Sign in
Sign in
Recover your password.
A password will be e-mailed to you.
୨୦୧୯ ପୂର୍ବରୁ ଆରମ୍ଭ ହେଇଗଲାଣି ଆରୋପ ପ୍ରତ୍ୟାରୋପ ।
ପାଇକମାଲ/Gouranga Dash :- ଆଉ ମାତ୍ର କିଛି ମାସ ରହିଲା ସାଧାରଣ ନିର୍ବାଚନ କୁ । ନିଜର ଦକ୍ଷତା ଓ ଅନ୍ୟ ପାର୍ଟି ର ଅପାରଗତା ତଥା ନିଜପ୍ରତି ଜନସାଧାରଣ ଙ୍କର ସହାନୁଭୂତି ଓ ସମବେଦନା ହାସଲ କରିବା ପାଇଁ ଅଂଚଳରେ ରାଜନୈତିକ ଦଳ ଆରମ୍ଭ କରିଦେଇଥିବା ଅନୁମାନ କରାଯାଉଛି।
ଗତ…
ଆଦିମ ଅଧିବାସୀ ଏକତା ମଂଚ କଣ୍ଟାମାଳ ଶାଖା ପକ୍ଷରୁ ବିକ୍ଷୋଭ: ପ୍ରଶାସନିକ ତୃଟି ସଂଶୋଧନ ପାଇଁ ସ୍ମାରକପତ୍ର
କଣ୍ଟାମାଳ, ବୌଦ୍ଧ (ବଂଶୀଧର ମାଝୀ/ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ଆଦିମ ଅଧିବାସୀ ଏକତା ମଂଚ କଣ୍ଟାମାଳ ବ୍ଲକ ସଂଯୋଜକ ମିନକେତନ ମେହେର ଙ୍କ ନେତୃତ୍ୱରେ ମଙ୍ଗଳବାର ସାମାଜିକ, ଅର୍ଥନୈତିକ, ଜାତିଗତ ଜନଗଣନା ତୃଟିରେ ସଂଶୋଧନ ଦାବିରେ ଏକ ବିକ୍ଷୋଭ ଓ ରାଲି ପ୍ରଦର୍ଶନ କରିଥିଲେ । ଆଜି…
ହରଭଙ୍ଗା ବ୍ଲକ : ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ
•କଚ୍ଛପ ଗତିରେ ଚାଲିଛି ହଷ୍ଟେଲ ନିର୍ମାଣ
•ଶିକ୍ଷକ ମରୁଡି ଚିନ୍ତାରେ ଅଭିଭାବକ
ବୌଦ୍ଧ (ସିମୁନ ନାଏକ) ; ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ରେ ଏକ ପ୍ରଗତି ମୂଳକ ପଦକ୍ଷେପ ନେଇ ରାଜ୍ୟର ସମସ୍ତ ବ୍ଲକ ମାନଙ୍କ ରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିଥିଲେ । ଗ୍ରାମାଂଚଳରେ ଥିବା ମେଧାବୀ ଓ…
ରାୟଗଡ ଜିଲ୍ଲାରେ ବ୍ୟାପିଥିବା ଡେଙ୍ଗୁ ରୋଗ ଆତଙ୍କ : ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ କମିଟି ତରଫରୁ…
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡ ଜିଲ୍ଲାରେ ବ୍ୟାପିଥିବା ମାରାତ୍ମକ ଡେଙ୍ଗୁ ରୋଗ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏହାର ନିରାକରଣକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଅବହେଳା ଓ ଖାମଖିଆଲି ମନୋଭାବ ଦେଖାଉଥିବା ଅଭିଯୋଗ କରି ରାୟଗଡ ଜିଲ୍ଲା କଂଗ୍ରେସ…
ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଇଁ ପ୍ରତିଯୋଗିତା
ଯାଜପୁର(ଜୟଶଙ୍କର ଦାଶ) : ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଚ୍ଥି । ତେବେ ଏହାର ଊନ୍ମେଷ ପାଇଁ ହେଊଥିବା ଊଦ୍ୟମରେ ସାମିଲ ହେଲେ ହିଁ ତାହା ବିକଶିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ୟୁନାଇଟେଡ଼୍ ପ୍ରେସ୍ କ୍ଲବ ତରଫରୁ ଦୃଢ଼ ପ୍ରତିବାଦ
ଯାଜପୁରରୋଡ଼( ବିଶ୍ୱଜିତ ମାଝୀ) ଆଜି ଆମ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ଗରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ବିଭିନ୍ନ ସାମ୍ବାଦିକ ମାନଙ୍କୁ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଛି । ପ୍ରକାଶ ଥାଉକି ନିକଟରେ ଓ ଟିଭିର ସାମ୍ବାଦିକ ସୀମାଞ୍ଚଳ…
ଶିମିଳିପାଳରୁ ସାତକୋଶିଆକୁ ମହେନ୍ଦ୍ର ଓ ରାଜକୁମାରକୁ ସ୍ଥାନାନ୍ତରିତକୁ ବିରୋଧ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଜୁନ ୨୭ ତାରିଖରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରୁ ଅନୁଗୋଳ ଜିଲ୍ଲାର ସାତକୋଶିଆ ଜଙ୍ଗଲକୁ ଅଣାଯାଇଥିଲା ଏକ ୩ ବର୍ଷ ବୟସ ଓ ୧୯୦ କେଜି ଓଜନର ମହାବଳ ବାଘ କାହ୍ନା । ଏହାପରେ ଜୁନ ୨୮ ଗୁରୁବାର ସନ୍ଧ୍ୟାରେ ସେହି ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର…
ବିଜୁ ଯୁବବାହିନୀର ସ୍ଵେଛାସେବୀ ମମତା ପଡ଼ିଆମିଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର/chakradhar majhi : କଳିଙ୍ଗ ଷ୍ଟାଡ଼ିୟସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଯୁବକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛିା ଏଥିରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକ୍ ବଦୁଗୁଡ଼ା ଅଞ୍ଚଳର ଝିଅ ମମତା ପଡ଼ିଆମିଙ୍କୁ ସମ୍ବର୍ଦ୍ଧିତ…
ପାଇକମାଲ ବ୍ଲକ ଅଧ୍ୟକ୍ଷଙ୍କ ଗିରଫ୍ ଦାବିରେ ବିଜେପିର ଦାବିପତ୍ର
ପଦ୍ମପୁରରୁ ନୀଳ ଦୀପ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଢ ପାଇକମାଲ ବ୍ଲକ ର ଅଧ୍ୟକ୍ଷ ଅଲତାପ ମହମ୍ମଦଙ୍କ ବିରୋଧରେ ପାଇକମାଲ ବ୍ଲକ ଟେମରୀ ପଂଚାୟତର ସରପଂଚ ନିରୁପମା ସାହୁ ଦେଇଥିବା ହତ୍ୟ ଉଦ୍ୟମ ଏତଲା କୁ ସମର୍ଥନ କରି ପଦ୍ମପୁର ଭାରତୀୟ ଜନତା ପାର୍ଟିର୍ ତରଫରୁ ପଦ୍ମପୁର ଉପଖଣ୍ଡ ପୋଲିସ…
“ରାଧୁଆ ଭଳି ନିସଂକୋଚରେ କଞ୍ଚା ମିଛ ଗୁଡା କହିବା ଅଭ୍ୟାସରୁ କେନ୍ଦ୍ରମନ୍ତ୍ରୀ ବିରତ ରୁହନ୍ତୁ”
ମିଛ କହୁଛନ୍ତି, ଦଳିତଙ୍କ ଭାବନା ସହ ଖେଳୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବିଜୟ ନାୟକ
ଭୁବନେଶ୍ୱର : କନ୍ଧମାଳର ଗୁମୁଡୁମାହା ଗୁଳିକାଣ୍ଡ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରୁଛନ୍ତି । କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି…