ବଜ୍ରାଘାତରେ ମୃତ୍ୟୁ On Sep 6, 2018 8 Share ନୟାଗଡ଼/ବିଶ୍ୱଜିତ ନାୟକ – ନୁଆଗାଁ ବ୍ଲକ ଖାଲମଡା ଗ୍ରାମର ମାଗି ଦୁହୁଡ଼ି ବୟସ-48ଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଜଣା ପଡିଛିI ସେ ବିଲକୁ କାମ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା 8 Share FacebookTwitterGoogle+ReddItWhatsAppPinterestEmail