Sign in
Sign in
Recover your password.
A password will be e-mailed to you.
ଶିଳ୍ପାଞ୍ଚଳ : ଲୋକଙ୍କ ବିକାଶ ଶୂନ, ସାଜିଛି କାଳ
କଳିଙ୍ଗନଗର : ସାଧାରଣ ଲୋକେ ଧୂଳି ଧୂଆଁରେ ମରିବା ହେବ ସାର
ଯାଜପୁର ରୋଡ଼/ ଜୟଶଙ୍କର ଦାସଙ୍କ ରିପୋର୍ଟ : ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଂଗ ନଗର ଶିଳ୍ପାଞ୍ଚଳ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସମଗ୍ର ଏସିଆ ମହାଦେଶରେ ବୃହତ ଇସ୍ପାତ ପ୍ରକଳ୍ପ ।…
ମହାନଦୀ ପାଇଁ ମହାସଂଗ୍ରାମ, ଯୁବ-ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ
ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି
ଭୁବନେଶ୍ୱର(ଚକ୍ରଧର ମାଝିି): ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି ପ୍ରସ୍ତୁତ କରିଛି ବିଜୁ ଯୁବ-ଛାତ୍ର ଜନତାଦଳ । ଏହା ଚୂଡାନ୍ତ…
ସଂଯୋଗ ନା କର୍ମଫଳ ଭୋଗୁଛନ୍ତି ବିଜୟ !! ଗୁରୁଙ୍କ ପ୍ରତି କରିଥିଲେ ଷଡଯନ୍ତ୍ର !!!
ପୁଣି ଚର୍ଚ୍ଚାରେ ବିଜୟ ମହାପାତ୍ର : "ସାୟାହ୍ନର ସ୍ମୃତି" କହିଦେଲା ଅକୁହା କଥା
""୧୯୭୭ରେ ବିଜୟ କରିଥିବା ଷଡଯନ୍ତ୍ରର ଫଳ ମିଳିଲା ୨୦୦୦ରେ! ରାଜକିଶୋରଙ୍କ ଟିକଟ କଟିଥିଲା ପ୍ରିୟ ଶିଷ୍ୟ ବିଜୟଙ୍କ ପାଇଁ !! ବିଜୟଙ୍କ ଟିକଟ କଟି ଟିକେଟ ପାଇଲେ ଗୁରୁପୁତ୍ର ଅତନୁ ! ଏହା କାକତାଳୀୟ…
“ବିଜେପି ଦେଶବାସୀଙ୍କ ପ୍ରତି ପ୍ରବଞ୍ଚନା ଆଉ ପ୍ରତାରଣା କରିଛି”
ଆଗରୁ ବ୍ରିଟିଶର ଭାଗଭାଗ କରୁଥିଲେ, ହେଲେ ଏବେ ବିଜେପି ଦେଶକୁ ଭାଗ ଭାଗ କରୁଛି : ମାଣିକ ସରକାର
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ""ଆଗରୁ ବ୍ରିଟିସର ମାନେ ଦେଶକୁ "ଡିଭାଇଡ ଆଣ୍ଡ ରୁଲ " ମଧ୍ଯ୍ୟମାରେ ଦେଶବାସୀଙ୍କୁ ବିଭାଜିତ କରି ଶାସନ କରିଥିଲେ | ଏବେ ଏକ ସରକାର ଜାତି, ଧରମ,…
ରାଜବୋଡାସମ୍ବର ବ୍ଳକରେ ଆଜୀବିକା ଏବଂ କୌଶଳ ବିକାଶ ଦିବସ
ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲାର ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜୀବିକା ଓ କୌଶଳ ବିକାଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ…
ମହିଳା ମାନେ କେବଳ ଘରେ ବସି ରହିବାର ଯୁଗ ଶେଷ ହୋଇଚ୍ଥି :ଜିଲ୍ଲାପାଳ
ଦକ୍ଷତାର ବିକାଶ କରି ଆତ୍ମ ନିର୍ଭରଶୀଳ ହେବାକୁ ଆହ୍ୱାନ
ଯାଜପୁର/Jayshankar Dash : ଦକ୍ଷତା ହିଁ ବିକାଶ । ତେଣୁ ନିଜ ପ୍ରତିଭା ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭରଶୀଳ ହେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ…
ନିଜ ବିଫଳତା ଲୁଚାଇବାକୁ ଧର୍ମେନ୍ଦ୍ର ମାରୁଛନ୍ତି ମିଛ ଭାଷଣ : ବିଜୟ
"ତୈଳଦର ବୃଦ୍ଧିର ଯନ୍ତ୍ରଣାରେ ଲୋକ ଛଟପଟ, ହେଲେ ବାହାସ୍ପଷ୍ଟ ମାରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ "
ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ କରିସାରିଲାଣି, କାରଣ ପେଟ୍ରୋଲ ଓ ଡିଜେଲ୍ର…
ଅଙ୍ଗ ନଦୀବନ୍ଧ ଯୋଜନାକୁ ବିରୋଧ: ଇଚ୍ଛାମୃତ୍ୟୁ ଆଦେଶ ପାଇଁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି ।
ବରଗଡ଼/NILA DEEP -ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପୂଝାରୀପାଲିଠାରେ ପ୍ରସ୍ତାବିତ ଅଙ୍ଗ ନଦୀବନ୍ଧ ଯୋଜନା ତଥା ବୃହତ୍ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଅସନ୍ତୋଷ ତେଜି ଉଠିଛି। ଏହି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ଲୋକେ ବିସ୍ଥାପନ ପରିବର୍ତ୍ତେ ଇଚ୍ଛାମୃତ୍ୟୁ ପାଇଁ ଆଦେଶ ପ୍ରଦାନ…
ମେଲଛାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଜନତା
ମେଲଛାମୁଣ୍ଡା,(ନୀଳ ଦୀପ ) ପଂଚାୟତ ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନାକୁ ଜନସାଧାରଣରେ ସୂଚନା ମାଧ୍ୟମରେ ଅବଗତ କରିବା ପାଇଁ ସରକାରୀ ନିର୍ଦେଶନାମା ସ୍ପଷ୍ଟ ଥିବା ବେଳେ ମେଲଛାମୁଣ୍ଡା ପଂଚାୟତ କର୍ତୃପକ୍ଷ ପଂଚାୟତ ବାସୀଙ୍କୁ ସୂଚନା ସବୁରୁ ବଂଚିତ କରୁଥିବା ପ୍ରତିବାଦରେ…
ପଦ୍ମପୁରରେ ପୁଞ୍ଜିଲାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ତଦନ୍ତ ପାଇଁ ନିଆଗଲା ରାୟପୁର
ପଦ୍ମପୁର -ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ପାଟଣାଗଡ଼ରୁ ଆଣି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଛି। ଦାୟୀତ୍ୱରେ ଥିବା ଡ.…