍ରି ହେଉଛି ତିରିଶି ଟଙ୍କା ରେ
ବିଜେପୁର :- ବିଜେପୁର ତହସିଲ କାର୍ଯ୍ୟାଳୟରେ ଥିବା ଷ୍ଟାମ୍ପ ଭେଣ୍ଡର ଦ୍ୱାରା ସରକାର ନିର୍ଦ୍ଧାରିତ ମୂଲ୍ୟ ଅତିକ୍ରମ କରି ଷ୍ଟାମ୍ପ ବିକ୍ରି ହେଉଥିବା ଅଭିଯୋଗ ଲୋକେ ଅଭିଯୋଗ କରିଛନ୍ତି। ଦଶ ଟଙ୍କା ମୂଲ୍ୟର ଷ୍ଟାମ୍ପ କୁ ତିରିଶି ଟଙ୍କା ଦରରେ ବିକ୍ରି କରାଯାଉଛି।ସାଧାରଣ ଲୋକ ଓ ଦାଖଲ-ଖରିଦ…
ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସଏସ ବରିଷ୍ଠ କିରାଣୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆରଡବ୍ଲ୍ୟୁଏସଏସ ଡିଭିଜନର ବରିଷ୍ଠ କିରାଣୀ ଟି ରାଓ ଗୁରୁବାର ଦିନ ତାଙ୍କ ସରକାରୀ ଘରେ ପେନସନ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟଲୟରେ ଜଣେ ଅବସରପ୍ରାପ୍ତ କର୍ମଚାରି…
କାର୍ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ରାସ୍ତା କଡ଼ ଏକ ଗଭୀର ଖାଲକୁ ଗୋଟିଏ କାର୍ ଖସି ଯାଇ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।ପଛରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଜଣ…
ବୟସ୍କ ତୀର୍ଥଯାତ୍ରୀ ନିଖୋଜ : ଏଯାଏ ପତ୍ତା ମିଳିନି ଥାନାରେ ଏତଲା।
କେନ୍ଦୁଝର,ତା୧୩/୧୧- ଓଡ଼ିଶାରେ ଏବେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ଅନେକ ଭକ୍ତଙ୍କୁ ସରକାର ତୀର୍ଥ ଯାତ୍ରାର ସୁଯୋଗ ଦେଉଛନ୍ତି। ତେବେ କେନ୍ଦୁଝର ଜିଲ୍ଲାରୁ ଜଣେ ବରିଷ୍ଠ ନାଗରିକ ଏହି ଯୋଜନାରେ ତୀର୍ଥ କରିବାକୁ ଯାଇ ଏଯାଏ ନିଖୋଜ ଅଛନ୍ତି ଘରକୁ ଫେରିନାହାନ୍ତି ଯାହା ସ୍ଥାନୀୟ…