ବର୍ଷା ଆଶା ମଉଳିଲା, ମରୁଡି  ଆଶଙ୍କା :ଜମନକିରା ସ୍ଥିତି ସଂଗୀନ

0

କୁଚିଣ୍ଡା, ବାମରା ଓ ରେଙ୍ଗାଲି  ବି ଚିନ୍ତାଜନକ 

ଜମନକିରା(ଶାସକ ପ୍ରଶାସକ) ସମ୍ବଲପୁର ଜମନକିରା ରେ ଚଳିତ ବର୍ଷା ରାଜ୍ୟରେ ଭଲ ବର୍ଷା ସର୍ତ୍ତେ ସମ୍ବଲପୁର ଜିଲ୍ଲା ର ଅଣଜଳସେଚିତ ଅଞ୍ଚଳ ବିଶେଷ କରି କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ରେ ସ୍ଵଭାବିକ ଠାରୁ କମ ବର୍ଷା ହୋଇଛି, ତେଣୁ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି l ଜମନକିରା ଠାରେ ମଧ୍ୟ୍ୟ ବର୍ଷା ଅଭାବରୁ 30ରୁ 40 ଭାଗ ଫସଲ ନଷ୍ଟ ଆଶଙ୍କା ରହିଥିବା କୁହାଯାଉଛି l ମରୁଡି ଯୋଗୁଁ ପାଣିପାଇଁ ଦାବି କରିଛନ୍ତି l ସମ୍ବଲପୁର ଜିଲ୍ଲା ମରୁଡ଼ି ସ୍ଥିତିରେ ଜିଲ୍ଲାପାଳ ଙ୍କ ଅଧ୍ୟକତାରେ ଡ଼ିଡ଼ିଏ ଏବଂ ସମ୍ବଲପୁର ଉପଜିଲାପାଳ ପ୍ରଦୀପ ସାହୁ ଙ୍କ ଆଲୋଚନା ହୋଇଛି ଅଣଜସେଚିତ ଅଂଚଳ ପାଣି ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଙ୍କ ପକ୍ଷରୁ ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଥିବା ପ୍ରଶାସନ କହିଛି 

Leave A Reply

Your email address will not be published.