Sign in
Sign in
Recover your password.
A password will be e-mailed to you.
କି ମଜଭୁତିଆ କାମ, ମାନିବାକୁ ପଡିବ
ମାତ୍ର ୪ ମାସରେ ଦବିଗଲା ଖଡଙ୍ଗ ନଦୀର ବିଜୁ ସେତୁ ଆପ୍ରୋଚ୍ ରୋଡ୍
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ) ; ବୌଦ୍ଧ ଓ ବଲାଙ୍ଗିର ଜିଲାକୁ ଯୋଡିଥିବା ସଦ୍ୟ ନିର୍ମିତ ଖଡଙ୍ଗ ନଦୀ ପୋଲ ସଂଲଗ୍ନ ଆପ୍ରୋଚ୍ ରୋଡ୍ ବର୍ଷାରେ ଦବି ଯାଇଛି । ଫଳରେ ଚଳିତ ବର୍ଷା ଋତୁରେ ଏହି ସେତୁ ଉପରେ ଯାତାୟତ କରିବା ନେଇ…
ବ୍ୟବସାୟୀକ ପେଣ୍ଠସ୍ଥଳୀ ତିଲେଶ୍ୱରରେ ଗୋଟିଏ ହେଲେବି ଏଟିଏମ୍ ନାହିଁ,ଲୋକ ହନ୍ତସନ୍ତ
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ତିଲେଶ୍ୱର ହେଉଛି ଏକ ଜନଗହଳିପୂର୍ଣ ବ୍ୟବସାୟୀକ ପେଣ୍ଠସ୍ଥଳୀ । ହେଲେ ଏଠାରେ କୌଣସି ଏଟିଏମ୍ ନଥିବାରୁ ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁପଡୁଛି । ତିଲେଶ୍ୱର ରେ ରବିବାର ଦିନ ଏକ ସାପ୍ତାହିକ ହାଟ ବସେ । ଏହି…
ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ଦିବର୍ଷ ଜେଲ
ବାରିପଦାରୁ ଦିଲ୍ଲୀପ ମହାନ୍ତି(୩୦/୦୬)- ଏକ ଯୁବକକୁ ଜୀବନରୁ ମାରିଦେବାର ଉଦ୍ୟମ ମାମଲାର ବିଚାର କରି ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ କମ୍ ସହକାରୀ ସେସନ ଜଜ୍ ଡ଼ଃ. ଭି. ସୁଜାତା ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ୱାଡର଼୍ ନଂ ୧୩ ପ୍ରଫୁଲ୍ଲନଗରର ଟୁରା ଓରଫ ପ୍ରଦୀପ…
ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ୨୦୧୮ ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ୦୨.୦୭.୨୦୧୮ ମାସର ପ୍ରଥମ ସୋମବାର ଜିଲ୍ଲାପାଳଙ୍କ…
ଶ୍ରୀରାଧାର କଲ୍ପକାର କବି ରମାକାନ୍ତ ରଥ ପାଇବେ “ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର
୧୫ ଜଣ ସାହିତ୍ୟିକ ସାହିତ୍ୟ ଏକାଡେମୀ ପକ୍ଷରୁ ହେବେ ସମ୍ବର୍ଦ୍ଧିତ
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉଲ୍ଲେଖନୀୟ ସାରସ୍ୱତ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସାରସ୍ୱତ ସମ୍ମାନ "ଅତିବଡ଼ୀ ଜଗନ୍ନାଥ ଦାସ' ପୁରସ୍କାର ପାଇବେ ବିଶିଷ୍ଟ କବି…
ବ୍ୟାସନଗର ପୌର ପରିଷଦରେ ବର୍ଷା ଦିନରେ ଡ୍ରେନ୍ ନିର୍ମାଣ:ବର୍ଷା ଜଳ ନିଷ୍କାସନରେ ବାଧା
ଯାଜପୁର ରୋଡ(ବିଶ୍ୱଜିତ ମାଝୀ): ବ୍ୟାସନଗର ପୌର ପରିଷଦରେ ଡ୍ରେନ୍ ନିର୍ମାଣ ବର୍ଷା ଦିନେ ହେଉଥିବାରୁ ବର୍ଷାଜଳ ନିଷ୍କାସନ ହେବାରେ ବାଧା ଉପୁଜୁଛି । ବର୍ଷାଜଳ ରାସ୍ତା ଉପରେ ଚାଲୁଛି । ନର୍ଦ୍ଧମା ପାଣି ବର୍ଷା ଜଳରେ ମିଶୁଥିବାରୁ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଫଳରେ ଯାନାବାହାନ ଯାତାୟତରେ…
କାର ନମ୍ବର ପ୍ଲେଟରେ ବିଜୁ ଜନତା ଦଳ ଲେଖା ଗାଡି ବୁଲୁଛି
ଜିଲ୍ଲାପାଳ ଓ ଆର୍.ଟି.ଓ. ଦୃଷ୍ଟି ଦେବେ କେବେ?
ଯାଜପୁର ରୋଡ, (ବିଶ୍ୱଜିତ ମାଝି): ଆଜି ଯାଜପୁର ରୋଡ ସହରର ଏକ କାରର ନମ୍ବର ପ୍ଲେଟରେ ବିଜୁ ଜନତା ଦଳ ଲେଖା ଥାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହି କାରଟି ବିଜୁ ଜନତା ଦଳର କେଉଁ ନେତାଙ୍କାର ତାହା ଲୋକ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ…
ରାସ୍ତା ଉପରେ ଗାଡି, ବଢୁଛି ଦୁର୍ଘଟଣା : ପୋଲିସ ପ୍ରଶାସନ ନିରବ
ଯୋଜନା ବିହୀନ ଯାଜପୁର ରୋଡ ସହର : ସପିଂ ମଲ ଓ ବ୍ୟାଙ୍କ ନିକଟରେ ପାର୍କିଂର ବ୍ୟବସ୍ଥା ନାହିଁ
ଯାଜପୁରରୋଡ(ଜୟଶଙ୍କର ଦାଶ). - ଯାଜପୁର ରୋଡ ସହରର ଅଭିବୃଦ୍ଧି ଘଟୁଛି । ସହରରେ ସପିଂ ମଲ, ବ୍ୟାଙ୍କ ମାନ ଖୋଲିବାରେ ବୃଦ୍ଧି ପାଉଛି । କଳିଙ୍ଗନଗର ଶିଳ୍ପାଂଚଳର ମୁଖ୍ୟ ସହର ଯାଜପୁର ରୋଡ…
ହକିକୁ ଜାତୀୟ ଖେଳର ବିଧିବଦ୍ଧ ମାନ୍ୟତା ଦେବାକୁ ଦିଲିପ ଦୋହରାଇଲେ ଦାବି
ଲଣ୍ଡନ ମହିଳା ବିଶ୍ୱକପ୍ ହକି ପାଇଁ ସୁନ୍ଦରଗଡ଼ର ୪ କ୍ରୀଡ଼ାବିତଙ୍କୁ ଦିଲିପ ରାୟଙ୍କ ଅଭିନନ୍ଦନ
ଭୁବନେଶ୍ୱର/ରାଉରକେଲା, (ସୁଶାନ୍ତ ବେହେରା): ଲଣ୍ଡନରେ ଅନୁଷ୍ଠିତ ହେବାକୁ ଯାଉଥିବା ମହିଳା ବିଶ୍ୱକପ୍ ହକି ପ୍ରତିଯୋଗିତା ଲାଗି ଗଠିତ ୧୮ ଜଣିଅ । ଭାରତୀୟ ଦଳରେ ସୁନ୍ଦରଗଡ଼ର ୪ ଜଣ…
ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ,ବିଡିଓ ଓ ଯନ୍ତ୍ରୀ ମାନଙ୍କ ବିରୋଧରେ ସମିତି ସଭ୍ୟ ମାନେ ଉପଜିଲ୍ଲାପାଳ ପଦ୍ମପୁରଙ୍କ ଠାରେ…
ପଦ୍ମପୁର/Nlla Deep: -ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ପଞ୍ଚାୟତ ସମିତି ୨୧ ଗୋଟି ପଞ୍ଚାୟତ କୁ ନେଇ ଗଠିତ ।ରାଜବୋଡାସମ୍ବର ପଞ୍ଚାୟତ ସମିତିର ଅଧ୍ୟକ୍ଷ ,ବିଡ଼ିଓ ତଥା ଯନ୍ତ୍ରୀ ମାନଙ୍କ ବିରୋଧରେ ଆଜି ପଞ୍ଚାୟତ ସମିତିର ୧୬ଜଣ ସମିତି ସଭ୍ୟ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ…