ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ ଚଳିତ ମାସ ୧୭, ୧୮, ୧୯ ରେ

  ଯାଜପୁର ରୋଡ଼ ( ବିଶ୍ୱଜିତ ମାଝି) :   ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ମେ ୧୭ ରୁ ୧୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।  ସେହିପରି ମିଶନ ଇନ୍ଦ୍ରଧନୁଷର କାର୍ଯ୍ୟକ୍ରମ ମଧ୍ୟ ମେ ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ପଲ୍ସ…

କେଡେ ଅମଣିଷ ଏ ମଣିଷ ଗୁଡାକ !!!

ଜଳଛତ୍ର ମାଟି ମାଠିଆ ଭାଙ୍ଗିଦେଲେ, ଜାଗା ଉପରେ ଝାଡା ଫେରିଦେଲେ   ଗନିଅାଁପାଲି(ନୀଳ ଦୀପ ) ଅସହ୍ୟ ରୈାଦ୍ରତାପରୁ ବାଟୋଇ ମାନଙ୍କ ଶୋଷ ମେଣଂଟାଇବା ପାଇଁ ଦୀର୍ଘ ଦଶନ୍ଧିରୁ ମେଲଛାମୁଣ୍ଡା ବିଜୁ ଛକ ଠାରେ ଗ୍ରାମ ପଂଚାୟତ  ତରଫରୁ ଦିଆଯାଇଛି ଜଳଛତ୍ର । ଏପରିକି ପଂଚାୟତ ଦ୍ୱାରା ମାଟିଅମହୁଲ,…

ବାଉଁଶ ବୋଝେଇ ଟ୍ରକ ଭାଙ୍ଗିଲା ୩ ବାଇକ ଓ ଗୋଟାଏ ସାଇକେଲ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇରେ ଦେଉଳିରୁ ବାଉଁଶ ବୋଝେଇ କରି ଦୁଇଟି ଟ୍ରକ ଆସୁଥିବା ବେଳେ ରାସ୍ତାରେ ଉହଠିଥିବା କେବୁଲ ତାରରେ ଛନ୍ଦି ହୋଇଯାଇ ଥିଲା । ଫଳରେ ଟ୍ରକରୁ ସିଜି ୦୪-ଜେସି ୨୭୭୭ ନମ୍ବର…

ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ

  ବାରିପଦା(ଦିଲ୍ଲୀପ ମହାନ୍ତି )- ସାମାଜିକ ଗଣମାଧ୍ୟମ ଓ ହ୍ୱାଟସ୍ ଆପ୍ପ୍ ମାଧ୍ୟମରେ ଯୋଡ଼ି ହେବେ ବିଜେଡ଼ିର କର୍ମୀ । ଦଳୀୟ ବିଭିନ୍ନ କାର୍ଯ୍ୟକ୍ରମ ସହିତ ସରକାରୀ ଯୋଜନା, ଭବିଷ୍ୟତର ରଣନୀତି ଓ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମାନ୍ତରଭାବେ…

ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ସମସ୍ୟା ନେଇ ଓଡିଆ ଜାଗରଣ ମଞ୍ଚର ଦାବିପତ୍ର 

  ବାରିପଦା(ଦିଲ୍ଲୀପ ମହାନ୍ତି) -ମୟୂରଭଞ୍ଜ ଜିଲ୍ଲାରେ ଓଡିଆ ଭାଷା- ସାହିତ୍ୟ, କଳା –ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନିମନ୍ତେ ୨୦୦୫ ମସିହା ଠାରୁ କାର୍ଯ୍ୟକରି ଆସୁଥିବା ଓଡିଆ ଜାଗରଣ ମଞ୍ଚ ପକ୍ଷରୁ ଆଜି ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ବାରିପଦାଠାରେ ଓଡିଆ ଭାଷା…

ସ୍ୱାସ୍ଥ୍ୟମନ୍ତ୍ରୀ ଟିକେ ଧ୍ୟାନ ଦେବେ କି ???

ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲରେ ରୋଗୀ ସେବାରେ ଅବହେଳା  ବାରିପଦା(ଦିଲ୍ଲୀପ ମହାନ୍ତି )- ଗୋଟାଏ ପକ୍ଷରେ ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ  ପ୍ରତାପ ଜେନା ସୁଲଭ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସରକାର ଗୁରୁତ୍ୱାରୋପ ଦେଉଥିବାର ଡିଣ୍ଡିମ ବାଡେ଼ଇ ଚାଲିଥିବା ବେଳେ ଅନ୍ୟ…

ସଠିକ ମୂଲ୍ୟ ସହ ଚାଷୀ ସୁବିଧାରେ ଧାନ ବିକିବା ନିଶ୍ଚିତ କର : ଜିଲ୍ଲାପାଳ 

 ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ  ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଜିଲ୍ଲା ସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି…

ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ : ଜିଲ୍ଲାପାଳ 

ବିଜୁ ଯୁବ ବାହିନୀର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ । ବ୍ୟାସନଗର/ବିଶ୍ୱଜିତ ମାଝୀ :ସାମାଜିକ ସୁରକ୍ଷା, ନିରାପତ୍ତା, ସରକାରୀ ଯୋଜନାର ସାର୍ବଜନୀନକରଣ ଓ ଯୁବ ସମ୍ୱଳର ସମୃଦ୍ଧି ବିଜୁ ଯୁବ ବାହିନୀ ଗଠନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି । …

 ଯାଜପୁର ଜିଲ୍ଲା ଖରିଫ ଚାଷ ନିତୀ ନିର୍ଦ୍ଧାରଣ କମିଟି ବୈଠକ

ଯାଜପୁର(ଜୟଶଙ୍କର ଦାଶ ) : କୃଷକ ମାନଙ୍କ ପାଇଁ ସରକାର ବିଭିନ୍ନ ସହାୟତା ବ୍ୟବସ୍ଥା ସହ ଡି.ବି.ଟି. ମାଧ୍ୟମରେ ସେମାନଙ୍କ ପାସ୍ ବୁକରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଚ୍ଥନ୍ତି । ଏ ସଂପର୍କରେ ସେମାନଙ୍କୁ ବ୍ୟାପକ ସଚେତନ କରାଇ ନାମ ପଞ୍ଜିକୃତ ସହ ଆଧାର ସଂଯୁକ୍ତ କରିବାକୁ ଜିଲ୍ଲାପାଳ ରଂଜନ…