Sign in
Sign in
Recover your password.
A password will be e-mailed to you.
ଅଗାଡି ସରକାର !!!! ନକଲି ବିହନ ପ୍ରଭାବ, ଧାନ ହେଲା ନାରଖାର
ବରଗଡ଼/Nila Deep -ଝଡ଼ବର୍ଷା, ମରୁଡ଼ି ଓ ରୋଗପୋକ ଉପଦ୍ରବ ଚାଷୀଙ୍କ ପାଇଁ ଦେହସୁହା ହୋଇଗଲାଣି। ମାତ୍ର ଚାଷ ସକାଶେ ଆବଶ୍ୟକ ବିହନ, ସାର, କୀଟନାଶକ ନକଲି ବାହାରିବା ଏବଂ ତହିଁର ପ୍ରତିକୂଳ ପ୍ରଭାବ ସିଧାସଳଖ ଫସଲ ଉପରେ ପଡ଼ିବା ଚାଷୀ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । କେତେବେଳେ…
ବୈଜୟନ୍ତଙ୍କ ପୂର୍ବ ସହଯୋଗୀ ଦୁର୍ଗାଶୀଷଙ୍କୁ ପୁରସ୍କାର : କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିଯୁକ୍ତ
ବିବାଦୀୟ ନେତା, ତଥା ଦଳ ବିରୋଧରେ କାମ କରୁଥିବା ଅଭିଯୋଗରେ ବିଜେଡ଼ିରୁ କଣଠେସା ହୋଇ ଏକପ୍ରକାର ତଡା ଖାଇଥିବା ବୈଜୟନ୍ତ ପଣ୍ଡାଙ୍କ ଶିବିର ଛାଡି ଦଳର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଟାଣୁଆ ଯୁବନେତା ଦୂର୍ଗାଶିଷ ମହାନ୍ତିଙ୍କୁ ପୁରସ୍କାର ମିଳିଛି | ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ…
କୁଆ ପଥର ମାଡ଼ : ରବି ଧାନ ନଷ୍ଟ
ବରଗଡ଼\ Nila Deep -କାଳବୈଶାଖୀ ପ୍ରଭାବରେ କରକାପାତ ଯୋଗୁ ବରଗଡ ଜିଲା ବିଜେପୁର ବ୍ଲକର ଉପାନ୍ତ ଅଞ୍ଚଳର ଅମଳକ୍ଷମ ରବି ଧାନଫସଲ କ୍ଷତିଗ୍ରସ୍ତ ହୋଇଛି । ଶନିବାର ସନ୍ଧ୍ୟାରେ ଏହି ଅଞ୍ଚଳରେ ଘୂର୍ଣ୍ଣଝଡ ସହ କୁଆପଥର ବର୍ଷା ହୋଇଥିଲା । ଫଳରେ ଗଣ୍ଠିଆପାଲି ପଞ୍ଚାୟତର ଗଣ୍ଠିଆପାଲି, ଏମ୍.…
ଇଏ କି ସ୍ଥିତି : ପଶ୍ଚିମ ଓଡିଶାପାଇଁ କିଆଁ ଏମିତି ରୀତି
ପଶ୍ଚିମ ଓଡ଼ିଶାରେ ଖାଲି ପଡ଼ିଛି ଅଧାରୁ ଅଧିକ ଅଧ୍ୟାପକ ପଦବୀ : କୌଣସି କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ
ଭୁବନେଶ୍ୱର, ୨୯ା୦୪: ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ୮ଟି ଜିଲ୍ଲାରେ ଥିବା ସରକାରୀ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ଅଧାରୁ ଅଧିକ…
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜନ୍ମଜୟନ୍ତୀ : ଅତିଥି ଡ଼ଃ ଅଚ୍ୟୁତ ଓ ଡ଼ଃ ଅରୁଣ
ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ପାଳିତ ହେବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଜୟନ୍ତୀ । ମଇ ପହିଲାରେ ଗୁରୁଶ୍ରେଷ୍ଠ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜନ୍ମଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ଼ଃ ଅଚ୍ୟୁତ …
ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମିପୂଜନ ମଇ ୧ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ସମୟରୁ ମୟୂରଭଞ୍ଜ ଏକ ଭାଇଚାରାର ସନ୍ଦେଶ ବିଶ୍ୱ ସମୁଦାୟକୁ ଦେଇଆସୁଛି । କବେଳ ଏତିକି ନୁହେଁ ମୟୂରଭଞ୍ଜର କଳା ଓ ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ ଅନନ୍ୟ । ଗଡ଼ଜାତ ରାଜ୍ୟର ପ୍ରଜାବତ୍ସଳ ମହାରାଜା…
ଭାଲୁ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ଯାଜପୁର /କୋରାଇ (ଜୟଶଙ୍କର ଦଶ) : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋହିରାଗାଡ଼ିଆସ୍ଥିତ ଭାଲୁକାହୁଡ଼ିକୁ ରବିବାର ସକାଳେ ସେହି ଗ୍ରାମର ଶ୍ୟାମ ହେଁସା(୫୫) ଓ ଶୁକ୍ରା ମୁଣ୍ଡା(୨୯) ଶୌଚ ହେବାକୁ ଯାଇଥିବାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଶ୍ୟାମ ହେଁସାଙ୍କର…
ଯେ ଯାହା କହୁ ମୋର ‘ଢେ଼ା’ : ନିର୍ବାହୀ ଯନ୍ତ୍ରୀ ଜାଣି ନାହାନ୍ତି, ସହକାରୀ ଯନ୍ତ୍ରୀ ଗୋଳାଉଛନ୍ତି
ଜଳ ବିଶୋଧନାଗାରର ନିଷେଧାଞ୍ଚଳ ପାଲଟିଛି ଠିକାଦାରଙ୍କ ଗୋଦାମ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରଷଦର ବିଭିନ୍ନ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ରହିଛି ଏକ ଜଳ ବିଶୋଧନାଗାର ।…
ବାଲେଶ୍ୱରରେ ବସ୍ତି ଅଞ୍ଚଳ ସର୍ଭେ ଆରମ୍ଭ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ-୨୦୧୭ ଅନୁଯାୟୀ ବାଲେଶ୍ୱର ପୌରପାଳିକା ପକ୍ଷରୁ ଶୁଭାରମ୍ଭ ହୋଇଛି ସହରର ବିଭିନ୍ନ ବସ୍ତି ଅଂଚଳର ସର୍ଭେ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୌରପାଳ ଆଲୋକ କୁମାର ସାହୁ…
ସଡ଼କ ସୁରକ୍ଷା ସଚେତନତାରେ ସାମିଲ ଟ୍ରାଫିକ୍ ପୁଲିସ-ସାମ୍ବାଦିକ
ବାଲେଶ୍ୱର,(ଉଜ୍ଜ୍ୱଳ କର) ): ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଟ୍ରାଫିକ୍ ପୁଲିସ ଓ ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…