Sign in
Sign in
Recover your password.
A password will be e-mailed to you.
ଓଡିଆ ଭାଷା ବ୍ୟବହାର ନ କରୁଥବାରୁ କୈପିଂୟତ ତଲବ
ବ୍ୟାସନଗର,(ଜୟଶଙ୍କର ଦାଶ) : ରାଜ୍ୟରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ବାରମ୍ୱାର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀମାନଙ୍କୁ ଅବଗତ କରାଇଚ୍ଥନ୍ତି । ବହୁବାର ଚିଠି ଆକାରରେ ଓଡିଆ ଭାଷା…
ଉତ୍କଳ ଗୈାରବ ମଧୁସୂଦନଙ୍କ ଜୟନ୍ତୀ ପାଳିତ
ବ୍ୟାସନଗର(ଜୟଶଙ୍କର ଦାଶ) : ଯାଜପୁରରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଚ୍ଥି । ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ମାଲ୍ୟାର୍ପଣ କରିବା ସହ ଓଡିଆ ସ୍ୱାଭିମାନ ଓ…
ମୃତ ହାତୀର ଶବ ଜବତ କଲା ବନ ବିଭାଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ମୃତ ହାତୀର ଶବକୁ ଜବତ କରିଛି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ବଇଁଚା ଗ୍ରାମର ଏକ ବିଲରୁ ଏହି ମୃତ ମାଈ ହାତୀଛୁଆ ମରିପଡ଼ିଥିବାର ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ…
ବାବାବଧ ପପଙ୍ଗା ପାହାଡର ତଳେ
ରାଜ୍ୟସ୍ତରୀୟ ନାଟବାଦୀର ନବମ ସନ୍ଧ୍ୟା:
ବଲାଙ୍ଗିର(ନିରୋଜ ମିଶ୍ର) - ଯେତେବେଳେ ସଂସାରରେ ଅଧର୍ମ ବଢେ଼, ଧର୍ମର ସ୍ଥାପନ ପାଇଁ ଅବତାର ଗ୍ରହଣ କରନ୍ତି ଭଗବାନ । ହେଲେ ଧର୍ମ ନାମରେ ଯେତେବେଳେ ଅଧର୍ମର ରାଜୁତି ·ଲେ, ଗେରୁଆ ପିନ୍ଧି ପାପରୁ ଆରମ୍ଭ ହୁଏ ଜୀବନ । ନାଟ୍ୟକାର ଭଗବାନଙ୍କ ଏକାଦଶ…
ନୄସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବରେ ପାର୍ବଣ ମୁଖର ପାଇକମାଳ
ମାର୍ଜାରକେଶରୀଙ୍କ ଦିବ୍ୟ ଦର୍ଶନ ପାଇଁ ଭକ୍ତଙ୍କ ଭିଡ, ଆୟୋଜିତ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ
ପାଇକମାଳରୁ ଗୌରାଙ୍ଗ ଦାଶ /ପଦ୍ମପୁରରୁ ନୀଳ ଦୀପ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ନୄସିଂହନାଥ ଠାରେ ଶନିବାର ବୈଶାଖମେଳାର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେବା ସହ…
ବାରିପଦା ମେଡ଼ିକାଲ କଲେଜକୁ ମିଳିଲା ନାମଲେଖା ଅନୁମତି
ମୟୁରଭଞ୍ଜରେ ଖୁସିର ଲହରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ୨୦୧୯ ଶିକ୍ଷା ବର୍ଷରେ ପ୍ରଥମ ଓ ଦ୍ୱିତୀୟ ଦ୍ୱିତୀୟ ବର୍ଷ ନାମ ଲେଖା ନିମନ୍ତେ ଶେଷରେ ମିଳିଲା ସବୁଜ ସଙ୍କେତ…
କୋଇଲା ଖଣି ଶ୍ରମିକଙ୍କ ମହଙ୍ଗା ଭତା ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ରାଜ୍ୟ ବିଜେପି
•ମହଙ୍ଗା ଭତା ବଢିଲା ପରେ ଅଣକୁଶଳି ଶ୍ରମିକ ମାନେ ଏବେ ଦୈନିକ ୬୦୮ ଟଙ୍କା ପାଇବେ ।
•ଅର୍ଦ୍ଧକୁଶଳି ଶ୍ରମିକ ମାନେ ଦୈନିକ ୬୭୪ଟଙ୍କା, କୁଶଳି ଶ୍ରମିକମାନେ ଦୈନିକ ୭୩୯ ଟଙ୍କା ଏବଂ ଅତିକୁଶଳି ଶ୍ରମିକ ମାନେ ଦୈନିକ ୮୦୫ଟଙ୍କା ପାଇବେ ।
•ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କୋଇଲା…
ଇମ୍ଫା ପାଇଁ ବାହାରିଲା ବିଜେପି
ନବ ନିର୍ବାଚିତ କିଛି ସାଂସଦ ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଛନ୍ତି
କଂଗାରୁ କୋର୍ଟ ଭଳି ପରିସ୍ଥିତି ସୃଷ୍ଟି ହୋଇଛି
ଭୁବନେଶ୍ୱର(CHAKRADHAR MAJHI) : ଶେଷରେ ବିଜେପି ମୁହଁ ଖୋଲିଛି ନିଲମ୍ବିତ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରୋକ୍ଷ ମାଲିକାନା ବା ତାଙ୍କ ପରିବାରର ମାଲିକାନା…
ଓଡିଶାର ୪୦୦ଟି ଅବହେଳିତ ଗ୍ରାମକୁ ସ୍ୱୟଂ ସପୂର୍ଣ୍ଣ ଗ୍ରାମ ଭାବରେ ଘୋଷିତ କରାଯିବ
୨୯ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୟୁରଭଂଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀର ହରିପୁର ଗ୍ରାମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ
ଏହି କାର୍ଯ୍ୟକ୍ରମ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ସମସ୍ତ ଅବହେଳିତ ଗ୍ରାମରେ ପହଂଚାଯିବ…
ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି
ରାଜ୍ୟ ସରକାର କେବଳ ହୀନ ରାଜନୀତି କରୁଛନ୍ତି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର…