Sign in
Sign in
Recover your password.
A password will be e-mailed to you.
ଗରିବ ଆଦିବାସୀ- ଦଳିତ ଚିକିତ୍ସା ଅଭାବରୁ ମଲେ ସରକାରଙ୍କ ଯାଏ କେତେ ନା ଆସେ କେତେ !
ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମରୁଡି : ରୋଗୀ ସେବା ପ୍ରହସନ, ପ୍ରଶାସନ ଉଦାସୀନ
ଘୁ.ଉଦୟଗିରି/ Gagan kumar Pradhan : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ…
ଇସ୍କନ ସମ୍ମୁଖରେ ଜଳ ନିଷ୍କାସନ ଚିନ୍ତା : ଜୟଦେବ ବିହାର ଠାରୁ ବାଣୀବିହାର ପର୍ଯ୍ୟନ୍ତ ନିର୍ମାଣ ହେବ ଅଣ୍ଡରଗ୍ରାଉଣ୍ଡ…
ପାଣ୍ଠି ଯୋଗାଇବେ ରାଜ୍ୟ ସରକାର, ଭୁବନେଶ୍ୱର ସହର ପାଇଁ ୨୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ୍ ସେଟ୍ ମଞ୍ଜୁର
ଭୁବନେଶ୍ୱର: ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥରେ ଜମୁଥିବା ବର୍ଷାଜଳର ନିଷ୍କାସନ ନିମନ୍ତେ ସି.ଆର.ପି.ଠାରୁ ଜୟଦେବ ବିହାର ଏବଂ ସେଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ତଳେ…
କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟିର ମଞ୍ଜୁରୀ : ପାରାଦୀପ ସମେତ ସବୁ ବୃହତ ବନ୍ଦରା ଳରେ ହେବ…
ଭୁବନେଶ୍ୱର : ପାରାଦୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢା ।ର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଗୋଲ୍ଡେନ ସେର ମଡେ଼ଲ ଢା ।ରେ ପ୍ରସ୍ତୁତ ହେବାକୁଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୁହକୁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବିଧିବଦ୍ଧ…
ସାକ୍ଷରତା ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ପୂରଣ ନିମନ୍ତେ ବିକ୍ଷୋଭ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ କାର୍ଯ୍ୟକ୍ରମ ଯୋଜନାକୁ ଚାଲୁ କରିବା ସହିତ ସେଥିରେ କାର୍ଯ୍ୟରତ ସମସ୍ତ ସଂଯୋଜକ ଓ ପ୍ରେରକମାନଙ୍କୁ ନିୟମିତ କାର୍ଯ୍ୟ ପ୍ରଦାନ କରିବା, ବିଦ୍ୟାଳୟ ଓ ଦଣଶିକ୍ଷା ବିଭାଗରେ ସଂଯୋଜକ ଓ…
ପୁଲିସ ଏସଆଇଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଯୁବକକୁ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ପୁଲିସକୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ଲାଲନଜାର ଅଞ୍ଚଳର ବୈଦ୍ୟନାଥ ଖମାରୀଙ୍କ ପୁଅ ବାବୁ ଖମାରୀ(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୫ ଶହ ଟଙ୍କା…
ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ରତ୍ନାକର ମହାନ୍ତ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ…
ବ୍ରାହ୍ମଣୀ ନଦୀର ଜେନାପୁର ପୋଲ ଠାରେ ଗାଡି ଚଳାଚଳ ଜୁଲାଇ ୧୬ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।
ଯାଜପୁର/ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲା ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ସମସ୍ତ ଗାଡି ଚଳାଚଳ ବ୍ୟାହତ ରଥିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୬ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଚ୍ଥି ବୋଲି ଭାରପ୍ରାପ୍ତ…
କ୍ରୀଡାଛାତ୍ରାବାସ ପାଇଁ ଜିଲ୍ଲାସ୍ତରୀୟ କ୍ରୀଡପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦ୍ଯାପିତ
ଭଦ୍ରକ/Satyabhusan swami : ଭଦ୍ରକରେ ରାଜ୍ୟକୀ୍ରଡାଛାତ୍ରବାସ ପାଇଁ ଜିଲ୍ଳାସ୍ତରୀୟ କ୍ରୀଡାପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ କି୍ରଡ଼ାପଡ଼ିଆରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ଏହି କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ବିଶିଷ୍ଟ…
ଭଦ୍ରକରେ ଦୁଇଦିନିଆ ବିଦ୍ୟାଳୟ ସୁରକ୍ଷା ଯୋଜନା ଓ ତାଲିମ ଶିବିର
ଭଦ୍ରକ/Satyabhusan swami : ଭଦ୍ରକ ସଂସ୍କୃତି ଭବନ ପରିିସରରେ ଦୁଇଦିନିଆ ବିଦ୍ୟାଳୟ ସୁରକ୍ଷା ଯୋଜନା ଏବଂ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜ୍ଞାନ ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଜିଲ୍ଳାରେ ଥିବା ପୁରାତନ ବିଦ୍ୟାଳୟ ଗୁଡ଼ିକର…
ଟିଟୋ-ଧର୍ମେନ୍ଦ୍ର ଲିଙ୍କ୍ :କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ଇସ୍ତଫା ଦିଅନ୍ତୁ: ପ୍ରତାପ ଦେବ
ଭୁବନେଶ୍ୱର,: ନିକଟରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀକୁ ଗିରଫ କରିଛି । ଟିଟୋ ନାମରେ ହତ୍ୟା, ଅପହରଣ, ଲୁଣ୍ଠନ, ଦାଦାବଟି ଆଦାୟ ଭଳି ୪୫ରୁ ଅଧିକ ସଂଗୀନ ମାମଲା ରହିଛି । ତେବେ ଟିଟୋକୁ ଗିରଫ କରାଯିବା ପରେ ଅପରାଧ ଦୁନିଆର…