Sign in
Sign in
Recover your password.
A password will be e-mailed to you.
କଳିଙ୍ଗା ଘାଟିର “ମରଣ ବୁଲାଣି”,ଏମିତି କେତେ ଯେ ଜୀବନ ନେଲାଣି
କଳିଙ୍ଗା ଘାଟି ପାଲ୍ଟିଛି ମରଣ ଘାଟି. ପ୍ରତ୍ୟହ ଘଟୁଛି ଛୋଟ ବଡ ଦୁର୍ଘଟଣା
ପ୍ରଶାସନ ନିରବଦ୍ରଷ୍ଟା, ସରକାର ବି ହାତ ଟେକି ବସି ଯାଇଛନ୍ତି
ଘୁ.ଉଦୟଗିରି (ଗଗନ ପ୍ରଧାନ) କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଘୁ.ଉଦୟଗିରି ପୋଲିସ୍ ଅଧିନସ୍ତ କଳିଙ୍ଗା ଘାଟି ଏବେ ପାଲ୍ଟିଛି ମରଣ ଘାାଟି | …
Accident in kalinga ghati. 1 dead , 4 injured
G Udayagiri( Gagan pradhan) one truck carrying bsnl consignment from Bihar to bhanjanagar Lost its balance and collided. I Mr manjhi died on the spot and 4 are injured. Police rushed to the spot and the injured are admitted for treatment.…
ଓଡିଶା ସର୍ବନିମ୍ନ ମଜୁରୀ ସମସ୍ତ ରାଜ୍ୟ ତୁଳନାରେ କମ୍ ,ମାସକୁ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଁ ସିଆଇଟିୟୁର ଦାବୀ
ଭୁବନେଶ୍ୱର : ଆମ ରାଜ୍ୟରେ ସର୍ବନିମ୍ନ ମଜୁରୀ ଦୈନିକ ମାତ୍ର ୨୨୪ ଟଙ୍କା ୩୦ ପଇସା । ଭାରତ ବର୍ଷର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏହା ବହୁତ କମ୍ । ଏପରି କି ପଡୋଶୀ ରାଜ୍ୟ ତୁଳନାରେ ମଧ୍ୟ ସର୍ବନିମ୍ନ ମଜୁରୀ କମ୍ ଅଛି । ଓଡିଶାର ମୋଟ ଜନସଂଖ୍ୟା ପ୍ରାୟ ସାଢେ ୪ କୋଟି ଓ ଏହି ଜନସଂଖ୍ୟାର ୧/୩…
ସେବା ସମିତି ଆନୁକୂଲ୍ୟରେ ମାରାଥନ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ
ଏଇ ମାସ ଶେଷ ସୁଦ୍ଧା ରୋପଣ କରାଯିବ ୧୦୦୦୦ ଚାରା : ସଞ୍ଜିବ
ଉମରକୋଟ୍ (ଶାସକ ପ୍ରଶାସକ) - ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବା ସମିତି ଆନୁକୂଲ୍ୟରେ ଉମରକୋଟ୍ ବ୍ଲକର କାରାଗାଁ ପଞ୍ଚାୟତରେ ମାରାଥନ ବୃକ୍ଷରୋପଣ, ସ୍ୱଛନ୍ତ, ପରିମଳ ଆଉ ପରିବେଶ ସୁରକ୍ଷା ଉପରେ ସଚେତନତା ଶିବିର…
ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର ଦାସଙ୍କ ଦେହାନ୍ତ
ଭଦ୍ରକ, : ଅବସରପ୍ରାପ୍ତ ପ୍ରାଧ୍ୟାପକ ବିରେନ୍ଦ୍ର କୁମାର ଦାସ(୭୫)ଙ୍କ ଆପଲୋ ହସପିଟାଲରେ ଦେହାନ୍ତ ହୋଇଯାଇଛି । ଗତ ଶୁକ୍ରବାର ଦିନ ତାଙ୍କ ମଠସାହି ସ୍ଥିତ ବାସଭବନର ଗାଧୁଆଘରେ ଗୋଡ ଖସି ଯିବାରୁ ମୁଣ୍ଡରେ ଆଘାତ ହୋଇଥିଲା । ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପରେ ଆପଲୋ ସ୍ଥାନାନ୍ତରିତ…
ବିଜେଡିର ନୂଆ ପର୍ଯ୍ୟବେକ୍ଷକ : ଗାଲାଙ୍କୁ କେନ୍ଦୁଝର ସଦର- ବୁନୁଙ୍କୁ ପାଟଣା, ଟି ଗୋପୀ ନୂଆ ସମ୍ପାଦକ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ, ଅନ୍ୟ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ଜଣେ ରାଜ୍ୟ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ…
ଧାନ ସମେତ ଅନ୍ୟାନ୍ୟ ୧୪ଟି ଫସଲର ସହାୟକ ମୂଲ୍ୟରେ ରେକର୍ଡ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା କୃଷକ…
ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଚାଷୀଙ୍କୁ ୧୦୦ଟଙ୍କା ବୋନସ ଏବଂ କୃଷିଋଣ ଛାଡ ପ୍ରସଙ୍ଗରେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ
ଭୁବନେଶ୍ୱର, : ଦେଶରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ବିଭିନ୍ନ…
କେନ୍ଦ୍ରର ଓଡ଼ିଶା ପ୍ରତି ସାବତ ପୁଅ ଆଚରଣ ପ୍ରଦର୍ଶନ : ଅନ୍ୟ ରାଜ୍ୟକୁ ଇ ବସ ଦେଉଛ, ଓଡିଶାକୁ ଦେବାପାଇଁ କୁଣ୍ଠା…
ଭୁବନେଶ୍ୱର : ଓଡ଼ିଶାରେ ୫୨ଟି ଇ-ବସ୍ ଚଳାଚଳ ପାଇଁ ପଦକ୍ଷେପ ନେବାକୁ ଓଏସ୍ଆର୍ଟିସି ପ୍ରସ୍ତାବ ପଠାଇଥିଲା ବେଳେ ଏଥିଲାଗି ୧୩ଟି ରୁଟ୍ ଚିହ୍ନଟ କରାଯାଇଥିଲା । ଦୀର୍ଘ ୭ମାସ ଧରି ଏ ପ୍ରସ୍ତାବ ସଂପର୍କରେ କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପାଟିରେ ତୁଣ୍ଡି ବାନ୍ଧି ବସିଛି । ଏପରିକି…
Indian Junior Women’s Hockey Team play out a 0-0 draw against Canada
~ The team led by forward Preeti Dubey remains unbeaten at the U-23 Six Nations Tournament (Women) ~
Antwerp (Belgium), 18 July 2018: The Indian Junior Women's Hockey Team were held to a 0-0 draw by Canada in their fourth round robin…
ଆରଏସପିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ରୋଶନି କର୍ମଶାଳା
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ଦୁଇ ଦିନିଆ କର୍ମଶାଳା, “ରୋଶନି- ଏକ ନୂତନ ଦିଗନ୍ତର ଅୟମାରମ୍ଭ” ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୧୮ ଜୁଲାଇ, ଅଗଷ୍ଟ ଓ…