Sign in
Sign in
Recover your password.
A password will be e-mailed to you.
ଯାଜପୁର ଜିଲ୍ଲା ଖରିଫ ଚାଷ ନିତୀ ନିର୍ଦ୍ଧାରଣ କମିଟି ବୈଠକ
ଯାଜପୁର(ଜୟଶଙ୍କର ଦାଶ ) : କୃଷକ ମାନଙ୍କ ପାଇଁ ସରକାର ବିଭିନ୍ନ ସହାୟତା ବ୍ୟବସ୍ଥା ସହ ଡି.ବି.ଟି. ମାଧ୍ୟମରେ ସେମାନଙ୍କ ପାସ୍ ବୁକରେ ଅର୍ଥ ପ୍ରଦାନର ବ୍ୟବସ୍ଥା କରିଚ୍ଥନ୍ତି । ଏ ସଂପର୍କରେ ସେମାନଙ୍କୁ ବ୍ୟାପକ ସଚେତନ କରାଇ ନାମ ପଞ୍ଜିକୃତ ସହ ଆଧାର ସଂଯୁକ୍ତ କରିବାକୁ ଜିଲ୍ଲାପାଳ ରଂଜନ…
ଯେ କୈାଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
ଯାଜପୁର,(JAYASHANKAR DASH) :ବିପର୍ଯ୍ୟୟ ପ୍ରାକୃତିକ ହେଊ କିମ୍ୱା ମନୁଷ୍ୟକୃତ ଏହା ମାନବ ସମାଜର ପ୍ରଭୁତ କ୍ଷତି ସାଧନ କରିଥାଏ । ତେଣୁ ଆମ ସମସ୍ତଙ୍କର ଉଦ୍ୟମ ଓ ପ୍ରସ୍ତୁତି ଏଭଳି ହେବା ଉଚିତ, ଯେପରିକି ତାହା ଧନ, ଜୀବନ ଓ ସମ୍ପଦର ସୁରକ୍ଷା କରିପାରିବ ବୋଲି ଜିଲ୍ଲାପାଳ ରଂଜନ…
ଯାଜପୁର ଅତିରିକ୍ତ ଜିଲାପାଳ ଦାୟିତ୍ୱ ହସ୍ତାନ୍ତର କଲେ
ଯାଜପୁର(JAYASHANKAR dASH) ଯାଜପୁର ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଳଙ୍କୁ ବୁଧବାର ଦିନ ସର୍କିଟ ହାଉସ୍ ଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ…
ପାଇଖାନା ହୋଇପାରିଲାନି , ୨ ଯନ୍ତ୍ରୀ ନିଲମ୍ୱିତ ।
ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ଦିଆଯାଊଚ୍ଥି । ଜିଲ୍ଲା…
ଗୁପ୍ତାଙ୍ଗର ଅଣ୍ଡକୋଷ କାଟି ଦେଲେ ଦୁର୍ବୃତ୍ତ ।
ବରଗଡ଼-ବରଗଡ଼ ସଦର ଥାନା ଅନ୍ତର୍ଗତ ନିଲେଶ୍ୱର ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗ୍ରାମର ଅଶୋକ ବାରିକ(୪୦) ନାମକ ଜଣେ ଅବିବାହିତ ଯୁବକଙ୍କ ଅଣ୍ଡକୋଷ (ଗୁପ୍ତାଙ୍ଗ)କୁ କାଟି ଦେଇଛନ୍ତି। ପାରିବାରିକ ବିବାଦରୁ ଏଭଳି କାଣ୍ଡ…
ନରସିଂହଙ୍କୁ ଶିଶୁପାଳ କଲେ କଳିକେଶ !!!!
ବିଜୁ ସେତୁ ଭୂମିପୂଜା ନେଇ ବଲାଙ୍ଗୀର ରାଜନୀତି ଗରମ
ବଲାଙ୍ଗୀର (ନିରୋଜ ମିଶ୍ର) ପଶ୍ଚିମ ଓଡିଶା ତତଲା କଡେଇ ପରି ଫୁଟୁଥିବା ବେଳେ ଏଥିରେ ଅଧିକ ଉସ୍ମତା ଭାରି ଦେଇଛି ବିଜୁ ସେତୁ ରାଜନୀତି | ଗୁରୁବାର ଦିନ ଵିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜୁ ସେତୁ " ର ଶୁଭ…
ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ : ନେସ୍କୋ ସାଜିଛି ବାରିପଦାର ହୋୟାଂହୋ
ଯିଏ ଯାହା କହୁ ମୋର ଢେ଼ା , ଘନ ଘନ ବିଦୁ୍ୟତ୍ କାଟ ଚାଲି ଥାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଯିଏ ଯାହା କହୁ ମୋର ଢେ଼ା, ବିଦୁ୍ୟତ୍ କାଟ ଚାଲିଥାଉ ନ୍ୟାୟରେ ଆଜି ପୂର୍ବାହ୍ନରୁ ଅପରାହ୍ନ ୪.୪୦ ମିନିଟ ପର୍ଯ୍ୟନ୍ତ ପ୍ରଥମେ ପ୍ରତ୍ୟେକ ୧୦/୧୫ ମିନିଟ ବ୍ୟବଧାନରେ ଥରେ,…
‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଜିଲ୍ଲାପାଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳି ଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ରହିଛି । ଏଥି ନିମନ୍ତେ ୨୦୧୭ ପବିତ୍ର ଶିଶୁ…
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର କଡ଼ା ଜବାବ ଦିଆଯିବ : ପିସିସି ସଭାପତି
ପଣ୍ଡାପଡ଼ାରେ କୁଡ଼ୁମୀ ସମ୍ପ୍ରଦାୟର ସମସ୍ୟା ନେଇ ବିଶାଳ ସମାବେଶ
ଯଶୀପୁର : କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ । ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ…
ଲୋକଂକୁ ପିଇବାକୁ ପାଣି ମିଳୁନି, ସରକାର ଲାହିରେ ତେଲ ଦେଇ ସୋଇଛନ୍ତି
ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ଇଏ କି ଉଦାସୀନତା !
ପଦ୍ମପୁରବାସୀଙ୍କ ପ୍ରଶ୍ନ : ନାଗେନ ଦର୍ହାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ କେବେ?
ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପଦ୍ମପୁର ସହରାଞ୍ଚଳକୁ ଜଳ ଯୋଗାଣ କ୍ଷେତ୍ରରେ ପ୍ରାୟତଃ ସବୁବେଳେ ଅବହେଳା କରାଯାଉଛି । ୨୫ ହଜାର ଜନସଂଖ୍ୟା…