ଏସିୟ ଆଥଲେଟ ରେ ଭାରତ ର ଆଧିପତ୍ୟ

0

୨୭ ତାରିଖରେ ଭାରତୀୟ ଆଥଲେଟ ମାନେ ଦମଦାର ପ୍ରଦର୍ଶନ ଜାରି ରଖି ନିରଜ, ସୁଦ୍ଧା, ମିନାଓ ଧରୁନ ଭାରତ କୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଦେବାରେ ସକ୍ଷମ ହୋଇଛନ୍ତି।ନିରଜ ଚୋପ୍ରା ଜାଭଲୀନ ଥ୍ର ରେ ୮୮.୦୬ ମିଟର ଦୁରୁତ୍ୱ କୁ ଫିଙ୍ଗି ମିଟ ରେକର୍ଡ ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ସେହିପରି ଧରୁନ ଆୟସମୀ ୪୦୦ ମିଟର ବାଧା ଦୌଡ଼ ରେ ୪୮.୯୬ ସେକେଣ୍ଡ ,ମହିଳା ୩୦୦୦ ମିଟର ଟ୍ରିପିଲ ଚେଷ୍ଟ ରେ ମି୯.୪୦.୦୩ ସେକେଣ୍ଡ, ଓ ମିନା ବାରକିଲ ଲମ୍ଵ ଡିଆଁ ରେ୬.୫୧ ମିଟର ଡେଇଁ ଭାରତ ପାଇଁ ରୌପ୍ୟ ପଦକ ହାତେଇବା ରେ ସକ୍ଷମ ହୋଇଛନ୍ତି।ସେହିପରି ବ୍ୟଡ଼ମିନ ଟନ ରେ ଭାରତ ର ତାରକା ଖେଳାଳୀ ପି.ଭି.ସାନ୍ଧୁ ଫାଇନଲ ରେ ପ୍ରବେଶ କରିଛନ୍ତି।

Leave A Reply

Your email address will not be published.