Sign in
Sign in
Recover your password.
A password will be e-mailed to you.
ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର - ବହୁଦିନ ମେଡିକାଲରେ ପଡିବ ପରେ ଜାମିନ ମିଳିଛି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ | ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କଟକ -ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତଙ୍କୁ ୨ ମାସ ଲାଗି ଅନ୍ତରୀଣ ଜାମିନ୍ ମଂଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ସିସୋର…
ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ମହଙ୍ଗା ଭତା ବଢ଼ିଲା
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗା ଭତା ୫ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏହି…
ବାରିପଦା ପୌରପରିଷଦ : ଅମୃତ ଟିମ ଲିଡରଙ୍କୁ କାଉନସିଲରଙ୍କ ମାଡ !
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଅମୃତ ଯୋଜନାରେ ଟିମ ଲିଡର ଭାବେ କାର୍ଯ୍ୟକରୁଥିବା ସାଗର ରଞ୍ଜନ ପଲେଇ ନାମକ ଜଣେ କର୍ମଚାରୀଙ୍କୁ ୨ନମ୍ବର ୱାର୍ଡର କାଉନସିଲର ପ୍ରଶାନ୍ତ କୁମାର ପଟ୍ଟନାୟକ ମାଡ ମାରିଥିବା ନେଇ ବାରିପଦା ଟାଉନଥାନାରେ ଅଭିଯୋଗ କରିଛନ୍ତି ।
ସାଗରଙ୍କ…
ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକ କିମ୍ବା ଇରମ… କାହା ନାମ ନାହିଁ
ଭାରତଛାଡ଼ ଆନ୍ଦୋଳନରେ ଓଡ଼ିଶାର ସହିଦଙ୍କ ତାଲିକା ଦେଲେ ସରକାର
ଭୁବନେଶ୍ୱର : ଭାରତଛାଡ଼ ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ବାର୍ଷିକୀ ପାଳନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା କୌଣସି କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ନାହିଁ । ତେଣୁ ଏଥିଲାଗି ଅର୍ଥ ବ୍ୟବସ୍ଥା କରାଯାଇନାହିଁ…
ଜଙ୍ଗଲ ଜଗିବା ପରିବର୍ତ୍ତେ ସହର ଜଗିବାରେ ଅଧିକ ସମୟ ଦେଉଛନ୍ତି ବନ କର୍ମଚାରୀ
ଦନ୍ତା ଆକ୍ରମଣରେ ଯୁବକ ମୃତ, ମୃତକ ପରିବାରକୁ କ୍ଷତି ପୁରଣ ମିଳିବାର ପ୍ରତିଶ୍ରୁତି
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧୀନରେ ଥିବା ମଞ୍ଚାବନ୍ଧା ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜୀବନ ହାରିଲେ ନୟାପୁରସ୍ତମପୁର ଗ୍ରାମ ଖଡ଼ିଆ ସମ୍ପ୍ରଦାୟର ଯୁବକ ବିଶୁ ଦେହୁରୀ ।…
ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ୨୯ରୁ
ବାରିପଦା(ଦିଲ୍ଲୀପ ମହାନ୍ତି ) ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା-୨୦୧୮ ପ୍ରତିଯୋଗିତା ଚଳିତ ଅପ୍ରେଲ ୨୯ ଓ ୩୦ ଦୁଇଦିନ ଧରି ଭୂବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆ ପରିସରରେ ଆୟୋଜିତ ହେଉଥିବା ବେଳେ ୨୮ରେ ଏହାର ଉଦଘାଟନୀ ସମାରୋହ ସନ୍ଧ୍ୟା ୬ରେ କଟକ ଜବାହରଲାଲ ନେହେରୁ ଇନଡେ଼ାର…
ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ମୟୂରଭଞ୍ଜ ପୁସ୍ତକ ମେଳା କମିଟି ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ପାଳନ ଅବସରରେ ବହି ପରି ବନ୍ଧୁ ନାହିଁ ଶୀର୍ଷକ ଏକ ଆଲୋଚନା ଚକ୍ର କମିଟିର ସମ୍ପାଦକ ମନୋଜ ଦଳ ବେହେରାଙ୍କ ଆବାହାକତ୍ୱ ଓ ଉପସଭାପତି ଅଜିତ କୁମାର କବାଟଙ୍କ ପୌରହିତ୍ୟରେ ଫରେଷ୍ଟ…
ବାରିପଦା ସହରକୁ ନିଶାମୁକ୍ତ ସହରରେ ପରିଣତ କରାଇବା ନିମନ୍ତେ ଏସପିଙ୍କ ସହିତ ଆଲୋଚନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରରେ ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ବ୍ୟବସାୟ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଯୁବ ସମାଜ ସହିତ ଛାତ୍ରମାନେ ଏହି ମାରାତ୍ମକ ନିଶା ପ୍ରତି ଆକୃଷ୍ଟ ହେଉଥିବାର ପରିଲକ୍ଷିତ ହୋଇଛି । ଫଳରେ ସମାଜରେ ବିଭିନ୍ନ ପ୍ରକାରର ଅପରାଧ…
ବିଦ୍ୟୁତ ସମସ୍ୟା ସମାଧାନ ନିମନ୍ତେ ଅଣ୍ଟାଭିଡ଼ି ଆଗେଇ ଆସିଲା ବିଜେଡ଼ି
ବାରିପଦା( ଦିଲ୍ଲୀପ ମହାନ୍ତି )- ଅଘୋଷିତ ବିଦ୍ୟୁତ କାଟ ସହିତ ଆକାଶରେ ଜୁଳୁଜୁଳିଆ ପୋକ ଦେଖିଲେ ବର୍ଷା ନାମରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ, ଟ୍ରିପ କରିଛି, ସଟ ଡ଼ାଉନ ଓ ବ୍ରେକ ଡ଼ାଉନ ହୋଇଥିବା ଆଳରେ ବାରିପଦା ସହରରେ ବାରମ୍ବାର ବିଦ୍ୟୁତ କାଟ ଜାରି, ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ…
ଜିଲ୍ଲାରେ କଣ ଠିକାଦାର ନାହାନ୍ତି, ଯେ ବାହାରୁ ରାଜ୍ୟରୁ ଆସିବେ ?
ନାହିଁ ସୂଚନା ଫଳକ, ଚାଲିଛି ନିର୍ମାଣ କାର୍ଯ୍ୟ
କାର୍ଯ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ, କମିଶନବେପାର ରେ ପ୍ରଶାସନ ଠିକାଦାର ସାମିଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଏକ ନିର୍ମାଣ…