Sign in
Sign in
Recover your password.
A password will be e-mailed to you.
ବିଜାତଳା ବିଡ଼ିଓଙ୍କୁ ଠିକାଦାରଙ୍କ ଆକ୍ରମଣ ଘଟଣା : ଓଏଏସ୍ ସଂଘ ପକ୍ଷରୁ ନିନ୍ଦା ଓଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜାତୋଳା ବିଡ଼ିଓ ଜୟକୃଷ୍ଣ ପାତ୍ର ଗତ ଜୁନ ୨୮ ଅପରାହ୍ନ ୪.୧୦ ସମୟରେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ କାର୍ଯ୍ୟକରୁଥିବା ସମୟରେ କେତେକ ଠିକାଦାର ଓ ସେମାନଙ୍କ ସହଯୋଗୀ କାର୍ଯ୍ୟାଳୟ ଭିତରକୁ ବିଡ଼ିଓ ଶ୍ରୀବେହେରାଙ୍କୁ ଆକ୍ରମଣ କରିଥିବା ସହିତ ଅଶ୍ଳିଳ…
ଗଜପତି ଜିଲ୍ଲା ସ୍ତରୀୟ ଉତ୍କର୍ଷ କାର୍ଯ୍ୟକ୍ରମର ଶିକ୍ଷକ ପ୍ରଶିକ୍ଷଣ ଶିବିର
PARLAKHEMUNDI/ BALAKRISHNA PANIGRAHI :୯ମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀମାନଙ୍କ ଶିକ୍ଷଣ ସ୍ତରକୁ ଶ୍ରେଣୀ ଅନୁରୁପ ଆଣିବାଏବଂ ଶିକ୍ଷାକୁ ପ୍ରଭାବୀ କରିବାର ଆବଶ୍ୟକତାକୁ ଧ୍ୟାନରେ ରଖି ରାଷ୍ଟ୍ରିୟ ମାଧ୍ୟମିକ ଶିକ୍ଷା ଅଭିଯାନ ଏବଂ କୁସୁମା ଫାଉଣ୍ଡେସନ ମିଳିତ ସହଯୋଗରେ ଗଜପତି…
ଆବାସିକ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଖାଦ୍ୟ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ଜିଲ୍ଲାସ୍ତରୀୟ ଯୋଜନା ଓ…
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଗଜପତି ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୁଲ୍ୟରେ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ଆବାସିକ ଓ ଆଶ୍ରମ ବିଦ୍ୟାଳୟର …
ବର୍ଷା ଋତୁ ରେ ମଧ୍ୟ ଦେଖା ଦେଉଛି ପଦ୍ମପୁରରେ ପାନୀୟ ଜଳ ସମସ୍ୟା, ଗ୍ରୀଷ୍ମ କଥା ପଚାରେ କିଏ ?
ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବର୍ଷା ଦିନରେ ମଧ୍ୟ ଦେଖାଦେଉଛି ପାନିୟ ଜଳ ସମସ୍ୟା । ଏ ନେଇ ପଦ୍ମପୁର ରଜାପଡ଼ା ଠାରେ ପାନିୟ ଜଳ ସମସ୍ୟା ର ଶିଘ୍ର ସମାଧାନ ଦାବି ନେଇ ଜନସାଧାରଣ ପଦ୍ମପୁର ପାଟଣାଗଡ଼ ରାଜ ରାସ୍ତା ରୋକ କରିଥିଲେ । ଏଣିକି ଚର୍ଚ୍ଚାର ବିଷୟ ଏହା କି…
୨୪୧ ଗୋଟି ଅଭିଯୋଗ ଶୁଣାଣି, ୧୦୮ ଗୋଟି ଆବେଦନର ତତକ୍ଷଣାତ ସମାଧାନ
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ଯାଜପୁର/ ଜୟଶଙ୍କର ଦାଶ :ଗ୍ରୀଷ୍ମ ପ୍ରବାହ ଯୋଗୁ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେଊଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଏପ୍ରିଲ ମାସ ୩୦ ତାରିଖ ଠାରୁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ପାଗର ପରିବର୍ତ୍ତନ ଘଟିବା ଯୋଗୁ ପୁନର୍ବାର ଜୁଲାଇ…
ମଖ୍ୟମନ୍ତ୍ରୀ କଳାକାର ସହାୟତା ଆବେଦନ ଜୁଲାଇ ୧୬ ପର୍ଯ୍ୟନ୍ତ ଘୁଞ୍ଚିଲା ।
ଯାଜପୁର,(ଜୟଶଙ୍କର ଦାଶ) :ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ଆବେଦନ ତାରିଖ ଜୁଲାଇ ୧୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଚ୍ଥି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କଳାକାର ମାନେ ଆବେଦନ କରିବାର ଶେଷ ତାରିଖ ଧାର୍ଯ୍ୟ…
ଏକ ସାଧାରଣ ବ୍ୟକ୍ତିଙ୍କର ଅସାଧାରଣ ଉପଲବ୍ଧି।
Bolangir/ Niroj Mishra : ଲୋଇସିଂହା ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ଏକ ଛୋଟ ଗାଁ "କେଁଉଟିପାଲି" । ଦିନ ଥିଲା ଏହି ଗ୍ରାମ ପାଇଁ ଶିକ୍ଷା ଏକ ସ୍ୱପ୍ନ ଥିଲା । High school ପାଠ ପଢିବା ପାଇଁ 10 କିଲୋମିଟର ଦୂରରେ ଥିବା ଲୋଇସିଂହା କିମ୍ବା 6 କିଲୋମିଟର ଦୂରରେ ଥିବା…
ଓଡ଼ିଶାର ହକି ଖେଳାଳିଙ୍କୁ ଓଡ଼ିଶାରେ ଚାକିରି ସୁଯୋଗ ନମିଳିବା କ୍ଷୋଭର ବିଷୟ : ଶ୍ରୀ ବାର୍ଲା
ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ
"ଓଡ଼ିଶାରେ ହକି ଖେଳାଳି ଝିଅ ଭଳି ବିବେଚନା ହେଉଛନ୍ତି । ଯେମିତି ଝିଅକୁ ବଡ଼ କରି ପର ଘରକୁ ବିବାହ କରିଦିଆଯାଏ ସେହିଭଳି ହକି ଖେଳାଳି ଓଡ଼ିଶାରେ ବଢ଼ି ଓଡ଼ିଶାରେ ଖେଳି ଚାକିରି ପାଇଁ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି ।"
ରାଉରକେଲା/…
ରାଜନଗର ବ୍ଲକ ରେ ଫେଲ ମାରିଛି ” ଆମ ଗାଁ ଆମ ବିକାଶ”
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପଟେ ଆମ ଗାଁ ଆମ ବିକାଶ ଚଳାଇଛନ୍ତି | ହେଲେ ସେପଟେ ଦାଇତ୍ୱହୀନ ରାଜନେତା ଓ ଉଦାସୀନ ପ୍ରଶାସନ କାରଣରୁ " ଆମ ଗାଁ ରେ ବିକାଶ ନୁହେଁ ବିନାଶ" ସ୍ଲୋଗାନ ପ୍ରଯୁଜ୍ୟ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି | …
ରୋଟାରୀ କ୍ଲବ ପକ୍ଷରୁ ଅଣ୍ଣପୂର୍ଣ୍ଣା ଦିବସ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ରୋଟାରୀ କ୍ଲବ ପକ୍ଷରୁ ଜୁଲାଇ ପହିଲାରେ ରୋଟାରୀ ବର୍ଷ ଆରମ୍ଭ ଅବସରରେ ପୌରପରିଷଦର ମହାରାଜାପୁର ଅଞ୍ଚଳରେ ଅଣ୍ଣପୂର୍ଣ୍ଣା ଦିବସ ପାଳନ ଉପଲକ୍ଷେ ଗରୀବ ପିଲାମାନଙ୍କୁ ରନ୍ଧାଖାଦ୍ୟ ପରିବେଷଣ କରାଯାଇଥିଲା । ଇଂ. ମନୋଜ ଦଳବେହେରାଙ୍କ ନେତୃତ୍ୱରେ…