ସତ୍ୟଜିତ,  ସଂଜୟ ଓ  ଚକ୍ରଧର ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ 

0

ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ସଭାପତି ମାନ୍ୟବର  ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ମିଡିଆ ପ୍ୟାନେଲିଷ୍ଟ ଭାବେ  ସତ୍ୟଜିତ ମିଶ୍ର,  ସଂଜୟ ବାବୁ ଓ  ଚକ୍ରଧର ଦାଶଙ୍କୁ ମିଡିଆ ପ୍ୟାନେଲିଷ୍ଟ ନିଯୁକ୍ତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.