Sign in
Sign in
Recover your password.
A password will be e-mailed to you.
ଗ୍ୟାଙ୍ଗଷ୍ଟର ଟିଟୋର ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ…
ଭୁବନେଶ୍ୱର,: ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି ବୋଲି ବିଜେଡି ଉପରେ ପାଲଟା ଆକ୍ରମଣ କରି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତଥା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । …
ଦ୍ବିତୀୟ ଗୁଏବାହାଳି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ବୁଧାପାଲି ଚମ୍ପିଆନ ।
ପଦ୍ମପୁର/Nila Deep - ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୁଏବାହାଳି ଖେଳପଡିଆରେ ଚାଳୁଥିବା ଦ୍ୱିତୀୟ ଗୁଏବାହାଳି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗୁଏବାହାଳି କ୍ରିକେଟ ଏସୋସିଏସନ ଦ୍ବାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ସାଲେପାଲି, ବୁଧାପାଲି, ଲୋହାରପାଲି,…
Indian Men’s Hockey Team beat New Zealand 4-2
~ Rupinder Pal Singh (2', 34') stars for India with a brace; Mandeep Singh (15') and Harmanpreet Singh (38') too score in India's win ~
Bengaluru, 19 July 2018: The Indian Men's Hockey Team began their three-match Test Series against New…
ରାଉରକେଲା ଇସ୍ପାତ କାରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର: ୨୫୨ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ
ରାଉରକେଲା / ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଜୁଲାଇ ୧୮ ତାରିଖରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ବ୍ଳାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟ…
ଦୁଃଖଦ ଘଟଣା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ସ୍କୁଲ ଛାତ୍ର ମୃତ
Bhadrak/ satyabhusan swami : ଭଦ୍ରକ ରାଣିତାଲ ପାଖରେ ସ୍କୁଲ ପିଲାଙ୍କ ଙ୍କ ଉପରେ ମାଡ଼ିଗଲା ଟ୍ରକ , ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି | ଅନ୍ୟ ୫ଜଣ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା ଵେଳେ ଏଠି ଜଣକର ମୃତ୍ୟୁ ହୋଇଛି । ଅନ୍ୟମାନେ ସଂକଟାପନ୍ନ ଅବସ୍ଥାରେ…
ପ୍ରିୟ ନବୀନ ବାବୁ”…..ଇତି “ଆପଣଙ୍କ ୧୯ ବର୍ଷ ଶାସନ ଭୋଗିଥିବା ଲେଖାଶ୍ରୀ”
ବହୁ ଦିନ ଧରି ନିରବ ରହିବା ପରେ ଆଜି ହାତ ଖୋଲିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର | ଚିଠି ଖଣ୍ଡେ ଲେଖିଛନ୍ତି ବହୁଦିନ ପରେ | ଦି ପୃଷ୍ଠା ଟାଇପ ହୋଇଥିବା ଚିଠିରେ ଶେଷରେ ଲେଖାଶ୍ରୀ ଦସ୍ତଖତ ଟିଏ ମାରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମହୋଦୟ ଯେମିତି ଗୋଲ ଦସ୍ତଖତ କରନ୍ତି | ପୁରା…
ଜାତୀୟ ରାଜପଥ ମନ୍ତ୍ରାଳୟକୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନିଜ ଅପାରଗତା ଲୁଚାଇବାକୁ ଅପଚେଷ୍ଟା କରିଛନ୍ତି : ଲେଖାଶ୍ରୀ
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାରଣରୁ ଓଡିଶା ଆଜି ରସାତଳଗାମୀ । ପରିସ୍ଥିତିରେ ପଡି ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଚିଠି ରାଜନୀତି ମାଧ୍ୟମରେ ନିଜର ଅପାରଗତା, ସ୍ଥାଣୁତା ଏବଂ ଅସୁସ୍ଥତାକୁ ଲୁଚାଉଛନ୍ତି ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା…
Gurtej, Chhuantea and Kamaljit to continue with FC Pune City
Pune, 19th July 2018: - The Rajesh Wadhawan Group and Bollywood star Arjun Kapoor co-owned Indian Super League (ISL) club FC Pune City retained defenders Gurtej Singh, Lalchhuanmawia Fanai and goalkeeper Kamaljit Singh for the 2018-19…
ଚମ୍ପୁଆ ରେଞ୍ଜରେ ଘୁରି ବୁଲୁଛି ଆହତ ଦନ୍ତା ହାତୀ, ଠାବ କରିପାରୁନି ବନବିଭାଗ
ବଡ଼ବିଲ : (ଚିତ୍ତରଞ୍ଜନ କର) ଚମ୍ପୁଆ ରେଞ୍ଜ ଅଂଚଳରେ ଘୁରି ବୁଲୁଥିବା ଏକ ଦନ୍ତା ହାତୀ ଶରୀରରେ କ୍ଷତ ସୂଚନା ମିଳିଛି । ଦନ୍ତା ହାତୀଟିର ପିଠିରେ କ୍ଷତ ହୋଇଥିବା ସୂଚନା ଦେଇଛନ୍ତି ଚମ୍ପୁଆ ଡେପୁଟି ରେଞ୍ଜର । ଗତ ସୋମବାର ଝରଣ ଜଙ୍ଗଲରେ ଏହି କ୍ଷତାକ୍ତ ଦନ୍ତାକୁ କିଛି ଲୋକ ଦେଖି ବନ…
ଦଳୀୟ କାର୍ଯ୍ୟାଳୟ ନିର୍ମାଣ ପାଇଁ କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମରେ ଲୋକଙ୍କଠୁ ପାଣ୍ଠି ସଂଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ : ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ କ୍ରାଉଡ ଫଣ୍ଡିଙ୍ଗ ମାଧ୍ୟମ ରେ ଲୋକଙ୍କଠୁ ପାଣ୍ଠି ଆଦାୟ କରିବ କଂଗ୍ରେସ | କାରଣ ଆସନ୍ତା ଅକ୍ଟୋବର ମାସରେ ଆପାତତଃ ପାର୍ଟି ମୁଖ୍ୟ କାର୍ଯ୍ୟାଳୟ ଖାଲି କରିବାକୁ ପଡିବ କଂଗ୍ରେସକୁ | ୨୪ ଆକବର ରୋଡ଼ରୁ ୯-ଏ ରାଉଜ…