Sign in
Sign in
Recover your password.
A password will be e-mailed to you.
ସରକାରଙ୍କ ସ୍ମାର୍ଟ ମୁଭ : ପୁଣି ବନ୍ଧା ହେଲେ କଳା ଠିକାଦାର ପଣ୍ଡା, ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇ ନିର୍ଦ୍ଦେଶ
ଦୁଃଖ ପ୍ରକାଶ କଲେ ନବୀନ, ୫ ଲକ୍ଷ ତାଙ୍କ ଅନୁକମ୍ପା ସହାୟତା
ବମିଖାଲକୁ ନେଇ ପୂର୍ତ୍ତ ବିଭାଗ ଦି ଫାଳ, ବିଜେଡିରେ ଦୁଇଟି ଶିବିର
ପରିସ୍ଥିତି ଅଣାୟତ୍ତ ହେବା ଆଗରୁ ଆଉ ବିରୋଧୀ ଦଳ ଦାବି କରିବା ଆଗରୁ ସତର୍କତାମୂଳକ ପଦକ୍ଷେପ ଭାବେ ସରକାର ପୁଣି ଗିରଫ କରାଇଛନ୍ତି କୋଡ଼ପୋଛା…
କଳଙ୍କିତ ଠିକାଦାର ମୁଣ୍ଡ ଉପରେ କେଉଁ କଳଙ୍କିତ ନାୟକଙ୍କ ହାତ !
ପୂର୍ତ୍ତ ବିଭାଗ ନେଲା ଆଉ ଏକ ଜୀବନ, ବମିଖାଲ ଓଭର ବ୍ରିଜ୍ରେ ଗଡ଼ିଲା ଦ୍ଵିତୀୟ ମୁଣ୍ଡ
ପୂର୍ତ୍ତ ବିଭାଗର ଧୂର୍ତ୍ତ ମୁଖିଆ ଉତର ଦେବେ କି ଆଉ କେତେ ମୁଣ୍ଡ ଗଡ଼ିଲେ ଚେତିବେ !!!!
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ସେଦିନ ଯେମିତି ସତ୍ୟବ୍ରତ ଭାବିନଥିଲେ ଯେ ଝିଆକୁ ଶେଷଥର ନାଚ…
” ଭାରତ କି ସନ୍ତାନ’ରେ ଅସିତଙ୍କୁ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ
ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଏନ.ଏସ.ଏସ. ଛାତ୍ରଙ୍କ କୃତିତ୍ୱ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ରାଜସ୍ଥାନର ଭିଲୱାଡାଠାରେ ଅନୁଷ୍ଠିତ ନ୍ୟାଶନାଲ ୟୁଥ ପ୍ରଜେକ୍ଟରେ ମୟୂରଭଞ୍ଜ କଲେଜ ଅଫ୍ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟର ଛାତ୍ର…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ୯ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଜେଏମଏମ ପକ୍ଷରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ବଞ୍ଚାଓ ହରତାଳ ଚଳିତ ମାସ ୯ରେ ହେବାକୁ ଯାଉଛି । ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତକତପୁରଠାରେ ଜେଏମଏମର ଛାତ୍ର ମୋର୍ଚ୍ଚାର ସମର୍ଥକ ଛାତ୍ରଛାତ୍ରୀମାନେ ଉତ୍ତର ଓଡ଼ିଶା…
ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେବାପା ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ପାଶ କରାଇଥିବା ବେଳେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ…
ଗନିଅାଁପାଲି ରେ ନୃସିଂହ ଚତୁର୍ଦ୍ଦଶୀ ଓ ବୈାଦ୍ଧ ପୂର୍ଣ୍ଣିମା ପାଳନ
ପଦ୍ମପୁରରୁ ନୀଳ ଦୀପ : ବରଗଡ ଜିଲ୍ଲା ର ପ୍ରାଚୀନ ବୈାଦ୍ଧପୀଠ ବୁଦ୍ଧବିହାର ଗନିଅାଁପାଲି ଠାରେ ନୃସିଂହ ଚତୁର୍ଦ୍ଧଶୀ ଓ ବୁଦ୍ଧ ପୂର୍ଣ୍ଣିମା ମହୋସôବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କଳସ ଶୋଭାଯାତ୍ରା ପୂଜା, ପୁରାଣ ପାଠ,ନୃସିଂହ ବୀଜ ମନ୍ତ୍ର ଜପ ଅନୁଷ୍ଠିତ ହୋଇଥିଲା ।…
କୁଡ଼ୁମୀ ସେନା ଓଡ଼ିଶା ପକ୍ଷରୁ ଆସନ୍ତା ୭ ତାରିଖରେ ବନ୍ଦ ଡ଼ାକରା
୯ଟି ଜିଲ୍ଲାରେ ପାଳିତ ହେବ ୬ ଘଣ୍ଟିଆ ବନ୍ଦ
ଭୁବନେଶ୍ୱର/ଚକ୍ରଧର ମାଝି :କୁଡ଼ୁମୀ ସେନା ପକ୍ଷରୁ ଆସନ୍ତା ୭ ତାରିଖ ଦିନ ୬ଘଣ୍ଟିଆ ବନ୍ଦ ପାଳନ କରାଯିବ ଓ ଏହି ବନ୍ଦ ପାଳନ କେବଳ ରାଜ୍ୟରେ କୁଡ଼ୁମୀ ଜାତିର ଅଧିବାସୀ ମାନେ ରହୁଥିବା ୯ଗୋଟି ଜିଲ୍ଲାରେ ପାଳନ କରାଯିବ ବୋଲି ଗୁରୁବାର ଦିନ…
ପାନ ଗୋଟେ ଖାଇବାକୁ ହେଲେ ୩ ଟଙ୍କା ପଡ଼ୁଥିବାବେଳେ ଶ୍ରମିକମାନଙ୍କୁ ରାଜ୍ୟସରକାର ୩୦୦ ଟଙ୍କା ପେନସନ କେବଳ ଉପହାସ ମାତ୍ର…
ଆନ୍ତର୍ଜାତୀୟ ମଇ ଦିବସ ସମାବେଶରେ ଶ୍ରମିକ କଂଗ୍ରେସର ରଣହୁଙ୍କାର
ବ୍ୟାସନଗର (ଜୟଶଙ୍କର ଦାଶ/ବିଶ୍ୱଜିତ ମାଝୀ) : ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ବ୍ୟାସନଗର ଚୋରଦା କାଳୀ ମେଳଣ ପଡ଼ିଆଠାରେ ରାଜ୍ୟ ସ୍ତରୀୟ ଅଣ-ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ବିଶାଳ ଶ୍ରମିକ ସମାବେଶ ରାଜ୍ୟ…
ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ବିଷ ପିଇଲେ ଚାଷୀ !
Baragarh/ Neel Deep : ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଗୁରୁବାର ପୂର୍ବାହ୍ନ ୧୦ଟାବେଳେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଜଣେ ଚାଷୀ ବିଷ ପିଇ ଦେଇଥିବା ଜଣାପଡ଼ିଛି। ତାଙ୍କ ନାମ ଅକ୍ରୁର ବିଶି (୫୦)। ଘର ବରଗଡ଼ ଜିଲାର ବରପାଲି ଥାନା ଅନ୍ତର୍ଗତ କନବାର ଗ୍ରାମରେ। ତାଙ୍କୁ ଗୁରୁତର…
ବିଜେଡ଼ି ଓ ବିଜେପି ୯ବର୍ଷ ଏକାଠି ଲୁଟି, ଏବେ କାଦୁଆ ଫିଙ୍ଗାରେ ବ୍ୟସ୍ତ, ଉଭୟ ଦଳ ଓଡ଼ିଶାର ଶତ୍ରୁ : ଶେଖ ମସ୍ତାନ
ଢେଙ୍କାନାଳ ଜିଲ୍ଲା କଂଗ୍ରେସ ବିଶାଳ କର୍ମୀ ସମାବେଶ
ବିଜେଡି ଓ ବିଜେପି ଓଡିଶାକୁ ରସାତଳଗାମୀ କରିଛନ୍ତି : ନବ ଦାସ
କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆମେ ଏକତ୍ରିତ ହୋଇ ବିପ୍ଲବ କରିବାର ସମୟ ଆସିଛି : କେପି
ଢେଙ୍କାନାଳ : ଢେଙ୍କାନାଳ କଂଗ୍ରେସ କର୍ମୀ ସମ୍ମିଳନୀରେ…