।। ଵର୍ଷା ପରେ ଭଦ୍ରକ ସହରର ସୁନ୍ଦର ଦୃଶ୍ୟ ।। 

ଭଦ୍ରକ ( ସତ୍ୟଭୂଷଣ ସ୍ଵାମୀ ) , ଭଦ୍ରକ ଚରମ୍ପା ଠାରୁ କଚେରୀ ଵଜାରର ଦୃଶ୍ୟ ।  ବିନା ଯୋଜନାରେ ଚାଲିଛି ରାସ୍ତା କାମ । ଏଠି ଵର୍ଷା ଦିନରେ ରାସ୍ତା କାମ ହୁଏ । ସହରର ଅନେକ ସ୍ଥାନରେ ରାସ୍ତା କୁ ଖୋଲିବା ପରେ ମାଟି ଓ ମୋରମ ପକାଇ କାଦୁଅ ତିଆରି କରାଯାଉଛି। ଭଦ୍ରକର ଛପୁଲିଆ  ବାଇପାସ ଠାରେ…

 ବସ ଓ ଟିପର ମୁହାଁ ମୁହିଁ ଧକ୍କା ୧୫ ରୁ ୨୦ ଆହତ ୧ ଗୁରୁତର।

  ସୁଶାନ୍ତ  ବେହେରା : ବଣେଇ ଉପଖଣ୍ଡର ଟେନ୍ସଆ ତାଲଢ଼ି ମାଇନ୍ସ ନିକଟରେ ଆଜି ଦିନ ୪.୩୦ ପାଖାପାଖି ରେ ଏକ ଘରୋଇ ବସ ସହ ଟିପର ମୁହାଁ ମୁହିଁ ଧକ୍କା। ଏହି ଦୁର୍ଘଟଣାରେ ବସରେ ଥିବା ଆରୋହି ଙ୍କ ମଧ୍ୟରୁ ୧୫ ରୁ ୨୦ ଜଣ ଲୋକ ଆହତ ହୋଇ ଥିବାର ସୂଚନା ମିଳିଛି। ଆହତ ଙ୍କୁ ଟେନ୍ସଆ ସ୍ଥିତ ସେଲ…

ଡାନିଙ୍କ ମଣିଷ ପଣିଆ, ବାପା ମା ଛେଉଣ୍ଡଙ୍କୁ ବଢ଼ିଲେ ସହାୟତାର ହାତ 

ଅନାଥ ପରିବାରକୁ ସହାୟତା ଯୋଗାଇବାକୁ ମାଧ୍ୟମ ସାଜିଲା ଚକାଡୋଳା ହେଲ୍ପଲାଇନ  ଦାନଗଦି /ଡ଼ୁବୁରୀ : ୫ଜଣ କୁନିପିଲା  । ସବୁଠୁ ବଡ ଗୁରୁବାରୀ, ବୟସ ୧୧ । ଜୀବନ କଣ ଜାଣିନାହାନ୍ତି, ଭଲ ଭାବେ ଜିଇଁ ନାହାନ୍ତି  । ତିନିବର୍ଷ ତଳେ ମା ଛେଉଣ୍ଡ କରି ଚାଲିଯାଇଥିଲା  । ଆଉ ବାପା ଥିଲା । ଅବୁଝା ସେ,…

ପୋଲିସର ଚଢ଼ାଉ : ବିପୁଳ ପରିମାଣରେ କଫ ସିରଫ ଜବତ

  ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଅନେକ ଅଞ୍ଚଳ ରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ଇତି ମଧ୍ୟରେ ଏହି ନିଶା କାରବାର ଦ୍ୱାରା ମୁଖ୍ୟତଃ ଯୁବ ସମାଜ ବହୁଳ ପରିମାଣ ରେ ପ୍ରଭାବିତ ହେଉଥିବାର ଲକ୍ଷ କରାଯାଉଛି। ପୋଲିସ ର ନିଶା ବିରୋଧୀ…

 ଏଇ ଦେଖ ନବୀନ ବାବୁଙ୍କ ବିଜୁ ଏକ୍ସପ୍ରେସ ୱେ, କାମ ଏମିତି ମଜଭୁତ ଯେ ଗୋଟିଏ ବର୍ଷା ସମ୍ଭାଳି ପାରୁନି

    କାମ ନ ସରୁଣୁ ଦବି ଗଲା ବିଜୁ ଏକ୍ସପ୍ରେସ ପଦ୍ମପୁର,(ନୀଳ ଦୀପ )- ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲାଉଥିବା ବିଜୁ ଏକ୍ସପ୍ରେସ ୱେ ଗୋଟିଏ ବର୍ଷା ମଧ୍ୟ ସହ୍ୟ କରି ନ ପାରି ଅନେକ ଯାଗାରେ ଦବି ଯାଇଥିବା ଦେଖିବାକୁ ମିଳିଛି  । ବର୍ଷା ଆରମ୍ଭ ହେବା…

ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହେଲା ପଦ୍ମପୁର

  ପଦ୍ମପୁର,(ନୀଳ ଦୀପ )- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁ·ପ କାରଣରୁ ବିଗତ ଦୁଇ ଦିନ ଧରି ପଦ୍ମପୁର ଅଂଚଳରେ ଲଗାତାର ବର୍ଷା ଲାଗି ରହିଛି  । କିଛି ଦିନ ପୁର୍ବରୁ ପାନୀୟ ଜଳ ପାଇଁ ହାହାକାର କରୁଥିବା ପଦ୍ମପୁରବାସୀଙ୍କ ପାଇଁ ଏହି ବର୍ଷା କିଛି ମାତ୍ରାରେ ଆସ୍ୱସ୍ତି ଆଣି ଦେଇଥିବା…

ଶଶୁରକୁ ଜ୍ୱାଇଁର ହତ୍ୟା ଅଭିଯୋଗ

  ପଦ୍ମପୁର,(Nila Deep)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ରେ ଜଣେ ଜ୍ୱାଇଁ ନିଜ ଶଶୁରକୁ ପିଟି ପିଟି  ହତ୍ୟା କରିବା ଭଳି ଏକ ସଙ୍ଗୀନ ଅଭିଯୋଗ ପଦ୍ମପୁର ପୋଲିସର ହସ୍ତଗତ ହୋଇଛି  । ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ବାଜା ପଡାର ହାଡୁ ବେହେରା ଗତ ଏପ୍ରିଲ ୨୪…

ରାଉରକେଲା ଇସ୍ପାତ କାରଖାନାରେ ଠିକାଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ‘ଦକ୍ଷ’ ଅନୁଷ୍ଠିତ 

ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ତାରିଖରେ ଠିକା ଶ୍ରମିକଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ “ଦକ୍ଷ”ର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆରଏସପିର ବିଭିନ୍ନ ବିଭାଗରେ କାର୍ଯ୍ୟରତ ୪୧ ଜଣ ଠିକା…

ଓଡ଼ିଆ ପତ୍ର ପତ୍ରିକାକୁ ନୂତନ ଦିଗନ୍ତ ଦେଇଥିବା ଗୌରିଶଙ୍କରଙ୍କୁ ଓଡ଼ିଆମାନେ ଭୁଲି ଯାଇଛନ୍ତି

ରାଉରକେଲା : ସେକ୍ଟର- ୫ ସ୍ଥିତ କଲ୍‌ଚରାଲ୍‌ ଏକାଡେମୀ ପକ୍ଷରୁ ରାଉରକେଲା ପ୍ରେସ୍‌ କ୍ଲବ୍‌ ସହଯୋଗରେ କର୍ମବୀର ଗୌରୀଶଙ୍କର ରାୟ ଓ ରାଉରକେଲା ସହରର ଓଡ଼ିଆ ଅସ୍ମିତାର ପ୍ରତୀକ ରଜନୀକାନ୍ତ ଦାସଙ୍କ ସ୍ମୃତିଚାରଣ ଉପଲକ୍ଷେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀ ପରିସରରେ ଅନୁଷ୍ଠିତ ଏହି…