ହେଲମେଟଧାରୀଙ୍କୁ ଗୋଲାପ, ବିନା ହେଲମେଟବାଲାଙ୍କୁ ପିଲା କଲେ ଅନୁରୋଧ

ପଦ୍ମପୁର ସହରରରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ  ପଦ୍ମପୁରରୁ ନୀଳ ଦୀପ  -ଆଜି ପଦ୍ମପୁର ସହରରେ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡ଼ଙ୍କ ତତ୍ବାବଧାନରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା…

ଓଡ଼ିଶାରେ ଅଛି ନିର୍ମାଣ ଶ୍ରମିକ ବୋର୍ଡ : କୃଷି ଶ୍ରମିକ ବୋର୍ଡ କଥା ଚିନ୍ତା ଭିତରେ ନାହିଁ

ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ଅନ୍ୟୁନ  ୧୨ଟି ଜିଲ୍ଲାରେ କୃଷି ଶ୍ରମିକଙ୍କ ଠାରୁ ଅଧିକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି । ମନ୍ତ୍ରୀ…

ଜାଣିନାହାନ୍ତି ଆମ ଓଡିଶା ସରକାର 

ବର୍ଷକୁ ରାଜ୍ୟ  ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ଦରକାର ଭୁବନେଶ୍ୱର: ଓଡ଼ିଶା ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ବର୍ଷକୁ ଦରକାର ସେ ସମ୍ପର୍କରେ ତଥ୍ୟ ଯୋଗାଣ ବିଭାଗରେ ନାହିଁ । ସେହିପରି ଓଡ଼ିଶାରେ ଥିବା କୃଷିଭିତ୍ତିକ ସମବାୟ ଶିଳ୍ପ ସଂକ୍ରାନ୍ତରେ ବି…

ଏକ ନେ ଦିଲ ଜିତା ଥା, ଦୁଶରେନେ କିୟା ଦିଲ ପର ବାର !!!

ଚର୍ଚ୍ଚାରେ ମୟୂରଭଞ୍ଜର ଦୁଇ ଜିଲାପାଳ ଜଣେ ପ୍ରଭାକର ଆଉ ଜଣେ ସୁରେନ୍ଦ୍ର କୁମାର    BARIPADA/DILLIP MOHANTY :  କଥାରେ ଅଛି, ପ୍ରାଣୀର ଭଲମନ୍ଦ ବାଣି ମରଣ କାଳେ ତାହା ଜାଣି  । ମାନେ ଲୋକ କେତେ ଭଲ କେତେ ଖରାପ ତାହା ତାହାର ଜୀବନ ଛାଡିଲା ବେଳେ ଜଣାପଡେ  ।  ଠିକ୍ ସେହିପରି ଜଣେ…

ବିବାଦ ଘେରରେ ଲାଞ୍ଚୁଆ ତହସିଲଦାର !

କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ତହସିଲ କାର୍ଯ୍ୟାଳୟରେ ଘଟିଛି  ଏକ ନିନ୍ଦନୀୟ ଘଟଣା | ଡେରାବିଶ୍ ଅଞ୍ଚଳର ଜଣେ ବ୍ୟକ୍ତି ରାଧାକାନ୍ତ ମହାନ୍ତି  ତାଙ୍କର କୌଣସି କାରଣ ବଶତ ମୋବାଇଲ ହଜିଯିବାରୁ simcard ର ପୁନରାବୃତ୍ତି ପାଇଁ ଏକ…

ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ  : ମାଙ୍କ ପେଶା ନେଲା ପୁଅର ଜୀବନ 

ସଂଯୁକ୍ତାଙ୍କ ପ୍ରତି ଥିବା ପୁଂଜିଙ୍କ ପ୍ରତିହିଂସା ନିଆଁରେ ଜଳିଗଲେ ସୌମ୍ୟ, ପାଣିର ବୁଦବୁଦା ଭଳି ମିଳାଇ ଗଲା  ରୀମାଙ୍କ ହସର ସଂସାର  Bolangir/Niroj Mishra : ବହୁ ଚର୍ଚ୍ଚିତ ପାଟଣାଗଡ  ପାର୍ସଲ ବୋମା ବିସ୍ପୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି । ପରୋକ୍ଷରେ ପୁଅ ସୌମ୍ୟଶେଖରଙ୍କ …

ଆଜିଠୁ ନୄସିଂହନାଥ ବୈଶାଖ ମେଳା ।

  ପଦ୍ମପୁର/ପାଇକମାଳରୁ ନୀଳ ଦୀପ ଓ  ଗୌରାଙ୍ଗ ଦାସ -ଆଜିଠୁ ଆରମ୍ଭ ହେବ ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ପାଇକମାଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ନୄସିଂହନାଥ ପୀଠରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ବୈଶାଖ ମେଳା ।ଏଥିପାଇଁ ପ୍ରସ୍ତୁତ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।୩୦…

ଜନସ୍ୱାର୍ଥ ଚୁଲିକି ଯାଉ ଏବଂ ଦଳୀୟ ସ୍ୱାର୍ଥ ବଜାୟ ରହୁ ନୀତିକୁ ମୁଖ୍ୟମନ୍ତ୍ରୀ ଆପଣେଇଛନ୍ତି: ବିଜେପି

  କେନ୍ଦ୍ର ସରକାରଙ୍କ ପଂଚାୟତିରାଜ ଦିବସ ରାଜ୍ୟ ସରକାର ପାଳନ ନକରିବା ପ୍ରସଙ୍ଗ  ଭୁବନେଶ୍ୱର : କେନ୍ଦ୍ରୀୟ ଅବହେଳାର ଚିକ୍ରାର କରୁଥିବା ରାଜ୍ୟ ସରକାର ବାସ୍ତବରେ ଗରିବ ବିରୋଧୀ । କେନ୍ଦ୍ର ସରକାର ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିଲେ ବି ରାଜ୍ୟ ସରକାର ଦଳୀୟ…

ପାରାଦୀପରେ ବିମାନ ବନ୍ଦର ପାଇଁ  ସୁରେଶ ପ୍ରଭୁଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର

ଭୁବନେଶ୍ୱର  - ପାରାଦୀପରେ ଏକ  ବିମାନ ବନ୍ଦର ସ୍ଥାପନା କରିବାକୁ  ନେଇ କେନ୍ଦ୍ର ବାଣିଜ୍ୟ, ଶିଳ୍ପ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ  ପତ୍ର ଲେଖିଛନ୍ତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପରେ ବିମାନ ବନ୍ଦର ସ୍ଥାପନା ନେଇ ବୈଷୟିକ- ଆର୍ଥିକ…

 ରଥଯାତ୍ରା ସଂପର୍କରେ ଉଚ୍ଚସ୍ତରୀୟ ବୈଠକ  ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ 

 ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ବଜାୟ ରଖିବା ଉପରେ ଗୁରୁତ୍ୱ ମୁତୟନ ହେବେ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୫୮୬ ଜଣ ଡାକ୍ତର ଓ ପାରାମେଡିକ  ଭୁବନେଶ୍ୱର -ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ…