ଘୁ ଉଦୟଗିରି ତହସିଲ ବରିଷ୍ଠ କିରାଣୀଙ୍କ ଅଫିସ ଓ ଘରେ ଭିଜିଲାନସ ଚଢ଼ାଉ  

0 1

ଘୁ ଉଦୟଗିରି/କନ୍ଧମାଳ (ଗଗନ  କୁମାର  ପ୍ରଧାନ ) : ଘୁ ଉଦୟଗିରି ତହସିଲ  ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ  କାର୍ଯ୍ୟାଳୟରେ  ଭିଜିଲାନ୍ସ ଚଢ଼ାଉ ହୋଇଛି  | ଏଜ ସାଙ୍ଗରେ ତିନୋଟି ସ୍ଥାନରେ ଏହି ଚଢ଼ାଉ ହୋଇଥିବା ଜଣ ପଡିଛି | ତାଙ୍କ ଫୁଲବାଣୀ ସ୍ଥିତ   ପୈତୃକ ବାସଭବନ , ତାଂକ ସରକାରୀ ବାସଭବନ ଏକାସାଙ୍ଗରେ ଚଢ଼ାଉ  ଚାଲିଛି  | ଭିଜିଲାନ୍ସ  ଡିଏସ୍ପି ନାଗାର୍ଜୁନ ପ୍ରଧାନଙ୍କନେତ୍ତୃତ୍ଵରେ   ଇନ୍ସପେକ୍ଟର  ଟିକେନ୍ଦ୍ର  ହେମ୍ବ୍ରମଙ୍କ ସମେତ ୬ ଜଣିଆ ଦଳ  ଘୁ ଉଦୟଗିରି ତହସିଲରେ  ଚଢ଼ାଉ  ଜାରି  ରଖିଛନ୍ତି  |  

Leave A Reply

Your email address will not be published.