ଉପକାରାଗାରରେ ଆଇନ ସଚେତନତା ଶିବିର 

ଯାଜପୁର(ଜୟଶଙ୍କର ଦାଶ)  ଜିଲ୍ଲା  ଆଇନ ସେବା ପ୍ରାଧିକରଣ, ଯାଜପୁରଙ୍କ ଆନୁକୁଲ୍ୟରେ ଯାଜପୁର ଉପକାରାଗାରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିରରେ ଯାଜପୁର ଜିଲ୍ଲା ଦୈାରା ଜଜ୍ ଡଃ ରାଧାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ, ସି.ଜେ.ଏମ୍. ରାଜ…

“ବିରୋଧୀ ମାନେ ହେଉଛନ୍ତି ପେଚା, ସେମାନଙ୍କୁ ବିକାଶ ଦେଖାଯାଉନି”

ବିରୋଧୀଙ୍କୁ ଅରୁଣଙ୍କ କଟାକ୍ଷ, ଧର୍ମେନ୍ଦ୍ରଙ୍କ ଏଟିଏମ ମନ୍ତବ୍ୟକୁ ବି କଲେ ସମାଲୋଚନା   ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟରେ ସାମଗ୍ରିକ ବିକାଶ ବିରୋଧୀ ଦଳ ଆଖିକୁ ଦେଖାଯାଉ ନାହିଁ । ଯେପରି ପେଚା ଦିନରେ ଦେଖିପାରେ ନାହିଁ, ଠିକ୍ ସେହିପରି ବିରୋଧୀ ଦଳଙ୍କୁ ରାଜ୍ୟରେ…

ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇପାରିଲେ  ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ  : ଜିଲ୍ଲାପାଳ

  ୨୯ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ  ବଲାଙ୍ଗିର(ନିରୋଜ ମିଶ୍ର)- ଗତ ୨୩ ତାରିଖରୁ ଆରମ୍ଭହୋଇଥିବା ୨୯ତମ ସଡକ ସୁରକ୍ଷା ସପ୍ତାହ ଆଜି ସାଇଟ ସଦାଇପାଲି ପରିସରରେ  ଉଦ୍ୟାପିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ପରିବହନ ଅଧିକାରୀ  ପ୍ରଣୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି…

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ  ଜେଲ ଓ ୫୦୦୦ ଜୋରିମାନା

  ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (୧) କମ ଚିଲଡ୍ରେନ କୋର୍ଟ ଜଜ୍ ଅଜିତ କୁମାର ସିଂ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ଥାନା ଅନ୍ତର୍ଗତ ହାଣ୍ଟିଭଙ୍ଗା ଗ୍ରାମର ପରମେଶ୍ୱର ନାଏକଙ୍କ ପୁଅ ମଳୟ ନାଏକ ଓରଫ ନାଣ୍ଡଙ୍କୁ ଦୋଷୀ…

ସରପଞ୍ଚ ଓ କାଉନ୍‍ସିଲରଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ୱର:  ବାଙ୍କୀ ନିର୍ବାଚନ ମଣ୍ଡଳୀ ବିଲିପଡ଼ା ପଞ୍ଚାୟତ ସରପଞ୍ଚ କୁମାରୀ ପ୍ରଶାନ୍ତି ସେଠୀ, ଦୁଲଣପୁର ସରପଞ୍ଚ ସୁନୀଲ କୁମାର ସାହୁ, ଗୋବିନ୍ଦପୁର ସରପଞ୍ଚ ନବକିଶୋର ବେହେରା, ଓସ୍ତିଆ ପଞ୍ଚାୟତ ସମିତି ସଭ୍ୟା ସଂଜୁ ଦେଇ, ବାରଙ୍ଗ ବ୍ଲକ ମଧୁପୁର ସରପଞ୍ଚ ସୁମିନା ପ୍ରଧାନ, ବାଙ୍କୀ…

 ସର୍ବଭାରତୀୟ ଅଧିକାରୀ ପଦବୀ : ରାଜ୍ୟରେ  ଅଛି ୫୬୬ ପଦବୀ ,କାମ କରୁଛନ୍ତି ୩୩୬

 ୫୫ ଜଣ ଡେପୁଟେସନରେ ,୧୭୨ଟି ପଦବୀ ଖାଲି ଭୁବନେଶ୍ୱର : ଓଡ଼ିଶା ପାଇଁ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍ଏସ୍ ଭଳି ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ସେବାର ୫୬୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବା ବେଳେ ସେଥିରେ ଏବେ ଆମ ରାଜ୍ୟରେ ୩୩୬ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଏହି ସେବାଗୁଡ଼ିକରୁ ୫୫ ଜଣ…

କିସ୍‍ରେ ଉଦ୍ଘାଟିତ ହେଲା  ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର 

  ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ଓ ଗବେଷଣା କେନ୍ଦ୍ର ସୋମବାର ଉଦ୍ଘାଟିତ ହୋଇଯାଇଛି । ଏହି ଗବେଷଣା କେନ୍ଦ୍ର ଜରିଆରେ ସନ୍ଥକବିଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରାଯିବ । ସନ୍ଥକବି ଭୀମଭୋଇ ଚେୟାର ଓ ଗବେଷଣା…

ସଡ଼କ ସୁରକ୍ଷା କେବଳ ଏକ ସ୍ଳୋଗାନ ନହୋଇ ବାସ୍ତବରେ ପରିଣତ ହେଉ : ଜିଲ୍ଲାପାଳ

  ଯାଜପୁର :(ଜୟଶଙ୍କର ଦାଶ) : ସଡ଼କ ସୁରକ୍ଷା କେବଳ ସ୍ଳୋଗାନ ନହୋଇ ବାସ୍ତବିକତାରେ ପରିଣତ କରିବାକୁ  ଜିଲ୍ଳାପାଳ ରଂଜନ କୁମାର ଦାସ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସୋମବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତ ଭବନଠାରେ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୨୯ତମ ସଡ଼କ ସୁରକ୍ଷା…

କିଏ ମିଛୁଆ  : ସୁଶାନ୍ତ ନ ନିରଞ୍ଜନ 

ଜଣେ କହୁଛନ୍ତି ବାଧାପ୍ରାପ୍ତ ହୋଇଛି, ଜଣେ କହୁଛନ୍ତି ବଢିଛି      ଭୁବନେଶ୍ୱର: ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ରେ ବ୍ୟାପକ ସଂଖ୍ୟକ ବନ୍ଧ ନିର୍ମାଣ ଯୋଗୁ ମହାନଦୀରେ ଜଳ ପ୍ରବାହ ହ୍ରାସ ପାଉଛି । ଏଥିଯୋଗୁ ବିଦ୍ୟୁତ  ଉତ୍ପାଦନ ବାଧାପ୍ରାପ୍ତ ହେଉଛି ବୋଲି ଜଳ ସମ୍ପଦ ମନ୍ତ୍ରୀ କହୁଥିବା…

 ବୈଶାଖ ମେଲା ଉଦଯାପିତ ।

  ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପାଇକମାଲ ନିକଟସ୍ଥ ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୄସିଂହନାଥ ପୀଠରେରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀ ମାର୍ଜାରକେଶରୀ ନୄସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ଆଜି ୩୦ତାରିଖ…