Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ
ବେଦାନ୍ତର କୋଇଲା ଖଣି ପ୍ରକଳ୍ପକୁ ଅନୁମୋଦନ; ଦସ୍ତାବିଜ ଅଭାବରୁ OPTCL ପ୍ରସ୍ତାବ ସ୍ଥଗିତ
ଝାରସୁଗୁଡ଼ା, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା କାର୍ଯ୍ୟାଳୟର କନଫରେନ୍ସ ହଲ୍ଠାରେ ଜଙ୍ଗଲ ଅଧିକାର ଆଇନ-୨୦୦୬ (FRA) ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟି ବୈଠକ…
କିଟ୍ ରେ ଅୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ
ଭୁବନେଶ୍ୱର, ୧୦ ।୩: କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ। ଆସନ୍ତା ଏପ୍ରିଲରେ କିଟ୍ କ୍ୟାମ୍ପସରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ। ଏ ନେଇ ଆଜି ମୁମ୍ବାଇଠାରେ କିଟ୍ ବିଶ୍ୱବିଦ୍ୟାଳୟ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର…
ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ
ଭୁବନେଶ୍ୱର : ଭାରତର ଜଙ୍ଗଲଗୁଡ଼ିକରେ ମଣିଷ ଏବଂ ହାତୀଙ୍କ ମଧ୍ୟରେ ସଂଘର୍ଷ କ୍ରମାଗତ ଭାବେ ବଢିଚାଲିଥିବା ବେଳେ, ବୈଜ୍ଞାନିକ, ବନ ଅଧିକାରୀ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ କେବଳ ସାମୟିକ ପ୍ରତିକାର ବଦଳରେ ବିଜ୍ଞାନ ଭିତିକ ଭୂଭାଗ ଯୋଜନା ଏବଂ ସମୁଦାୟ-କେନ୍ଦ୍ରିତ ପ୍ରଶମନ ରଣନୀତି ଉପରେ ଅଧିକ…
ସ୍ଥାୟୀ ଖାଦ୍ୟ ସୁରକ୍ଷା ନିମନ୍ତେ କୃଷି ଓ ସହଯୋଗୀ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଉପଯୋଗ
ସୋଆରେ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର, ୧୦ ମାର୍ଚ୍ଚ: କୃଷି କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ଓ କୃତ୍ରିମ ବୁଦ୍ଧିମତାର ଉପଯୋଗ ହିଁ ଭବିଷ୍ୟତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସ୍ଥାୟିତ୍ୱ ଆଣିପାରିବ । ଜଳ, ଖାଦ୍ୟ ଓ ପରିବେଶ ସମ୍ପର୍କିତ ସମସ୍ୟାକୁ ମୁକାବିଲା କରିବାରେ ଏଆଇ…
ବିଜେଡି ଛାଡିଲେ, ବିଜେପିରେ ଯୋଗଦେବେ
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଆଜି ବିଧିବଦ୍ଧଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ଆସନ୍ତା କାଲି ଭୂବନେଶ୍ୱରରେ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦାନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି.ତାଙ୍କ…
ମା ଅବଧ କଳିକା ଙ୍କ ବାର୍ଷିକ ଉତ୍ସବ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ।
ବସ୍ତା ୧୦/୩: ବସ୍ତା ବ୍ଲକ ଅନ୍ତର୍ଗତ ବାଉଁଶ ମୁଖା ଗ୍ରାମର ହରିଜନ ସାହି ରେ ମା ଅବଧ କଳିକା ଙ୍କ ବାର୍ଷିକ ଉତ୍ସବ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳ ସମୟ ରେ ଗ୍ରାମର ଶତାଧିକ ପୁରୁଷ ମହିଳା ବିରାଟ କଳସ ଶୋଭାଯାତ୍ରାରେ ବାହାରି ଜଳକା ନଦୀରୁ ପାଣି ଆଣି ମା…
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ନାରୀ ଦିବସ
ରାୟଗଡା: ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭ ମାର୍ଚ୍ଚ ୨୦୨୬ ତାରିଖରେ ଆନ୍ତର୍ଜାତୀୟ ନାରୀ ଦିବସ ଉତ୍ସାହ ଓ ଗମ୍ଭୀରତାର ସହ ପାଳନ କରାଯାଇଥିଲା। ମହାବିଦ୍ୟାଳୟର ମହିଳା ସେଲ୍ ଓ ଛାତ୍ରୀ ନିବାସ ଯୁଗ୍ମ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନାରୀ ଅଧିକାର,…
ଶିଆଳ ଆକ୍ରମଣରେ ୮ରୁ ଅଧିକ ଗୁରୁତର
କେନ୍ଦୁଝର,ତା୧୦/୩- ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଗ୍ରାମ ଗୁଡିକରେ ବର୍ତ୍ତମାନ ଶିଆଳ ଆତଙ୍କ ସୃଷ୍ଟି କରୁଛନ୍ତି। ନିଷ୍ଠୁର ଲେକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟଜନ୍ତୁମାନେ ଜଙ୍ଗଲ ଛାଡ଼ି ଜନବସତି ଓ ସହରାଞ୍ଚଳକୁ ପଶି ଆସୁଛନ୍ତି। ଗତ ୫ ତାରିଖ ଠାରୁ ଆଜି ମଧ୍ୟରେ ଶିଆଳ ଆକ୍ରମଣରେ ୮ରୁ…
ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ପୁରୀ ଅଭିମୁଖେ ତୀର୍ଥଯାତ୍ରା
ଜଗତସିଂହପୁର ,ତା.୧୦.୦୩.୨୦୨୬/ ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାରୁ ୧୪୮ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇ ପୁରୀ ଅଭିମୁଖେ ଯାତ୍ରା କରିଅଛନ୍ତି । ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ନିକଟରୁ…
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ବିଦ୍ୟାଳୟ ଗୃହ ପ୍ରବେଶ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ଶିକ୍ଷାର ବିକାଶ ଦିଗରେ ଗୋଟିଏ ପାଦ ଆଗକୁ ବଢ଼ାଇଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର। ଆଜି ବେଲଗୁଣ୍ଠା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନୂତନ ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ଭି. ଦେବୀପ୍ରସାଦ ପାତ୍ରଙ୍କ ସଭାପତିତ୍ୱ…