ଭିଜିଲାନ୍ସ ଜାଲରେ ପୁଣି  ଜଳ ସେଚନ ବିଭାଗର ଦୁଇ ସରକାରୀ ଯନ୍ତ୍ରୀ ।

  ବରଗଡ: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ । ବରଗଡ ଟାଉନଥାନା ଅଞ୍ଚଳରେ ଥିବା ଦୁଇ ଜଣ ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀଙ୍କ ଘରେ ଚଢଉ ହୋଇଥିବା ବେଳେ ରେଙ୍ଗାଲିି କ୍ୟାମ୍ପ ଜଳ ସେଚନ ବିଭାଗର…

ଓଡିଶା ରାଜନୀତିର ଗୁମର କଥା : ଗୁରୁ ଦ୍ରୋହ ଦଶା ଭୋଗୁଛନ୍ତି ବିଜୟ ! ଗୋଟିଏ ଗୁଳିରେ କରିଥିଲେ ତିନି ଶିକାର

୩୧ବର୍ଷ ପରେ ପଲଟିଲା  ଓଡିଶା ରାଜନୀତି ଇତିହାସ  କେବେ ନାଆ ଉପରେ ଗାଡି, କେବେ ଗାଡି ଉପରେ ନାଆ  ଭୁବନେଶ୍ୱର : ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ତଥା ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ଦୀର୍ଘଦିନର ନୀରବତା ଭାଙ୍ଗି ୩୧ବର୍ଷ ତଳେ ହୋଇଥିବା ଏକ ରାଜନୈତିକ ଷଡଯନ୍ତ୍ରର…

ମରୁଡ଼ି ସହାୟତା ଆଶାରେ ପରିଣତ ବୟସରେ ଜିଲାପାଳଙ୍କୁ ଫେରାଦ ।

ନ୍ୟାୟ ଦେବାପାଇଁ ସମ୍ବେଦଶୀଳ ହେଉ ପ୍ରଶାସନ ବରଗଡ଼/Nila Deep -ପରିଣତ ବୟସରେ ଉପନୀତ ହେଲେଣି। ଚଲାବୁଲା ଠିକ୍‌ଭାବେ କରିପାରୁ ନାହାନ୍ତି। ମାତ୍ର ତାଙ୍କୁ ଏବେ ମଧ୍ୟ ପରିବାର ଗୁଜୁରାଣ ଚିନ୍ତା ଘାରୁଛି। ଏହି କ୍ରମରେ ଗତ ଖରିଫ ମରୁଡ଼ି ସହାୟତାରୁ ବଞ୍ଚିତ ବରଗଡ଼ ବ୍ଲକ ଶସ୍ତୁପାଲି ଗ୍ରାମର…

ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳରେ ଜଳ ନିଷ୍କାସନ ସମସ୍ୟା

ସମାଧାନ ନିମନ୍ତେ ସମୀକ୍ଷା ବୈଠକ ନେଲେ ଭୁବନେଶ୍ୱର ଉତ୍ତର ବିଧାୟକ      ଭୁବନେଶ୍ୱର(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ  ୪ ନମ୍ବର ୱାର୍ଡର କୁଆଖାଇ ନଦୀ ଓ ପୁରୀ ମୁଖ୍ୟକେନାଲ, ପୁରୀ ମୁଖ୍ୟକେନାଲ ଓ ଜାତୀୟ ରାଜପଥ, ଜାତୀୟ…

ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର,(ଚକ୍ରଧର ମାଝୀ  : ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟସଭାର…

ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ସମାରୋହ

ଭୁବନେଶ୍ୱର: ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ‘ଡିଭାଇନ୍ ଏବୋଡ୍’ର ଉଦ୍ଘାଟନ ହେବା ସହିତ ଉଚ୍ଚ ମାଧ୍ୟମିକ ବ୍ଲକ୍ ପାଇଁ ଶିଳାନ୍ୟାସ ସ୍ଥାପନା କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାଶ…

ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଶୁଭାରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଦାସର୍ବଦା ଶାସନର ପୁରୋଭାଗରେ ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ଐତିହାସିକ ଆଇନର ଅନୁମୋଦନ ଲାଭ କରିବାର ୭ ମାସ…

କୁଡ଼ୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡ଼ାକରା ସଫଳ

  ବାରିପଦା((ଦିଲ୍ଲୀପ ମହାନ୍ତି )- କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ଦାବିରେ ମଇ ୭ରେ ଛଅ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ ହୋଇଛି । ଜିଲ୍ଲା ସହିତ ସଦର ମହକୁମା ବାରିପଦା ସହରରେ ଜରୁରୀ ସେବାକୁ ବାଦ ଦେଇ ଗମନାଗମନ, ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ…

ଆଞ୍ଚଳିକ କୄଷକ ଶ୍ରମିକ ସଙ୍ଘ ଘେରିଲେ  ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

 ଆମରଣ ଅନଶନ ଓ ଗଣଧାରଣା  ପଦ୍ମପୁର/ନୀଳ ଦୀପ  -ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ପ୍ରତିବର୍ଷ ମରୁଡି ପରିସ୍ଥିତି ଯୋଗୁଁ ହଜାର ହଜାର ଚାଷୀ ଜିବୀକା ପାଇଁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାର୍ଯ୍ୟ କରିବାକୁ ଚାଲିଯାଉଛନ୍ତି ।କୄଷି ୠଣ ଭାର ପରିଷୋଦ କରିନପାରି ଆତ୍ମହତ୍ୟାର…

ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ମୟୂରଭଞ୍ଜ ଜିଲ୍ଲାରେ ପାଶ ହାର ୬୫.୭୬ପ୍ରତିଶତ ।

  ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୮ର ଫଳ ମଇ ୦୭ ସୋମବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ  ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ…