Sign in
Sign in
Recover your password.
A password will be e-mailed to you.
ବସନ୍ତ ଶତପଥୀ ଥିଲେ ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ
ବସନ୍ତ ଶତପଥୀ ସାହିତ୍ୟ ସଙ୍ଗଠନର ନବଜନ୍ମ
ବାରିପଦା(ଦିଲ୍ଲୀପ ମହାନ୍ତି )- କଥା ଶିଳ୍ପୀ ବସନ୍ତ କୁମାର ଶତପଥୀଙ୍କ ୧୦୬ତମ ଜନ୍ମ ଦିବସ ପାଳନ ଅବସରରେ ସ୍ଥାନୀୟ ବାଘଡ଼ାରୋଡ଼ ବାସଭବନ ପରିସରରେ ଶ୍ରୀଶତପଥୀଙ୍କ କ୍ଷୁଦ୍ରଗଳ୍ପରେ ମୟୂରଭଞ୍ଜର ଲୋକ ଜୀବନ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।…
ରାୟଗଡା ସହରରେ ଡେଙ୍ଗୁରୋଗ ଲୋକଙ୍କ ନିଦ ହଜେଇଲାଣି, ସେପଟେ ସିଡିଏମଓ ଙ୍କ ନିଦ ଭାଙ୍ଗୁନି
ଜିଲ୍ଲାପାଳ କହୁଛନ୍ତି ଗମ୍ଭୀର, ସିଡିଏମଓ କହୁଛନ୍ତି "କାଇଁ ନାଇ ତ"
ରାୟଗଡା(ସରୋଜ କୁମାର ସାହୁ) : ରାୟଗଡା ଜିଲ୍ଲାରେ ଡେ଼ଙ୍ଗୁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଥିବା ବେଳେ ଅପର ପକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ବେପରୁଆ ବୟାନ ସମସ୍ତଙ୍କୁ ତାଜୁବ କରିଛି । ଜିଲ୍ଲାପାଳ…
ପଦ୍ମପୁର ସହରରେ ଯୁବ ସେନାର ନୂତନ ପଦକ୍ଷେପ : ଘରଘର ବୁଲି ଲୋକଙ୍କୁ ରକ୍ତଦାନ ର ମହତ୍ତ୍ଵ ବିଷୟରେ ବୁଝାଇଲେ
ପଦ୍ମପୁର/Nila deep - ପଦ୍ମପୁର ବୁଡାସମ୍ବର ଯୁବ ସେନା ତରଫରୁ ଗତ ରବିବାର ଦିନ ପଦ୍ମପୁର ନିକଟସ୍ଥ ଝାଙ୍କରପାଲି ଗ୍ରାମରୁ ଜନସମ୍ପର୍କ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା । ପଦ୍ମପୁର ଡାକ୍ତରଖାନା ର ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଦେଖା ହେଉଇଥିବା ରୁ ରୋଗୀ ମାନଙ୍କୁ ବିଭିନ୍ନ…
ଆତ୍ମହତ୍ୟା ଉଦ୍ୟମ
ରାୟଗଡରୁ ସରୋଜ କୁମାର ସାହୁ, ରାୟଗଡା ଜିଲ୍ଲାର କଲ୍ଯାଣସଂହପୁର ବ୍ଳକ ରେ ହୋଇଥିବା ବନ୍ୟାରେ ସର୍ବସ୍ବ ହରାଇଥିବା ମହିଳା ମମତା ରାଣୀ ସାହୁ ଦିର୍ଘ ଏକ ବର୍ଷ ଧରି ଅଭିଯୋଗ ପ୍ରକୋଷ୍ଠରେ ଦୁଖଃ ଜଣାଇ ପରେ ଶେଷରେ ଆତ୍ମହରା ହୋଇ ବର୍ତ୍ତମାନ ସେହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ଥିବା ଜିଲ୍ଲାପାଳ…
ବିଜେପି ପାଖରେ ଆଉ ପ୍ରସଙ୍ଗ ନାହିଁ, ତେଣୁ ଜଗନ୍ନାଥଙ୍କ ନାଁରେ ଶାହା କରୁଛନ୍ତି ରାଜନୀତି : ବିଜେଡି
ଅମିତ ଶାହା ମିଥ୍ୟା ନକହି ଯଦି ଜାଣିନାହାନ୍ତି ଅର୍ଥ ମନ୍ତ୍ରଣାଳୟ ବା ରିଜର୍ଭ ବ୍ୟାଙ୍କରୁ ତଥ୍ୟ ଆଣି କୁହନ୍ତୁ
ଭୁବନେଶ୍ୱର/chakradhar majhi : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ଓଡ଼ିଶା ଆସି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ । ସବୁଠାରୁ…
ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦଯାପିତ
ପଦ୍ମପୁର/Nila Deep - ପଦ୍ମପୁର ସହରର କୁସୁନାପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପଦ୍ମପୁର ସଂକୁଳ ଅନ୍ତର୍ଗତ ୯ଟି ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟ ମାନଙ୍କର ତ୍ରୀଦିବସିୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ମାନ୍ୟବର ଡଃ ବାଞ୍ଝାନିଧି ପଣ୍ଡା ଙ୍କ କରଳ…
ଦଳୀୟ ସଂଗଠନକୁ ଏଭଳି ସୁଦୃଢ଼ କରାଯିବା ଦରକାର ଯାହାକି ପାତାଳକୁ ଯାଇପାରିଥିବ
ଦଳୀୟ କର୍ମୀ ଓ ନେତାଙ୍କୁ ଅମିତ ଶାହଙ୍କ ଆହ୍ୱାନ
ଭୁବନେଶ୍ୱର- ଯିଏ ସାଧାରଣ ଲୋକଙ୍କର ଆଶାକୁ ସୁରକ୍ଷା ଦେଇପାରୁନାହିଁ ସେ ଓଡ଼ିଶାକୁ କଣ ସୁରକ୍ଷା ଦେବେ । ଯେଉଁ ଲୋକ ରାଜ୍ୟର ବିକାଶ ଓ ମୌଳିକ ସମସ୍ୟା ଦୂର କରିପାରୁନାହିଁ ସେ ସରକାର କ୍ଷମତାରେ ରହିବାର କୌଣସି ନୈତିକ ଅଧିକାର ନାହିଁ । …
ମହାନଦୀ ସାହିତ୍ୟ ସଂସଦର ସାଧାରଣ ବୈଠକ
Bolangir/ Niroj Mishra :ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସାଧାରଣ ବୈଠକ ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆସନ୍ତା ଦୁଇବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତିଭାବେ ନାଟ୍ୟଶ୍ରୀ ଗଦାଧର ବାରିକ୍,…
ଓଡିଶା ରାଜ୍ୟ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘର ଆଞ୍ଚଳିକ ବୈଠକ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ପଞ୍ଚାୟତ ସମିତି ସଦଭାବନା ଗୃହରେ ରାଜ୍ୟ ସଂଘ ସଭାପତି ସୁରେଶ କୁମାର ହୋତା, ସମ୍ପାଦକ ବିହାରୀଲାଲ ବାରିକ ଓ ଛଅଟି ଜିଲ୍ଲା ଯଥା, ରାୟଗଡ,ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ସଭାପତି ଓ ନିର୍ବାହୀ ଅଧିକାରୀ ସଂଘର କର୍ମକର୍ତ୍ତା…
ପ୍ରତ୍ୟେକ ୩ ମାସ ବ୍ୟବଧାନରେ ଦିଶା ବୈଠକର ଆୟୋଜନ ହେବା ଉଚିତ : ସଂସଦ ରବୀନ୍ଦ୍ର ଜେନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ମୁର୍ଗାବାଡ଼ିଠାରେ ଥିବା ପ୍ରୟାସ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଉନ୍ନୟନ ସମନ୍ୱୟ ଓ ତଦାରଖ(ଦିଶା) କମିଟିର ତୃତୀୟ ବୈଠକ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ବୈଠକର…