Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀ ମୋଦି ଭାରତବାସୀଙ୍କୁ ପ୍ରତାରିତ କରିଛନ୍ତି
ବିମୁଦରୀକରଣ, ଜିଏସଟି ଓ ଆଧାର ଲିଙ୍କ ବିରୋଧରେ ରାଜଧାନୀରେ ୫ଟି ବାମପନ୍ଥୀ ଦଳର ପ୍ରତିବାଦ ଦିବସ
ଭୁବନେଶ୍ୱର : କେନ୍ଦ୍ର ବିଜେପି ସରକାରଙ୍କ ଦେଶ ଓ ଜନବିରୋଧି ବିମୁଦ୍ରାକରଣର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଟି ବାମପନ୍ଥୀ ରାଜନୈତିକ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍.ଏଲ୍)…
ଚେର ବଢ଼ାଉଛି ସନା ସେନା
ଘଟଗାଁ ବ୍ଲକ ସନା ସେନା କର୍ମକର୍ତାଙ୍କ ଗୁରୁତ୍ୱପୂର୍ଣ ବୈଠକ | କାନାଝରି ଠାରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନକୁ ସୁଦୃଢ କରିବା ପାଇଁ ରଣନୀତି ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଘସିପୁରା ଓ ଆନନ୍ଦପୁର ରେ ସେନାର ମଙ୍ଗ ସମ୍ଭାଳୁଥିବା ଆନନ୍ଦପୁର ପୌରପାଳିକାର ଉପାଧ୍ୟକ୍ଷ ସୁରେଶ ସାହୁ …
ରାଜଧାନୀ ଶିକ୍ଷକ ସମୂଦ୍ର : ସରକାର ନେଲେ ୧୫ ଦିନର ମହଲତ
ଭୁବନେଶ୍ୱରରୁ ଚକ୍ରଧର ମାଝି : ଆନ୍ଦୋଳନକୁ ଓହ୍ଲାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ରାଜ୍ୟ ସରକାର ପନ୍ଦରଦିନର ମହଲତ ମାଗିଛନ୍ତି । ସେମାନଙ୍କ ୩ଦଫା ଦାବି ଉପରେ ରାଜ୍ୟ ସରକାର ବିଚାର ଆରମ୍ଭ କରିଛନ୍ତି ଓ ଖୁବ ଶୀଘ୍ର ସମାଧାନର ବାଟ ବାହାର କରାଯିବ । ଦୁଇ ଶିକ୍ଷକ ସଂଘ ଓ ସରକାରଙ୍କ…
ଦେଶର ଅର୍ଥନୀତି ରସାତଳଗାମୀ ହେବା ସହିତ ଅଭିବୃଦ୍ଧି ହାର ତଳକୁ ଖସି ଆସିଛି
ନଭେମ୍ବର ୮କୁ କଳା ଦିବସ ଭାବେ ପାଳନ କଲା କଂଗ୍ରେସ-
ବାରିପଦାରୁ ଦିଲ୍ଲୀପ ମହାନ୍ତି : ନଭେମ୍ବର ୮ ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିମୁଦ୍ରାକରଣ ଘୋଷଣା କରିଥିଲେ । ଆଜି ି ବିମୁଦ୍ରାକରଣକୁ ଏକ ବର୍ଷ ପୂରଣ ହେଉଥିବା ବେଳେ ଏହି ଦିନକୁ କଂଗ୍ରେସ କଳା ଦିବସ ଭାବେ…
ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ । ଏହି ଅଧିବେଶନର…
ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା ୨୮ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପଯର୍ୟନ୍ତ ·ଲିବ । । ଏହି ଅଧିବେଶନରେ ୨୬ଟି କାର୍ଯ୍ୟକାରୀ ଦିବସ ରହିଛି । ଏସମ୍ପର୍କରେ ରାଜ୍ୟପାଳ ଡ. ଏସ.ସି ଜମୀର ସମନ ଜାରୀ କରିଛନ୍ତି । ଏହା ଆଧାରରେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ…
ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଚିତରଂଜନ ତ୍ରିପାଠୀଙ୍କୁ ବିପିୟୁଟିର କୁଳପତି ଭାବେ ନିଯୁକ୍ତି ଦିଆ ଯାଇଛି ।…
Governor appoints Prof. (Dr.) Chitaranjan Tripathy as Vice-Chancellor of
Biju Patnaik University of Technology.
Governor and Chancellor Dr. S.C. Jamir appoints Prof. (Dr.) Chitaranjan Tripathy as Vice-Chancellor of Biju Patnaik…
କୃଷି ସମ୍ବନ୍ଧୀୟ ସଂସଦୀୟ କମିଟିର ଅଧ୍ୟକ୍ଷଙ୍କୁ ଭେଟି ସ୍ମାରକ ପତ୍ର ଦେଲା ବିଜେପି
ଭୁବନେଶ୍ୱର : ରାଜ୍ୟରେ ଚକଡା ପୋକ ଲାଗିବା ଓ ମରୁଡି ପରିସ୍ଥିତି କାରଣରୁ ଚାଷୀ ମାନଙ୍କର ସମସ୍ୟାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ କୃଷି ସମ୍ବନ୍ଧୀୟ ସଂସଦୀୟ କମିଟିର ଅଧ୍ୟକ୍ଷ ହୁକୁମ ଦେବ ନାରାୟଣ ଯାଦବଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ…
ବିଜେପି ଜିଲା ସଭାପତି ଆମ ପ୍ରତି ପ୍ରତାରଣା କରିଛନ୍ତି, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ବିଜେପି ସଭାପତିଙ୍କ ତୈଳବାହୀ ଟେଙ୍କର ଧକ୍କାରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣା
କାହା ଚାପରେ ମାମଲା କ୍ଲୋଜ କରିଦେଇଥିଲା ପୋଲିସ
ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ କେମିତି ହେଲା ରି-ଓପନ
ପୋଲିସ ଓ ପରିବହନ ବିଭାଗର ନୀରବତା ସନ୍ଦେହରେ
ବାରିପଦା - ବିଜେପିର ମୟୂରଭଞ୍ଜ ପୂର୍ବ…