Sign in
Sign in
Recover your password.
A password will be e-mailed to you.
ଅଙ୍ଗଡ଼ବାଡି ଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ବେହେରା ପଡାବାସୀ
ଆଉ ଅନ୍ୟ ବିକାଶ କଥା ପଛରେ ସରକାର ହଜୂର ?????
ଝାରବନ୍ଧରୁ ଗୌରାଙ୍ଗ ଦାଶ- ଶିଶୁ ମାନଙ୍କ ବିକାଶ ପାଇଁ ସରକାର ବାହାର କରୁଛନ୍ତି ଅନେକ ଯୋଜନା । କୋମଳମତି ଶିଶୁ ଶାରୀରିକ,ମାନସିକ ବିକାଶ କିପରି ହେବ ସେଥିପାଇଁ ସରକାର ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ ସୃଷ୍ଟି କରୁଛନ୍ତି। ଶିଶୁର…
ଅତୀତର ଅଭୁଲା ସ୍ମୃତିକୁ ରୋମନ୍ଥନ କଲେ ପୁରୁଣା ଛାତ୍ର
ଟାଉନ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ।
ପଦ୍ମପୁର/Nila Deep -ପଦ୍ମପୁର ସହରର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା "ମୋ ସ୍କୁଲ ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ତରଣୀସେନ ସାହୁଙ୍କ…
ଫ୍ୟାନରୁ କରେଣ୍ଟ ଲାଗି ଦୁଇ ସମ୍ପର୍କୀୟ ଭଉଣୀ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅନ୍ତର୍ଗତ ଚଢେ଼ଇକଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ରାମେଶ୍ୱର ସୋରେନଙ୍କ ଝିଅ ସିଲି ସୋରେନ(୫) ଓ ବିଶ୍ୱ ନାଥ ସୋରେନଙ୍କ ଝିଅ ରାଜଲକ୍ଷ୍ମୀ ସୋରେନ(୬) ଦୁଇ ସମ୍ପର୍କୀୟ ଭଉଣୀ ଘରେ ଖେଳୁଥିବା…
ମହିଳାଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଏକ ବର୍ଷ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ପ୍ରମୋଦ କୁମାର ଜେନା ଆଜି ଜନୈକ ମହିଳାଙ୍କୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ା ଅସ୍ତିଆ ଗ୍ରାମର ପୁନ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଆଇପିସି ୩୨୩ ଅନୁସାରେ ଏକ ବର୍ଷ…
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ସରପଞ୍ଚ ଓ ସମିତି ସଭ୍ୟା ବିଜେଡିରେ ମିଶିଲେ
ଭୁବନେଶ୍ୱର,୧୩/୬/୨୦୧୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରଳାଖେମୁଣ୍ଡି ବ୍ଲକର ଲାବଣ୍ୟଗଡ଼ ପଞ୍ଚାୟତ ସରପଞ୍ଚ ପୂଣ୍ୟବତୀ ଚୌଧୁରୀ, କାଶୀନଗର ବ୍ଲକ ବୁଦୁରା ସରପଞ୍ଚ…
ଗୋରୁଚାଲାଣ ବେଳେ ୩ ଗିରଫ୍ , ୧୦ ଗୋରୁ ଉଦ୍ଧାର
ବୌଦ୍ଧ (ସିମୁନ୍ ନାଏକ) ; ବୁଧବାର ଦିନ ସକାଳ ୧୧ ଟା ବେଳେ ପୁରୁଣାକଟକ ପୋଲିସ୍ ଗୋଟିଏ ଗୋରୁ ବୋଝେଇ ଗାଡି ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ପୁରୁଣାକଟକ ପୋଲିସ୍ ଗୋରୁ ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ନିଳମାଧବ କହଁର ଙ୍କ ନେତୃତ୍ୱରେ…
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କ୍ଷେତ୍ର ପରିଦର୍ଶନ କଲେ ମହାପ୍ରବନ୍ଧକ ଉମେଶ ସିଂ
ଅକ୍ଟୋବର ସୁଦ୍ଧା ବଲାଙ୍ଗୀର ଆଡୁ ଭୈଁସାପାଲିକୁ ଟ୍ରେନ୍ ଚାଲିବ
Bolangir/ ନିରୋଜ ମିଶ୍ର : ଖୋର୍ଦ୍ଧା-ବଲାଙ୍ଗୀର ବହୁପ୍ରତୀକ୍ଷିତ ରେଳପଥ କାର୍ଯ୍ୟ ଅଗ୍ରଗତି ନେଇ ମଙ୍ଗଳବାର ପୂର୍ବତଟ ରେଲୱେ ମହାପ୍ରବନ୍ଧକ (ଜିଏମ୍) ଉମେଶ ସିଂ ନୟାଗଡରୁ ବଲାଙ୍ଗୀର ପର୍ଯ୍ୟନ୍ତ…
ବୌଦ୍ଧ ଜିଲ୍ଲାରେ ମିଳୁନି ଧାନବିହନ, ଚାଷିଙ୍କୁ ଶୋଷଣ କରୁଛି ପ୍ରଶାସନ
ବିହନ ବିକ୍ରିର ମାସେ ନପୁରୁଣୁ ବିହନ ମରୁଡି, ଧାନବିହନର କଳାବଜାରି
ବୌଦ୍ଧ (ସିମୁନ୍ ନାଏକ) ; ସରକାର କୃଷି କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଂଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଠିକ୍ ଭାବରେ ସାମାନ୍ୟ ଧାନ ବିହନ ଯୋଗାଇ ପାରୁନଥିବା ଭଳି ନଜିର ଦେଖିବାକୁ…
ଖୁଣ୍ଟପାଲି ରେ ଷୋହଳ ପ୍ରହରୀ ନାମଯଜ୍ଞ ।
ଗାଇସିଲାଟ/ NIla Deep : ଗାଇସିଲାଟ ବ୍ଳକ ଖୁଣ୍ଟପାଲି ଗ୍ରାମରେ ବିଶ୍ବ ଶାନ୍ତି ପାଇଁ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯଜ୍ଞ କର୍ତ୍ତା ମୁଖ୍ୟ ୰ ସନ୍ତୋଷ ବରିହାଙ୍କ ସୁପୁତ୍ର ଦେବାଶିଷ ବରିହା ଓ ଉପ କର୍ତ୍ତା ନିରଞନ ଓ ତାଙ୍କ ସହ ଧର୍ମିଣୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ…