Sign in
Sign in
Recover your password.
A password will be e-mailed to you.
୮ ତାରିଖକୁ କଳା ଦିବସ ଭାବେ ପାଳିବ କଂଗ୍ରେସ
ଭୁୁବନେଶ୍ୱର- କେନ୍ଦ୍ରରେ ଏନ୍.ଡି.ଏ. ସରକାରର ନେତୃତ୍ୱ ନେଉଥିବା ନରେନ୍ଦ୍ର ମୋଦି ନିଜର ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଶିଳ୍ପପତି ଓ ଧନୀକ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗତବର୍ଷ ନଭେମ୍ବର ୮ ତାରିଖରେ କରିଥିବା ବିମୁଦ୍ରୀକରଣ ନୋଟବନ୍ଦୀକୁ ଏକ ବର୍ଷ ପୂର୍ଣ୍ଣ ହେବାକୁ…
ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି, ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ
ନୂଆଦିଲ୍ଲୀ : ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଭିତରକୁ ଅନାବଶ୍ୟକ ଭାବେ ଟାଣିହୋଇ ଯାଇଥିବା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ଆଶ୍ୱସ୍ତି ମିଳୁଛି । ଓଏନଜିସିର ସ୍ୱତନ୍ତ୍ର ନିର୍ଦେଶକ ନିଯୁକ୍ତି ମାମଲାରେ ଦିଲ୍ଲୀ ହାଇକୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା…
ପୂର୍ବରୁ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରୁଥିବା ବିଜେପି ନେତା କାହିଁକି ଚୁପ୍
ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କଲା କଂଗ୍ରେସ
ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ବିରୋଧ କରି ବିଜେପି ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା । ମୋଦି ନେତୃତ୍ୱାଧୀନ ସରକାରରେ ୧୬ ମାସରେ ୧୯ଥର ଏଲପିଜି ସିଲିଣ୍ଡରର ମୂଲ୍ୟ…
୯୯ ପ୍ରତିଶତ ଅର୍ଥ ବ୍ୟାଙ୍କକୁ ଫେରି ଆସିବାକୁ ବିରୋଧୀ ବିମୁଦ୍ରୀକରଣର ବିଫଳତା କହିବା ଭୁଲ : ଧର୍ମେନ୍ଦ୍ର ପ୍ରଧାନ
ଚାଷୀ ଆତ୍ମହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ନ ନେଇ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ସରକାର ଭ୍ରଷ୍ଟ, ଅପାରଗ, ଦୁର୍ନୀତିଗ୍ରସ୍ତ ହେବା ସହ ଚାଷୀ ହତ୍ୟାକାରୀ ସରକାର
ନଭେମ୍ବର ୮ରେ କଳାଧନ ବିରୋଧ ଦିବସ ପାଳିବ ବିଜେପି
ଭୁୁବନେଶ୍ୱର – ଚାଷୀତ୍ତ…
ଧର୍ମେନ୍ଦ୍ର ବୁଝିବା ଦରକାର, ବାହାସ୍ଫୋଟରେ ଚାଷୀଙ୍କ ଦୁର୍ଦ୍ଧଶା ସମାଧାନ ହେବନି
ଚାଷୀ ମୃତୁ୍ୟ ନିରାକରଣ ପାଇଁ କେନ୍ଦ୍ରର ନୀତି କ’ଣ : ପ୍ରତାପ
ଭୁବନେଶ୍ୱର,: ଅସହାୟ ଚାଷୀମାନଙ୍କୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରିନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ରାଜନୈତିକ ଉଦେ୍ଧଶ୍ୟରେ ରାଜ୍ୟ…
ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୦ତମ ଶ୍ରାଦ୍ଧଦିବସ
ଭୁବନେଶ୍ୱର, ବିଧାସଭା ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିଦ୍ୱାନ, ସମାଜସଂସ୍କାରକ, ବ୍ୟବସ୍ଥାପକ ଓ ପୂର୍ବତନ ବାଚସ୍ପତି ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୦ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ, ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଗ୍ରାମ୍ୟ ଉନ୍ନୟନ,…
ଲୁଲୁବାବୁ ଥିଲେ ଝଡର ଇଗଲ : ପ୍ରସାଦ
ଭୁବନେଶ୍ୱର - ଏକଦା ପ୍ରବାଦ ପୁରୁଷ ତଥା ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ବିୟୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବାଗ୍ମୀ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ଝଡର ଇଗଲ ବୋଲି ଅଭିହିତ କରିଥିଲେ । ଆଉ ସଥିରୁ ପ୍ରମାଣିତ ହୋଇଥିଲା ସ୍ବର୍ଗତ ବିଜୁ ବାବୁଙ୍କ…
ଦୁର୍ନତି ବିରୋଧରେ ଶପଥ ପାଠ କରାଇଲେ ଜିଲ୍ଲାପାଳ
ରାୟଗଡାରୁ ସରୋଜ ସାହୁ : ରାୟଗଡା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ ଗୁହା ପୂନମ ତାପସ କୁମାର ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ…
ବରାହନାଥ ପୀଠରେ ମୁରୁଜ ପ୍ରତିଯୋଗୀତା
ନେମାଳ: ଜନାର୍ଦ୍ଦନପୁର ପଂଚାୟତ ମାରଡ଼ା ଗ୍ରାମରେ ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ସର୍ବ ପୁରାତନ ବରାହନାଥ ମନ୍ଦିର ପ୍ରାଙ୍ଗଣରେ ୭ ଦିନ ଧରି ଭାଗବତ ପରାୟଣ, ଭଜନ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଝିଅ ମାନଙ୍କୁ ନେଇ ଏକ ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।…