ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ

ପାରମ୍ପରିକ ପାରାଦୀପର କଳିଙ୍ଗ ବାଲିଯାତ୍ରା ମହୋତ୍ସବ   ପାରାଦୀପ ତା୦୩/୧୧ ବୋଇତ ବନ୍ଦାଣ ଓ ବାଲିଯାତ୍ରା କଳିଙ୍ଗ ଜାତିର ପ୍ରାଚୀନ  ଐତିହ୍ୟ ଓ ପରମ୍ପରାର ସ୍ମୃତିଚାରଣ କରେ । ଏହି  ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପାରାଦୀପର ବିଜୁ ମଇଦାନଠାରେ ନଭେମ୍ବର…

ପାରାଦୀପରେ ବନ୍ଦର ଦିବସ ଓ ବୋଇତ ବନ୍ଦାଣ 

  ପାରାଦୀପ : ପାରାଦୀପ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର କାର୍ତ୍ତୀକ ପୂର୍ଣ୍ଣିମା ଅବସରରେ ଆଜି ବନ୍ଦର ତରଫରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉସôବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋତାଶ୍ରୟ ମଧ୍ୟରେ…

ବୋଇତ ବନ୍ଦାଣ ସାଙ୍ଗକୁ  ସାମୂହିକ ପ୍ରସାଦ ସେବନ

  ବାଲେଶ୍ୱର,କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମଗ୍ର ରାଜ୍ୟରେ ବୋଇତ ବନ୍ଦାଣ ତଥା ଡଙ୍ଗା ଭସାଣ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜାର୍ଚ୍ଚନା ଓ ଦାନଧର୍ମ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଦେଖାଯାଇଛି । ସହରର ହେମକପଦା ମଣ୍ଡଳବଗିଚା ଠାରେ ଏକ ବିଶାଳ ପୋ୍ଖରୀରେ ଭୋର ୪ଟାରୁ…

ଭେଣ୍ଟିଲେଟରରେ   ପୂର୍ବତନ ହୋମଗାର୍ଡ ଡିଜି  ବିନୟ ବେହେରା

  ଭୁବନେଶ୍ୱର :ଭାରତୀୟ ପୋଲିସ ସେବାର ଜଣେ ଦକ୍ଷ ତଥା ଟାଣୁଆ ଆଇପିଏସ ଅଫିସର ପୂର୍ବତନ ହୋମଗାର୍ଡ ଡିଜି ବିନୟ ବେହେରା ଏବେ ଲାଇଫ ସପୋର୍ଟ ସିଷ୍ଟମରେ  ।  ହଠାତ୍ ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ କେୟାର ହସ୍ପଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏବେ ଭେଣ୍ଟିଲେଟରରେ …

ବିପର୍ଯ୍ୟୟ ମୁକାବିଳା ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

  ନେମାଳରୁ ଅକ୍ଷୟ ଦାଶ : ମୁଣ୍ଡୁଳି ସ୍ଥିତ ୩ୟ ବାଟାଲିଅମ୍ ଆନୁକୂଲ୍ୟରେ ଏରସମାର ଗଡ଼ହରିଶପୁର ପଂଚାୟତରେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରାକୃତିକ ବିପର୍ଯ୍ୟୟର ତୁରନ୍ତ ମୁକାବିଲା ନିମନ୍ତେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଗତ ବୁଧବାର ଦିନ ଏହି କାର୍ଯ୍ୟକ୍ରମରେ…

କୁରାଳ ; ଉଜୁଡା ଧାନ ଖେତରେ ଲାଗିଲା ନିଆଁ

   ଓଡଗାଁରୁ ସାରସ କୁମାର ମିଶ୍ର  : ଓଡଗାଁ ଅନ୍ତର୍ଗତ କୁରାଳ ପଂଚାୟତ କୁରାଳ ଗ୍ରାମର ଚାଷୀ ମାନେ ଉଜୁଡି ଯାଇଥିବା ଧାନ ଖେତ ସମନ୍ଧରେ ପ୍ରଶାସନର ଦ୍ୱାରସ୍ଥ ହୋଇ କୈାଣସି ସହେଯାଗ ନପାଇବା କାରଣରୁ ନୀରବ ପ୍ରତିବାଦ କରିବାକୁ ଯାଇ ନିଜେ ନିଜ ଉଜୁଡା ଧାନ ଖେତରେ ନିଆଁ ଲଗାଇ ଥିବା ଘଟଣା ବୁଡି…

କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଗଣାଧାରଣା ଦ୍ୱିତୀୟ ଦିନରେ : ସେପଟେ  ସରକାରଙ୍କୁ ଜବାବ୍ ମାଗିଲେ…

  କୁନ୍ଦୁଲି ଗଣବଲାତ୍କାର ଘଟଣାରେ ଏସଓଜି ଯବାନଙ୍କ ହାତ : ବିଜେଡି  ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ  : କଂଗ୍ରେସ  ବିଷ୍ଣୁଙ୍କ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ : ବିଜେପି    ଭୁବନେଶ୍ୱର// manasi mishra/chakradhar majhi : କୋରାପୁଟ ଜିଲ୍ଲାର କୁନ୍ଦୁଲି…

ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବେ ବାଚସ୍ପତି 

  ଭୁବନେଶ୍ୱର : ବାଂଲାଦେଶର ଢାକାଠାରେ ହେବାକୁ  ଥିବା  ୬୩ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ପ୍ରଦିପ କୁମାର ଅମାତ କାଲକାତା ଗସ୍ତ କରିଛନ୍ତିା କୋଲକାତାଠାରୁ ସେ ଢାକା ଅଭିମୁଖେ ଯାତ୍ରା କରିବୋ ଢାକାରେ ନଭେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ…

ଗ୍ୟାସ୍‍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ମହିଳା ବିଜେଡି: କୁମ୍ଭୀର କାନ୍ଦଣା – ବିଜେପି

 ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାର ପ୍ରତିମାସରେ ୪ଟଙ୍କା ଲେଖାଏଁ ଗ୍ୟାସ ଦର ବଢାଇବା ପାଇଁ ରାଷ୍ଟ୍ରାୟତ ତେଲ କମ୍ପାନୀଗୁଡିକୁ ନିର୍ଦ୍ଦେଶ  ଦେଇଥିଲେ  । ୨୦୧୮ ମାର୍ଚ୍ଚ ସୁଦ୍ଧା  ଗ୍ୟାସ ସବସିଡି ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି  ନେଇଥିବା ଖୋଦ…