ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବେରେଡାକିଆ ସରପଂଚ ଓ ଶତାଧିକ ବିଜେଡି କର୍ମୀ 

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବେରେଡାକିଆ ପଂଚାୟତର ସରପଂଚ ତଥା ଏ ଅଂଚଳର ଜଣାଶୁଣା ନାରୀନେତ୍ରୀ ସସ୍ମିତା ପ୍ରଧାନ ବିଜୁ ଜନତା ଦଳ ଛାଡି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ତାଙ୍କ ସହ ୱାର୍ଡ ମେମ୍ବର ତଥା ଶତାଧିକ ବିଜେଡି କରମୀ ଆଜି ଘୁ ଉଦୟଗିରି ବିଧାୟକ ଜାକବ…

ବୃକ୍ଷ ରୋପଣ ଦ୍ୱାରା ବାୟୁ ପ୍ରଦୂଷଣ, ବିଶ୍ୱତାପନ, ମରୁଡି ପ୍ରଭୃତି ସମସ୍ୟା ସମାଧାନ ହୋଇ ପାରିବ : ନରସିଂହ 

ନବଜୀବନ ବିଦ୍ୟାପୀଠରେ ବଲାଙ୍ଗିର ମୁନିସିପାଲିଟି  ସ୍ତରୀୟ ବନ ମହୋତ୍ସବ  ପାଳିତ    ବଲାଙ୍ଗିର(ନିରୋଜ ମିଶ୍ର) :   ନବଜୀବନ ବିଦ୍ୟାପୀଠ, ବଲାଙ୍ଗିର ପରିସରରେ ସ୍ୱସ୍ତିକ ମିଡିଆ ପ୍ରା. ଲିଃ.ର ଆନୁକୂଲ୍ୟରେ ଓ ନବଜୀବନ ବିଦ୍ୟାପୀଠର ସହଯୋଗୀତାରେ ବଲାଙ୍ଗିର ମୁନିସିପାଲିଟିସ୍ତରୀୟ ବନ…

ବର୍ଷା ଓ ପବନରେ  ଇଚ୍ଛାପୁରରେ ବ୍ୟାପକ କ୍ଷୟ କ୍ଷତି. ଫସଲ ନଷ୍ଟ ,  5 ଜଣ ଆହତ     

                                   ପାଇକମାଲ/ଗୌରାଙ୍ଗ ଚରଣ ଦାଶ:- ଅଂଚଳର ଚାଷୀ ମାନଙ୍କୁ ଲଗାତାର ଭାବରେ ପ୍ରାକୃତିକ ବିପର୍ଯୟ ଓ ସରକାରୀ ଉଦାସୀନତାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରକୃତିକ ବିପର୍ଯୟ ଭାଙ୍ଗି ଦେଉଛି ଚାଷୀର ମେରୁଦଣ୍ଡ। ରବିବାର ସକାଳ ରୁ ଆରମ୍ଭ ହେଇଯାଇଥିଲା ପ୍ରବଳ…

ପିଇବା ପାଣି ସମସ୍ୟା ଉତ୍କଟ ହେଉଛି : କେନ୍ଦ୍ର  ଓ ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ପ୍ରଶ୍ନ, କଣ କରିବ ତୁରନ୍ତ ଉତ୍ତର…

୨୦୧୯ ବେଳକୁ ଦିଲ୍ଲୀରେ ଶୂନ୍ୟ ହେବ  ଭୂତଳ ଜଳସ୍ତର   ୨୨ ଟି ବଡ ସହରରେ ଜଳ ପାଇଁ ସୃଷ୍ଟି ହେବ ହାହାକାର  ୨୦୩୦ ବେଳକୁ ଦେଶର ଅଧା ଲୋକ ପାଇବେନି ପାନୀୟ ଜଳ  ବେଳ ଥାଉ ବନ୍ଧ ନବାନ୍ଧିଲେ ବିଷମ ସ୍ଥିତି ଜଳଜଳ  ନୂଆଦିଲ୍ଲୀ:ଦେଶର ରାଜଧାନୀ ଦିଲ୍ଲୀରେ ଜଳ ସମସ୍ୟା ଉକ୍ରଟ ହେବାକୁ ଯାଉଛି ।…

 ନ୍ୟାୟ ପାଇବା ପାଇଁ ଆବଶ୍ୟକ ହେଲେ ଆଇନର ଆଶ୍ରୟ ନେବାକୁ ମଧ୍ୟ ନିଷ୍ପତି 

ଭଦ୍ରକ ଜିଲ୍ଲାର ବହୁମୁଖୀ ସ୍ୱାସ୍ଥ୍ୟପରିଦର୍ଶିକାଙ୍କ ବୈଠକ ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲାର ବହୁମୁଖୀ ମହିଳା ସ୍ୱାସ୍ଥ୍ୟପରିଦର୍ଶିକାମାନଙ୍କ ଏକ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ  ହୋଇଯାଇଛିି । ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ…

ଘର କାନ୍ଥ ଭୁଶୁଡି ଯୁବକଙ୍କ ମୃତ୍ୟୁ

                      ପାଇକମାଲ/ଗୌରାଙ୍ଗ ଚରଣ ଦାଶ  ରବିବାର ପାଇକମାଲ ନିକଟସ୍ଥ ମିଠାପାଲି ଗ୍ରାମରେ ଘରର କାନ୍ଥ ପଡି ଜଣେ 35 ବର୍ଷୀୟ ଯୁବକ  ଟେକଧର ବାରିହା ଙ୍କର ମୃତ୍ୟୁ ହେଇଯାଇଛି। ପ୍ରକାଶ ଥାଉ କି ଯେ ଆଜି ରବିବାର ସକାଳ ରୁ ଅଂଚଳରେ ଲଗାତାର ଭାବରେ ବୃଷ୍ଟିପାତ ହେଇ ଅସୁଛି ଫଳରେ…

ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ଟାଣିଲେ ହଜାର ହଜାର ମହିଳା ଭକ୍ତ ।

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ଘୋଷ ଯାତ୍ରା ଆରମ୍ଭ ବାରିପଦା(ଦିଲ୍ଲୀପ ମହାନ୍ତି ) ଜନ ସମୂଦ୍ରରେ ଦିଶୁ ନ ଥିଲା ପଥ । ଲକ୍ଷାଧିକ ଭକ୍ତଙ୍କ ଗହଳିଚହଳି ପ୍ରକମ୍ପିତ କରିଦେଇଥିଲା ବଡ଼ଦାଣ୍ଡକୁ । ଜୟ ଜଗନ୍ନାଥ ଧ୍ୱନୀ ସହିତ ଶଙ୍ଖ, ମୃଦଙ୍କ,…

ପଦ୍ମପୁର ସହରରେ ମାଗଣା ସ୍ବାସ୍ଥ୍ୟ ଶିବିର 

ପଦ୍ମପୁର/Nila Deep -ସ୍ଥାନୀୟ ମାରଓ୍ବାଡି ଧର୍ମଶାଳା ପଦ୍ମପୁର ଠାରେ ବିକାଶ ମଲଟି ସ୍ପେସାଲିଟି ହସପିଟାଲ, ବରଗଡ଼ ଏବଂ ମାରୱାଡି  ଯୁବାମଞ୍ଚ ପଦ୍ମପୁର ଶାଖା ,ଜାଗୃତି ଶାଖା, ମହିଳା ସମ୍ମିଳନ ପଦ୍ମପୁର ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି…

ମାରବାଡି ଯୁବା ମଞ୍ଚ ଓ ତ୍ରିଲୋଚନ ନେତ୍ରାଳୟ  ଆନୁକୂଲ୍ୟରେ ମେଗା ନେତ୍ର ଚିକିତ୍ସା  ଶିବିର

ପାଇକମାଲ(ଗୌରାଙ୍ଗ ଚରଣ ଦାଶ) ରବିବାର ପାଇକମାଲ ଧର୍ମଶାଳା ଠାରେ ମାରବାଡି ଯୁବା ମଞ୍ଚ ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ଏକ ମେଗା ନେତ୍ର ଚିକିତ୍ସତା ଶିବିର ଆୟୋଜନ କରାଯାଇ ଥିଲା । ପାଇକମାଲ ଥାନା ଅଧିକାରୀ  ବିଶ୍ୱଜିତ ମନବୋଧ ଓ ପଶ୍ଚିମ ଓଡିଶା ବାସୀ ଙ୍କର ଅତି…

ଜଗଦା ଡକାୟତି ଘଟଣାରେ ୩ ଗିରଫ ଓ ଲୁଟ୍‌ ହୋଇଥିବା ସାମଗ୍ରୀ ଜବତ

ରାଉରକେଲା : ଗତ ୧୧ ତାରିଖ ଦିନ ଜଗଦା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବାସଭବନରୁ ଲୁଟି ହୋଇଥିବା ପ୍ରାୟ ସମସ୍ତ ସାମଗ୍ରୀ ଉଦ୍ଧାର କରିବା ସହିତ ୩ଜଣ ଡକାୟତଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇଛି। ଏ ସମ୍ପର୍କରେ ଝିରପାଣି ଥାନାରେ ଆୟୋଜିତ ଏକ ସାମ୍ବାଦିକ…