କେନ୍ଦ୍ରମନ୍ତ୍ରୀ ମେଡିକାଲ ଆସିଲେ, ହେଲେ  ମୁଖ୍ୟ ଫାଟକରୁ ଚାଲିଗଲେ 

0

 ଘୁ ଉଦୟଗିରି/ଗଗନ ପ୍ରଧାନ :  ଘୁ ଉଦୟଗିରି ସିଏଚସି ଗେଟକୁ  ଆସିଲେ କିନ୍ତୁ ମେଡିକାଲ  ଭିତରକୁ  ପ୍ରବେଶ କଲେନାହିଁ  କି  ମେଡ଼ିକାଲର ଦୁର୍ଦ୍ଦଶା କି ରୋଗୀଙ୍କ ଦୁଃଖ ବୁଝିବାକୁ ବା ରୋଗୀଙ୍କୁ  ସାକ୍ଷାତ କଲେନାହିଁ  କେନ୍ଦ୍ର ମନ୍ତ୍ରୀ  ଜୁଏଲ  ଓରାମ | କେବଳ ସ୍ୱଚ୍ଛତା ଅଭିଯାନ ପାଇଁ ଡେମୋ ଦେଖାଇ ବାହାରୁ ବାହାରୁ ଚାଲିଯିବା ଘଟଣାକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଛନ୍ତି |

Leave A Reply

Your email address will not be published.