ହଟ ଷ୍ଟ୍ରିପ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ସାଧନ ନିମନ୍ତେ ଏମଆରଡ଼ି ବିଭାଗର ପ୍ରଶଂସନୀୟ ପ୍ରୟାସ 

ରାଉରକେଲା/ ସୁଶାନ୍ତ ବେହେରା : ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗରୁ କଏଲ ଚାଲାଣକୁ ସୂଚାରୁ କରିବା ନିମନ୍ତେ ମେଟେରିଆଲ ରିକଭରୀ ବିଭାଗ ହଟ ଷ୍ଟ୍ରିପ ମିଲ ବିଭାଗର ରାସ୍ତାପାର୍ଶ୍ଵର ବିଭିନ୍ନ ସ୍ଥାନରେ ପଡିରହି ଯାନବାହନର ମୁକ୍ତ ଯାତାୟାତରେ ବାଧା ସୃଷ୍ଟି କରୁଥିବା ବହୁ ପରିମାଣର ସ୍କ୍ରାପ…

 ଉତ୍କଳ ପ୍ରସଙ୍ଗ ରଥ ସଂଖ୍ୟା ଉପଲବ୍ଧ ।

ଯାଜପୁର, (ଜୟଶଙ୍କର ଦାଶ ) : ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ରଥଯାତ୍ରା ସଂସ୍କରଣ ଜିଲ୍ଲା  ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟରେ ବର୍ତମାନ ଉପଲବ୍ଧ ହୋଇଚ୍ଥି ।  ଏହି ସଂସ୍କରଣଟି ଜଗନ୍ନାଥ ଦର୍ଶନ ଓ ଜଗନ୍ନାଥ ତତ୍ତ୍ୱକୁ ନେଇ ବେଶ ସମୃଦ୍ଧି ହୋଇଚ୍ଥି ।  ତତ୍ ସହିତ ଅନ୍ୟାନ୍ୟ ମାସର…

 ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - ବାଲେଶ୍ୱର - ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ଅଧିନସ୍ଥ ବ୍ରହ୍ମପୁର ସେବା ସମବାୟ ସମିତି ପକ୍ଷରୁ ‘ସମବାୟ  ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ନିର୍ଦ୍ଦେଶକ  ତଥା ବ୍ରହ୍ମପୁର ସେବା…

ବାଇପାସ ଛକକୁ କାନ୍ତକବି ଗୋଲେଇ କରିବାକୁ ଦାବି ଜୋର ଧରିଲା

ଭଦ୍ରକ (satyabhusan swami) - ଭଦ୍ରକ ମାଟିର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବାର ମହତ ଉଦେ୍ଧଶ୍ୟ ନେଇ ଭଦ୍ରକରୁ ଚାନ୍ଦବାଲି ଯାଇଥିବା ୯ ନମ୍ବର ଜାତୀୟ ରାଜପଥର ବାଇପାସ ଛକକୁ କାନ୍ତକବି ଗୋଲେଇ ନାମରେ ନାମିତ କରିବା ସହିତ ଗୋଲେଇରେ…

 ସଫଳ ଅସ୍ତ୍ରୋପଚାର ପରେ ପାଇକମାଲ ଫେରିଲେ 37 ରୋଗୀ,  ଯୁବ ମଞ୍ଚ  ସ୍ବେଚ୍ଛାସେବୀଙ୍କୁ  ଦେଲେ ଆଶୀର୍ବାଦ     

ପାଇକମାଲ(ଗୌରାଙ୍ଗ ଚରଣ ଦାଶ)  :- ଗତ 15 ତାରିଖ ଦିନ ପାଇକମାଲ ଧର୍ମଶାଳା ଠାରେ ମାରୱାଡି  ଯୁବା ମଞ୍ଚ ତରଫରୁ ଏକ ମେଗା ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ର ଆୟୋଜନ କରାଯାଇଥିଲା । 200 ଜଣ ରୋଗୀ ମଧ୍ୟରୁ 45 ଜଣଙ୍କୁ ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଡାକ୍ତରମାନେ ଅସ୍ତ୍ରୋପଚାର…