ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ପାଇଁ ଓଡ଼ିଶାବାସୀଙ୍କ ନିକଟରେ ଚିରସ୍ମରଣୀୟ ହୋଇରହିଛନ୍ତି ପାରଳା ଗଜପତି

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୨୭ତମ ଜୟନ୍ତୀ  ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ନବଉତ୍କଳର ନିର୍ମାଣ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର, ସାହିତ୍ୟାନୁରାଗୀ , ସୁଶାସକ ତଥା ପ୍ରଜାବତ୍ସଳ ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳାର ସ୍ୱର୍ଗତ…

ଯୁବ ସମାଜକୁ ସଠିକ ରାସ୍ତା ଦେଖାଇବ “ଗଣେଶ ଚୋର” 

ବଲାଙ୍ଗିର(ନିରୋଜ ମିଶ୍ର) - ଆମର ସାମାଜିକ ଜୀବନରେ ପୂଜା, ପର୍ବପର୍ବାଣୀ ଓ ବିଶ୍ୱାସର ଭିତ୍ତିଭୂମି ସଦୃଢ଼ । ଆଜିର ଯୁବ ସମାଜ ସେଇ ବିଶ୍ୱାସ  ଉପରେ ନଚାଲି ପଥଭ୍ରଷ୍ଟ ହୋଇଛି । ଏକ ନୂତନ ବିଚାରବୋଧକ ପର୍ଯ୍ୟବେଶିତ କରି ନାଟ୍ୟକାର ତିଆରିଛନ୍ତି ହାସ୍ୟରସ ମାଧ୍ୟମରେ ଏକ  ନାଟକ ଗଣେଶଚୋର  ।…

୪୦ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିରରେ ଥିଲା ୧୨୮ କିଲୋରୁ ଅଧିକ ସୁନା ଓ ୨୨୧ କିଲୋରୁ ଅଧିକ ରୁପା ସାମଗ୍ରୀ

  ଭୁବନେଶ୍ୱର, ୨୬ା୦୪: ଚାଳିଶି ବର୍ଷ ତଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ପ୍ରସ୍ତୁତ କରାଯାଇଥିବା ତାଲିକା ମୁତାବକ ଏଠାରେ ୧୨,୮୩୧ ଭରିରୁ ଅଧିକ ସୁନା ଓ ୨୨,୧୫୩ ଭରିରୁ ଅଧିକ ରୁପା ସାମଗ୍ରୀ ଥିଲା । ତେବେ ଏହି ପୁରୁଣା ତାଲିକା ମୁତାବକ କେତେ ମୂଲ୍ୟର ରତ୍ନ ଅଳଙ୍କାର…

୧୦ ବର୍ଷ ଧରି  ଶୀତଳ ଭଣ୍ଡାରରେ ପଡ଼ିଛି ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶନ ରିପୋର୍ଟ

ଭୁବନେଶ୍ୱର, ୨୬ା୦୪: ରାଜ୍ୟରେ ଲାଗି ରହିଥିବା ଆଞ୍ଚଳିକ ବୈଷମ୍ୟ ସମସ୍ୟାର କାରଣ ଖୋଜିବା ସହ ଏହାର ନିରାକରଣ ପାଇଁ ଜଷ୍ଟିସ୍ ଏସ୍.କେ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା କମିଶନଙ୍କ ରିପୋର୍ଟ ୧୦ ବର୍ଷ ଧରି କାର୍ଯ୍ୟକାରୀ ହୋଇନାହିଁ । କମିଶନଙ୍କ ରିପୋର୍ଟର ତର୍ଜମା ଲାଗି ବସାଯାଇଥିବା…

ଡିପିସି ଥିବା ପୂର୍ବତନ ଉପଜିଲ୍ଲାପାଳଙ୍କୁ  ଓ ପ୍ରୋଗ୍ରାମ ଅଫିସରଙ୍କୁ  ଜେଲ ଆଉ ଜରିମାନା 

ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗରେ ଦୁର୍ନୀତି  ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୧ରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଦାୟିତ୍ୱରେ ଥିବା ତତ୍କାଳୀନ  ବାରିପଦା ଉପଜିଲ୍ଲାପାଳ ବଂଶୀଧର ନାୟକଙ୍କ ସହିତ ସେହିସମୟରେ ବିଭାଗରେ କମ୍ପ୍ୟୁଟର  ପ୍ରୋଗ୍ରାମର ଦାୟିତ୍ୱରେ ରହିଥିବା ସରୋଜ କୁମାର…

ବାଣ୍ଟ ଛିଣ୍ଡିଲାନି।ଶିକ୍ଷୟତ୍ରୀ ଓ କମିଟି ମଧ୍ୟରେ ଗଣ୍ଡଗୋଳ ।

  କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସହର ଉପକଣ୍ଠ ଏକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଣ୍ଡା ର ହେରଫେର ହୋଇଥିବା ନେଇ ଶିକ୍ଷୟତ୍ରୀ ଓ କମିଟି ମଧ୍ୟରେ ଗଣ୍ଡଗୋଳ କମିଟି ଚେୟାରମ୍ୟାନ ଓ ଅନ୍ୟ ସଭ୍ୟ ମାନେ ଅସଦାଚରଣ ଓ ମାଡ଼ ମାରିଥିବାର ଶିକ୍ଷୟତ୍ରୀ…

ଯାଜପୁର ରୋଡ ରେଳ ଷ୍ଟେସନ ଅନାଥଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି 

  ବ୍ୟାସନଗର.୨୬.୦୪ - ଯାଜପୁର କେଉଁଝର ରେଳ ଷ୍ଟେସନରେ ୫୦ରୁ ଉର୍ଦ୍ଧ୍ବ  ଅନାଥ ବୟସ୍କ ବ୍ୟକ୍ତି ଓ ନାବାଳକ ପିଲା ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି । ପ୍ଲାଟ ଫର୍ମ ତାଙ୍କ ଘର । ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ବ୍ୟକ୍ତି , ସେମାନଙ୍କର ପୁଅ ବୋହୁଙ୍କ ଅତ୍ୟାଚାର ସହିନପାରି , ଭିକ୍ଷାବୃତି ଆଦରି…

ଦଳା ସ୍କୁଲ ଠାରୁ ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ

 ବ୍ୟାସନଗର.(ବିଶ୍ୱଜିତ ମାଝୀ) - ଦଳା ସ୍କୁଲ ଠାରୁ ଯାଜପୁର ରୋଡ ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ  ବିଭାଗ ରାସ୍ତା ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ଅତି ଶୋଚନୀୟ ହୋଇପଡିଛି । ତିନି କି.ମି ଦୁର ବ୍ୟାପି ରାସ୍ତାର ଅବସ୍ଥା କହିଲେ ନଚଳେ । ରାସ୍ତାରେ ବଡ ବଡ ଗାଢ ମାନ ସୃଷ୍ଟି ହୋଇଛି । ପିଚୁ…

ଚାନ୍ଦମାରେ ଜଳଛତ୍ର

  ବ୍ୟାସନଗର(ବିଶ୍ୱଜିତ ମାଝୀ) : ସ୍ଥାନୀୟ ଚାନ୍ଦମାର ମା' ହିଙ୍ଗୁଳା ଶ୍ରଦ୍ଧାଳୁଙ୍କ ପକ୍ଷରୁ ୨୧୫ ନଂ ଜାତୀୟ ରାଜପଥସ୍ଥିତ ହୋତା ମାର୍କେଟ କମ୍ପେ୍ଲକ୍ସଠାରେ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତିଠାରୁ ଜଳଛତ୍ର କାର୍ଯ୍ୟକ୍ରମ ଚାଲୁରହିଛି । ଯାଜପୁରରୋଡ୍ ଥାନା ଅଧିକାରୀ ଅମିତାଭ ମହାପାତ୍ର ଏହି…

ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

  ଯାଜପୁର(ଜୟଶଙ୍କର ଦାଶ)  – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଶିଶୁସୁରକ୍ଷା ଘରୋଇ ହିଂସା ଓ ନାରୀ ନିର୍ଯ୍ୟାତନା ବିରୋଧ, ଜଙ୍ଗଲ ସୁରକ୍ଷା, ଶିକ୍ଷା ଅଧିକାର ଆଇନ ସଂପର୍କରେ  କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲାସ୍କୁଲଠାରେ ଓଡିଆ ବକୃତା, ପ୍ରବନ୍ଧ ଓ…