Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ଗୋଷ୍ଠୀ ସଂଘର୍ଷ ଘଟଣାରେ ଉଭୟ ପକ୍ଷର ୧୦ ଗିରଫ ; ପୋଲିସ୍ ଛାଉଣିରେ ବେଲଗୁଣ୍ଠା
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗତ କାଲି ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ୍ ଦଶ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଗତ ଛଅମାସ ତଳେ ସ୍ଥାନୀୟ ଏକ ପେଟ୍ରୋଲ୍ ଟାଙ୍କିରେ ବେଲଗୁଣ୍ଠାର ଜଣେ ଦଳିତ ପିଲାକୁ ହରିଜନ ଉଢୁରାର କିଛି ପିଲା…
ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ
ଭୁବନେଶ୍ୱର, ଜାନୁଆରୀ ୧୬: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ବୀର କିଶୋର ସରାପଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ…
ଛତୁଆ ଦୁର୍ନୀତି ଅଭିଯୋଗକୁ ନେଇ ଜିଲ୍ଲା କଂଗ୍ରେସର ପ୍ରେସମିଟ
ରାଇଘର, ତା. 16/01/26,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ଛତୁଆ ନିର୍ମାଣ ଓ ବଣ୍ଟନରେ ଭାରି ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଜିଲ୍ଲା କଂଗ୍ରେସ…
କଇଁଶୀରେ ଠାକୁରାଣୀ ଓଷା ମହା ଆଡମ୍ବରରେ ପାଳିତ।
କେନ୍ଦୁଝର,ତା୧୬/୧- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଇଁଶୀ ଗ୍ରାମରେ ପୀଢ଼ି ପରେ ପୀଢ଼ି ଅନୁଷ୍ଠିତ ହେଉଥିବା ଠାକୁରାଣୀ ଓଷା ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଓଷା ପାଳନର ଗୋଟିଏ ସପ୍ତାହ ପୂର୍ବ ଗୁରୁବାର ଦିନ ରଣୀଆଙ୍କ ଘରୁ ମାଆ ମନୀଷାଙ୍କୁ ବିଧି ପୂର୍ବକ ପୂଜା କରି ଆଣି…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ବାଲୁଗାଁ:(ସେକ୍ କୌସର):ବାଲୁଗାଁ ଶ୍ରୀରାମ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଶୁକ୍ରବାର ଅପରାହ୍ନରେ ବିଦ୍ୟାଳୟ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି।କମିଟି ସଭାପତି ଦୁର୍ଯ୍ୟୋଧନ ସ୍ବାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ…
ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା
ବାଲୁଗାଁ:(ସେକ୍ କୌସର):ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ କାର୍ଯ୍ୟାଳୟ ସଭାଗୃହରେ ପ୍ରେସ ବିବୃତିରେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।ପୂର୍ବ ବର୍ଷ ପରି ଚଳିତ ବର୍ଷ…
ବେଆଇନ ପଥର ଖାଦାନ ରୁ ପଥର ଖସି ଦୁଇଜଣ ମୃତ: ଅନ୍ୟ ଜଣେ ଆହାତ ।
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଆଜି ମାଲକାନାଗିରି ସହର ଉପକଣ୍ଠ ରେ ଥିବା ଏକ ପଥର ଖାଦାନ ରୁ ଖନନ ସମୟ ରେ ପଥର ଖସି ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ତାରିଣୀ ମନ୍ଦିର ପଛପଟେ ଥିବା ଏକ ବେଆଇନ ପଥର ଖାଦାନରେ ଶ୍ରମିକମାନେ ଟ୍ରାକ୍ଟରରେ…
କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ ପାଳିତ।
କେନ୍ଦୁଝର,ତା୧୫/୧- ବଡ଼ ଧୂମଧାମରେ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ ।ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଧାନବେଣୀ ମକର ଯାତ୍ରା ଅନ୍ଯତମ। ଏଠାରେ ବାବା ଧନେଶ୍ବର ମହାଦେବ ସ୍ଥଳଭାଗ ଠାରୁ ୯୭୦ ଫୁଟ ଉଚ୍ଚରେ ପୂଜାପାଇ…
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ନେବା ନିମନ୍ତେ ମାଲକାନଗିରି ଜିଲ୍ଲାରୁ ତୀର୍ଥ ଯାତ୍ରୀଙ୍କୁ ନେଇ ଏକ ବସ୍ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି।…
ଉଦ୍ଘାଟନ ହେଲା ମାଲକାନଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିଅର ରେଡକ୍ରସ ଶିବିର
ମାଲକାନଗିରି, ୧୫/୧/୨୦୨୬: କାଲିମେଲା ଉଚ୍ଚ ବିଦ୍ୟାଳୟରେ ମାଲକାନାଗିରି ଜିଲ୍ଲାସ୍ତରୀୟ ତିନିଦିନିଆ ଜୁନିୟର ରେଡ କ୍ରସ (ଜେଆରସି) ଶିବିର ଅନୁଷ୍ଠିତ ହୋଇଯାଇଛି ଯାହାର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ସମନ୍ୱୟ ଏବଂ ସାମାଜିକ ଦାଇତ୍ୱ ବୋଧ ସୃଷ୍ଟି କରିବା।…