Sign in
Sign in
Recover your password.
A password will be e-mailed to you.
ବଜ୍ରାଘାତରେ ମୃତ୍ୟୁ
ନୟାଗଡ଼/ବିଶ୍ୱଜିତ ନାୟକ - ନୁଆଗାଁ ବ୍ଲକ ଖାଲମଡା ଗ୍ରାମର ମାଗି ଦୁହୁଡ଼ି ବୟସ-48ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛିI ସେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା
ଘୁ ଉଦୟଗିରି ତହସିଲ ବରିଷ୍ଠ କିରାଣୀଙ୍କ ଅଫିସ ଓ ଘରେ ଭିଜିଲାନସ ଚଢ଼ାଉ
ଘୁ ଉଦୟଗିରି/କନ୍ଧମାଳ (ଗଗନ କୁମାର ପ୍ରଧାନ ) : ଘୁ ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଛି | ଏଜ ସାଙ୍ଗରେ ତିନୋଟି ସ୍ଥାନରେ ଏହି ଚଢ଼ାଉ ହୋଇଥିବା ଜଣ ପଡିଛି | ତାଙ୍କ ଫୁଲବାଣୀ ସ୍ଥିତ ପୈତୃକ ବାସଭବନ , ତାଂକ…
ଟଙ୍କା ଦେଲେ ଭୂମିହୀନଙ୍କୁ ମିଳିବ ଜମି !!!!!!!
ଏନଏସି ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ
କନ୍ଧମାଳ : ଘୁ ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷଙ୍କ ନାମରେ ଭୂମି ହୀନ ହିତାଧିକାରୀ ଆଣିଲେ ଗୁରୁତର ଅଭିଯୋଗ | ଭୂମିହୀନକୁ ଜମି ଯୋଗାଇଦେବା ପାଇଁ ୫୦୦୦୦ରୁ ଲକ୍ଷେ ତାଙ୍କ ଦାବି କରିଥିବା ଅଭିଯୋଗ ଆଣିଛନ୍ତି ହିତାଧିକାରୀ | ଏ…
ODISHA TOURISM CALLS ON CREATIVE MINDS TO DESIGN ITS NEW LOGO
‘Contest for Odisha Tourism Logo’ : The winner will take away a cash prize of Rs. 1 lakh.
Bhubaneswar : Odisha is one of the most scenic state of India which is bestowed with natural beauty and rich heritage. Its architectural memoirs…
ମହରମ : ଧିରଶବ୍ଦରେ ରାତ୍ର ୧୦ଟା ପୂର୍ବରୁ ସରିବ ତାଜିଆ ଶୋଭାଯାତ୍ରା
ଭଦ୍ରକରେ ମହରମପର୍ବ ଉପଲକ୍ଷେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ
ରାସ୍ତାକୁ ପାର କରାଯାଇ ଲାଗି ପାରିବନି ତୋରଣ ବା ହୋଡ଼ିଙ୍ଗ
ସୋସିଆଲ ମିଡ଼ିଆ ଉପରେ ଲାଗିଲା କଟକଣା
ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ଭଦ୍ରକରେ ମହରମପର୍ବ ପାଳନ ଉପଲକ୍ଷେ ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ…
ଭାରତୀୟ ଅଣ୍ଡର-୧୯ ରଗବି ପ୍ରତିଯୋଗିତା: ଭାଗ ନେଲେ ଭାରତୀୟ ମହିଳା ଟିମ ସହିତ ୨୩ ରାଜ୍ୟରୁ ୩୦ ଗୋଟି ଦଳ ଓ ୧୨ ଶହ…
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦାସ୍ଥିତ ଆଇନ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ରଗବି ଫୁଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସର୍ବଭାରତୀୟ ଅଣ୍ଡର-୧୯ ରଗ୍ବି ପ୍ରତିଯୋଗିତା ଆରମ୍ଭ ହୋଇଛି । ସେପ୍ଟେମ୍ବର ୫ ବୁଧବାର…
ଭାଗବତ ଟୁଙ୍ଗି ଶିଲାନ୍ୟାସ କଲେ ପୂର୍ବତନ ମନ୍ତ୍ରୀ ।
ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଭାଗବତ ଟୁଙ୍ଗି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ(ଶିଲାନ୍ୟାସ)ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ଭେଉଁରିଆ…
ତ୍ରିପାକ୍ଷିକ ଆଲୋଚନାରୁ ମିଳିଲାନି ଫଳ:ଦାବି ପୁରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ରାଜ୍ୟ ପରିବହନ ନିଗମ କର୍ମଚାରୀ…
ପଦ୍ମପୁର/ ନୀଳ ଦୀପ -ବୁଧବାର ୪ଘଣ୍ଟା ସମୟରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ପଦ୍ମପୁର ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ଆନ୍ଦୋଳନ ପରିପେକ୍ଷୀରେ ଏକ ତ୍ରୀପାକ୍ଷିକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ପ୍ରଶାସନିକ ତରଫରୁ ଡି.ଏମ ସମ୍ବଲପୁର ରାଜେନ୍ଦ୍ର…
ଜେଲ ଗଲେ ଏମପିସି କଲେଜର କୋଟିପତି ହେଡ କ୍ଲର୍କ
ବାରିପଦା(ଦିଲ୍ଲୀପ ମହାନ୍ତି )- ଏମପିସି ସ୍ୱୟଂସାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡା (୫୬) ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ବେଳେ ସେ ବୁଧବାର ଜେଲ ଯାଇଛନ୍ତି | ବୁଧବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ…
ଆଦାନୀ ଫାଉଣ୍ଡେସନ ଦ୍ୱାରା ଗ୍ରାମ ପୁଷ୍କରିଣୀର ପଙ୍କ ଉଦ୍ଧାର
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ବିଭିନ୍ନ ପଂଚାୟତଗୁଡ଼ିକରେ ଅପରିତ୍ୟକ୍ତ ପୋଖରୀଗୁଡ଼ିକୁ ପୁନଃ ବ୍ୟବହାରଯୋଗ୍ୟ ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଦୋସିଙ୍ଗା ପଂଚାୟତର ବାଲିସାହିସ୍ଥିତ ପଂଚାୟତ ପୁଷ୍କରିଣୀକୁ ପଙ୍କ ଉଦ୍ଧାର କରାଯାଇ ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଧୁଆ ଘାଟ ନିର୍ମାଣ…