Sign in
Sign in
Recover your password.
A password will be e-mailed to you.
ଆମ ଓଡ଼ିଶା ସାଧାରଣ ସଂପାଦକଙ୍କ ସମେତ ଶହ ଶହ ସଂଖ୍ୟାରେ ନେତା ଓ କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର : କିଛି ଦିନ ତଳେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇ ସଂସଦ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆମ ଓଡ଼ିଶା ପାର୍ଟି ସାଧାରଣ ସଂପାଦକ ମହମ୍ମଦ ସକିଲ,…
ଜଙ୍ଗଲ ଜାତ ଦ୍ରବ୍ୟ ଉତ୍ପାଦନର ଆୟ ବୃଦ୍ଧି ସମ୍ବନ୍ଧିତ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ସବୁ ପଞ୍ଚାୟତରେ ଭାଲିଆଗଣ୍ଡା ଗ୍ରାମରେ ଓଡିଶା ଆଦିବାସୀ ସଶକ୍ତିକରଣ ଓ ଜିବୀକା ନିର୍ବାହ ବିଭାଗ ପକ୍ଷରୁ ଆଦିବାସୀ ମାନଙ୍କ ଜଙ୍ଗଲ ଜାତ ଦ୍ରବ୍ୟ ଉତ୍ପାଦନର ଆୟ ବୃଦ୍ଧି ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର…
ବ୍ୟବସାୟ ଭିତ୍ତିକ ଜିବୀକା ବିକାଶ ସମ୍ୱନ୍ଧୀୟ ତାଲିମ ଶିବିର
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରବ୍ଲକ ଅନ୍ତର୍ଗତ ସିଧାମଡଙ୍ଗ ପଞ୍ଚାୟତର ପୋଲୁରୁ ଗ୍ରାମସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ରବି କିରଣ ସେବା ସମିତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥାର ସହଯୋଗ ଓ ବ୍ୟବସାୟ ଭିତ୍ତିକ ଜିବୀକା…
ରାୟଗଡ ବ୍ଲକ ଆଞ୍ଚଳିକ ସମସ୍ୟା ସମାଧାନ ସମିତି ପକ୍ଷରୁ ୧୧ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ବିକ୍ଷୋଭ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଆଞ୍ଚଳିକ ସମସ୍ୟା ସମାଧାନ ସମିତି ପକ୍ଷରୁ ଆଜି ୧୧ ଦଫା ଦାବୀ ଗୁଡିକର ସମାଧାନ ନେଇ ରାୟଗଡ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣାରେ ବସିଥିଲେ । ପରେ ୧୧ ଦଫା…
ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କର ସୁବିଧା, ଅସୁବିଧା ପ୍ରତି ଜିଏସଟି କାଉନ୍ସିଲ ସଚେତନ ଅଛନ୍ତି ଏବଂ ଆବଶ୍ୟକତା ଅନୁଯାୟୀ…
ମୟୁରଭଞ୍ଜ ଜିଲ୍ଳାର ଜନଜାତିମାନଙ୍କର ମୁଖ୍ୟ ଜୀବନଜୀବିକା ଓ ପରିବେଶ ଅନୁକୂଳ ଶାଳ ଏବଂ ଶିଆଳି ପତ୍ରରେ ନିର୍ମିତ କପ୍ପ୍ଲେଟ୍ ଓ ସବାଇ ଘାସ ନିର୍ମିତ ଦଉଡ଼ିକୁ କରମୁକ୍ତ କରିବା ପାଇଁ ଓଡ଼ିଶା ସର୍ବଦା ଦାବି କରିଆସୁଛି | ଓଡ଼ିଶାର ଦାବି ଫଳରେ ଏବେ ଏହା ଉପରେ ୫ ପ୍ରତିଶତ କରହାର ଲାଗୁ…
ରାଜସ୍ୱ କ୍ଷେତ୍ର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ, ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ …
ଆନ୍ଦୋଳନମୁଖୀ । ଦାବି ପୂରଣରେ ସରକାରଙ୍କ ଉଦାସୀନତାକୁ ବିରୋଧ କରି ଓଡ଼ିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ, ରାଜ୍ୟ ଶାଖା କର୍ମକର୍ତ୍ତାଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ସମୂହଛୁଟିରେ ରହବାକୁ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘର ଜିଲ୍ଲା…
ପୁଣି ବୌଦ୍ଧ କଲେଜରେ ଖୋଲିଲା ଯୁକ୍ତଦୁଇ ବାଣିଜ୍ୟ
ବୌଦ୍ଧ (ସିମୁନ୍ ନାଏକ) ; ସମଗ୍ର ବୌଦ୍ଧ ଜିଲ୍ଲା ରେ ବାଣିଜ୍ୟ ପାଢିବାକୁ ହେଲେ ବାହାର ଜିଲ୍ଲାକୁ ଜିବାକୁ ପଡୁଥିଲା । ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ବୁଦ୍ଧଜୀବି ମହଲରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଖୋଲିବା ନେଇ ବିିଭିନ୍ନ ସମୟରେ ଦାବୀ ହୋଇଆସୁଥିବା ବେଳେ…
ମୂଳରୁ ମାଈପ ନାହିଁ, ପୁଅ ନା ଗୋପାଳିଆ, ମିଛ କଥାକୁ ନେଇ ବହେ ରାଜନୀତି
ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ : ଯାହାକୁ ଦୁର୍ବ୍ୟବହାର ହୋଇଛି ବୋଲି କୁହ ଯାଉଛି ସେ କହୁଛନ୍ତି କିଛି ହୋଇନି | ଯା ନା ରେ ଆସିଛି ସେମାନେ କହୁଛନ୍ତି କିଛି ସେମିତି ହୋଇନି | ଯିଏ ସାଙ୍ଗରେ ଥିଲେ ସେ କହୁଛନ୍ତି ନା ସେମିତି କିଛି ଘଟଣା ଘଟିନି | ତାଙ୍କୁ ଘେରି ରହିଥିବା ଲୋକ ଗୁଡାକ ବି…
ଜେକେ କାଗଜ କଳ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର
ରାୟଗଡରୁ ସରୋଜ କୁମାର ସାହୁ, ରାୟଗଡ ଠାରେ ଅବସ୍ଥିତ ଜେକେ କାଗଜ କଳର ସି. ଏଫ. ଓ., କୋଠାରେ ଜେକେ କାଗଜ କଳ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରକୁ ଜେକେ କାଗଜ କଳର ପି. କେ.ସୁରୀ (ଇ.ଭି. ପି.,…
ବହୁ ପ୍ରତୀକ୍ଷିତ ଜେଏମଏଫ୍ସି କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ନିରୂପଣ
ପାଇକମାଲ/ଗୌରାଙ୍ଗ ଦାଶ - ପାଇକମାଲର ଭୌଗୋଳିକ ପରିସ୍ଥିତି ଓ ଜନସଂଖ୍ୟା ର ଆବଶ୍ୟକତା କୁ ଦେଖିଲେ ଏହା ସ୍ପଷ୍ଟ ଯେ ଏହି ଅଂଚଳରେ ଏକ ଜେଏମଏଫ୍ସି କୋର୍ଟ ଏକ ସିଏଚସି ହସ୍ପିଟାଲ ଏକ ପାୱାର ଗ୍ରୀଡ଼ ଏକାନ୍ତ ଭାବରେ ଆବଶ୍ୟକ। ପାଇକମାଲ ସିଟିଜେନ ଫୋରମ ଓ ଅନ୍ୟାନ୍ୟ ବହୁତ ସଂଗଠନ ଏ ନେଇ…