କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ On Sep 29, 2018 6 Share କୁଚିଣ୍ଡା/ ଶାନ୍ତନୁ ବେହେରା ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ। 6 Share FacebookTwitterGoogle+ReddItWhatsAppPinterestEmail