ହାତୀ ଆକ୍ରମଣରେ ବୃଦ୍ଧା ମୃତ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ହାତୀ ମଣିଷ ଲଢ଼ାଇ ଚାଲିଛି । କେତେବେଳେ ହାତୀର ଦାନ୍ତ ନିମନ୍ତେ କେତେକ ଅସାଧୁ ଶିକାରୀଙ୍କ କବଳରେ ପଡ଼ି ହାତୀର ମୃତ୍ୟୁ  ହେଉଥିବା ବେଳେ ପୁଣି କେତେବେଳେ ହାତୀ ସମ୍ମୁଖକୁ ମଣିଷ ଆସିଯିବା କାରଣରୁ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ଘଟୁଛି । ଏହି ହାତୀ ଓ ମଣିଷ…

ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ

    ବଲାଙ୍ଗିର (ନିରୋଜ ମିଶ୍ର ) - ଶିକ୍ଷମ ମାନଙ୍କ ନ୍ୟାର୍ଯ୍ୟ ଅର୍ଥ ପ୍ରାପ୍ତିରୁ ବଂଚିତ  ହେବା, ବାରମ୍ବାର ଦାବି କଲେ ମଧ୍ୟ ସରକାର ଧ୍ୟାନ ନ ଦେବା ଯୋଗୁଁ ବିଭିନ୍ନ ସରକାରୀ, ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନ ପ୍ରାପ୍ତ ତଥା ଅନୁଦାନ ଯୋଗ୍ୟ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ,…

ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା- ୨ମୃତ, ୪ ଆହତ

  ବରଗଡ଼- ବରଗଡ଼-ବିଜେପୁର ରାସ୍ତାର ପୋଡମୁଣ୍ଡାରେ ଟ୍ରେକର ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌  ଘଟଣାର ତଦନ୍ତ କରୁଛି। ଆଜି ସକାଳେ ବରଗଡ଼ରୁ…

 ସରୋଜିନୀଙ୍କ ଲଗାତାର ଦାବି ଫଳବତୀ ହେଲା

ଜାତୀୟ ରାଜପଥରେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ ନିର୍ମାଣ ପାଇଁ  ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ କୃତଜ୍ଞତା ଜଣାଇଲେ ମୟୂରଭଞ୍ଜବାସୀ ବାରିପଦା (ଦିଲ୍ଲୀପ ମହାନ୍ତି)  - ବାଲେଶ୍ୱର ଠାରୁ ଝାରପୋଖରୀଆ ପର୍ଯ୍ୟନ୍ତ ୮୧ କି.ମି. ୪ ଥାକିଆ ରାସ୍ତା ନିର୍ମାଣ କରାଯାଇଥିବା ଜାତୀୟ ରାଜପଥର…

ବଲାଙ୍ଗୀର ଜିଲ୍ଲାର ନୂଆ  ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ଅରିନ୍ଦମ ଡାକୁଆ 

  ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଯୁବ ଆଇଏଏସ ଅଫିସର ଅରିନ୍ଦମ ଡାକୁଆ | ଜଣେ ନିର୍ବିବାଦୀୟ ତଥା pro people ଅଫିସର ଭାବେ ଜଣାଶୁଣା ଶ୍ରୀ ଡାକୁଆ ଏହା ପୂର୍ବରୁ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଭାବେ ପାଖାପାଖି ଦୁଇବର୍ଷ କଲା ସଫଳତାର ସହ କାର୍ଯ୍ୟ…

ଆମେ କେଡେ ପାରିବାର  : ନଈ କୂଳେ ବସି ଶୋଷିଲା !!!

  ଆମର ୪୮୦ କିମି ସମୁଦ୍ର ବେଳାଭୂମି, ତଥାପି ଲୁଣର ଚାହିଦା ମେଣ୍ଟି ପାରୁନି   ବର୍ଷକୁ ଲୁଣ ଦରକାର ୬.୭୦ ଲକ୍ଷ ଟନ୍: ଉତ୍ପାଦନ ହେଉଛି ମାତ୍ର ୩୧୩୫ ଟନ୍ ଭୁବନେଶ୍ୱର: ଓଡ଼ିଶା ପାଇଁ ବାର୍ଷିକ ୬.୭୦ ଲକ୍ଷ ମେଟ୍ରିକ୍ ଟନ୍ ଲୁଣର ଆବଶ୍ୟକତା ଥିବା ବେଳେ ରାଜ୍ୟରେ ବର୍ଷକୁ ଉତ୍ପାଦିତ ହେଉଛି…

୬ ବର୍ଷ ମଧ୍ୟରେ ଓଡ଼ିଶାର କମିଛି ଖଣି ରାଜସ୍ୱ 

  ଭୁବନେଶ୍ୱର : ଛଅ ବର୍ଷ ମଧ୍ୟରେ ଓଡ଼ିଶାରେ ଖଣି ରାଜସ୍ୱ ବଢ଼ିବା ପରିବର୍ତ୍ତେ କମିଛି । ତେବେ ୨୦୧୮-୧୯ ବର୍ଷରେ ଖଣି ରାଜସ୍ୱ ୭୧୦୦ କୋଟି ଟଙ୍କାକୁ ବଢ଼ାଇବା ପାଇଁ ପ୍ରସ୍ତାବ ରହିଛି । ବିଧାନସଭାରେ ଖଣିମନ୍ତ୍ରୀଙ୍କ  ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୨-୧୩ ବର୍ଷରେ ଓଡ଼ିଶାର ୧୪ଟି ଖଣି…

ଅନେକ ଜନକଲ୍ୟାଣକାରୀ  ଯୋଜନା ବନ୍ଦ କରି  ରାଜ୍ୟର ଆର୍ଥିକ କ୍ଷତି କରିଛି କେନ୍ଦ୍ର ଏନଡିଏ ସରକାର 

 ପଞ୍ଚାୟତିରାଜ  ଦିବସ ପାଳନକୁ  ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ ଭୁବନେଶ୍ୱର(ଚକ୍ରଧର)  : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା  ଜାରି କରାଯାଇଥିଲା ।…

ବିଶ୍ୱ ମ୍ୟାଲେରିଆ ନିରାକରଣ ଦିବସ ପାଳିତ

  ରାୟଗଡ଼ା(ସରୋଜ ସାହୁ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି  । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଯୋଗଦେଇଥିଲେ | ନିଜର ବକ୍ତବ୍ୟରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲାରେ ମ୍ୟାଲେରିଆ…

ପେଟୁପାଲିରେ ନିଳକଣ୍ଠେଶ୍ବର ମନ୍ଦିର ପ୍ରତିଷ୍ଠା ।

ପଦ୍ମପୁର/ Nila Deep - ସୋହେଲା ବ୍ଳକ ଅନ୍ତର୍ଗତ ଘେଁସ ନିକଟସ୍ଥ ପେଟୁପାଲି ଗ୍ରାମରେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି ।ଗତ ରବିବାର ସପ୍ତମୀ ତିଥିରେ କଳସ ଆବାହନ ଓ ମଣ୍ଡପ ଶୋଧନ ହୋଇ ସୋମବାର ତୋରଣ ପୂଜନ,ଦ୍ବାରପୂଜା,ଶସ୍ୟଭିଷେକ,ଯୁପସ୍ନାନ ଓ…