Sign in
Sign in
Recover your password.
A password will be e-mailed to you.
ବିକାଶ କ୍ଷେତ୍ରରେ ବାରିପଦା ପୌରପରିଷଦ ଅନ୍ୟ ପାଇଁ ଉଦାହରଣ- ଡ଼ଃ. ଅରୁଣ ସାହୁ
ବାରିପଦା(ଦିଲ୍ଲୀପ ମହାନ୍ତି )- ସହରରେ ଜନ ସଂଖ୍ୟା ଦିନକୁ ଦିନ ପେଟ ଫୁଲାଇବାରେ ଲାଗିଛି । ବର୍ତ୍ତମାନ ଜନସାଧାରଣ ଗାଁଗଣ୍ଡା ଛାଡ଼ି ସହର ମୁହାଁ ହୋଇଛନ୍ତି । ଯୁଗ ବଦଳିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଫଳରେ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସହରରେ ଭିତ୍ତିଭୂମି…
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୁଧାର ଆଣିବାକୁ ଝାମୁମୋ ପକ୍ଷରୁ ଆନ୍ଦୋଳନର ଚେତାବନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକରେ ରହିଥିବା ଶୁଳିଆପଦା, କୋଷ୍ଠ|, ବାଘଡ଼ା, ଦେଉଳି ଓ କୁଲାଦଉଣି ଆଦି ସ୍ୱାସ୍ଥକେନ୍ଦ୍ରଗୁଡ଼ିକରେ ତୁରନ୍ତ ନିୟମିତ ଡ଼ାକ୍ତରମାନଙ୍କୁ ନିଯୁକ୍ତି ଓ ଖାଲି ପଡ଼ିଥିବା ବିଭିନ୍ନ ପଦବୀକୁ ପୂରଣ କରାଯିବା, ଦେଉଳିଠାରେ ନିର୍ମିତ…
ଫୂଟବଲ ଲିଗ୍ ପଂଚମଦିନରେ, ଜମୁଛି ମ୍ୟାଚ
ବଲାଙ୍ଗିର,(ନିରୋଜ ମିଶ୍ର)- ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ବଲାଙ୍ଗିର ଫୁଟବଲ ଲିଗ ୭ ଗୋଟି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଖୋଳାନ ପଡିଆରେ ଅଡିନାନ୍ସ ଫେକ୍ଟି୍ର ବଡମାଲ ୩-୨ ଗୋଲରେ ନାରୀକଟା କୁ ହରାଇ ବିଜୟୀ ହେଲା । ଖେଳକୁ ବିନୋଦ ପ୍ରଧାନି, ଆଶିଷ ଦେବ ସା, ମୋହନ ପଧାନି ଓ…
ମୁହଁ ଲୁଚାଇ ଗାଡି ଭିତରେ ବସି ରହିଥିଲେ ଯୋଗେନ୍ଦ୍ର
ବଲାଙ୍ଗିର(ନୀରୋଜ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଏବଂ ଲୋଇସିଂହା ବ୍ଲକର ସୀମା ଅଂଚଳରେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସ୍ଥାନୀୟ ଚାଷୀ ଓ କଂଗ୍ରେସ କର୍ମୀମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ଏ ଅଂଚଳର ଚାଷୀମାନେ ମରୁଡି ଜନିତ କ୍ଷୟକ୍ଷତିର…
ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ପାଇଁସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି
ଗାଇସିଲେଟ/ଶାସକ ପ୍ରଶାସକ : ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷା ସହାୟକରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଆରସିଆଇ ରେଜିଷ୍ଟ୍ରେସନ ନକରି ଭିନ୍ନକ୍ଷମ ପିଲାମାନଙ୍କୁ ପାଠ ପଢାଉଥିବା ଶିକ୍ଷକ ପ୍ରତି କାର୍ଯ୍ୟାନୁଷ୍ଠାନ…
ଠିକାଦାରପଡା ଦୁର୍ଗାପୂଜାର ନୂତନ କର୍ମକର୍ତ୍ତା
ବଲାଙ୍ଗିର(ନିରୋଜ ମିଶ୍ର) - ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଆଡଭୋକେଟ ପ୍ରବୀଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୪୩ତମ ଦୁର୍ଗାପୁଜାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ଆଡଭୋକେଟ…
ବିଜେଡିର ଅଭିଯୋଗ : ଗୁରୁପ୍ରିୟା ସଫଳତାରେ ସହି ପାରୁନାହାନ୍ତି ନିରଞ୍ଜନ, ଆଣୁଛନ୍ତି ଅଭ୍ୟାସଗତ ମିଥ୍ୟ।ଭିଯୋଗ !
ଭୁବନେଶ୍ୱର(କୁମାର ଅଭିଶେଖ) : ଗୁରୁପ୍ରିୟା ସେତୁ ପ୍ରସଂଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ, କପଳୋକଳ୍ପିତ ଏବଂ ଅସତ୍ୟ ଉପରେ ଆଧାରିତ । ଗୁରୁପ୍ରିୟା ସେତୁ ଏକ ସଂପର୍କର ସେତୁ ଏବଂ ଏହା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ…
ସଂସ୍କାର ଭାରତୀ ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ବଲାଙ୍ଗିର/ନିରୋଜ ମିଶ୍ର : ସଂସ୍କାର ଭାରତୀ ପକ୍ଷରୁ ସ୍ଥାନୀୟ କନ୍ଧପାଲି ପଡାଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉସôବ ମହାସମାରୋହରେ ପାଳିତ ହୋଇଯାଇଛି । କନ୍ଧପାଲି ପଡା ମହିଳା କିର୍ତ୍ତନ ଦଳ ପକ୍ଷରୁ ଦିନ ସାରା ହରିବଂଶ ପାରାୟଣ ବ୍ୟାସ ଯୋଗେଶ୍ୱର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ।…
ଆନ୍ଦୋଳନ ଧମକ ଦେଲା ଓଡ଼ିଶା ରାଜ୍ୟ ପଞ୍ଚାୟତି ସମିତି ସଭ୍ୟ/ସଭ୍ୟା ମହାସଂଘ
ଭୁବନେଶ୍ୱର : ଆମେ ଆମର ବିଭିନ୍ନ ଦାବିଗୁଡ଼ିକୁ ପୂର୍ବରୁ ବହୁଥର ସରକାରଙ୍କ ପାଖରେ ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ସେ ସବୁ ବିଷୟରେ ଆଜି ପର୍ଯ୍ୟନ୍ତ ଅଣଦେଖା କରିଆସୁଛନ୍ତି । ଏଣୁ ମହାସଂଘ ତା’ର ରାଜ୍ୟ ସଭାପତି ଶରତ ଖିଲାରଙ୍କ ନେତୃତ୍ୱରେ ଆଗାମୀ ୪ତାରିଖ ମଙ୍ଗଳବାରଠାରୁ ବିଧାନସଭା …
ପଶ୍ଚିମ ଓଡିଶା ସୁନାରୀ ସମାଜର ଗୁରୁତ୍ୱପୁର୍ଣ ବୈଠକ
ବରଗଡ/ଗୌରାଙ୍ଗ ଚରଣ ଦାଶ :- ଆଜି ପଶ୍ଚିମ ଓଡ଼ିଶାର ସୁନାରୀ ସମାଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଥିଲା। ସୁନାରୀ ସମାଜର ପଶ୍ଚିମ ଓଡିଶା ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ଗଉନ୍ତିଆ ସାହୁ ଉକ୍ତ ବୈଠକକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ପରେ…