Sign in
Sign in
Recover your password.
A password will be e-mailed to you.
ଦୁର୍ଘଟଣାରେ କାର୍ତ୍ତବ୍ୟରତ ହାବିଲଦାରଙ୍କ ମୃତ୍ୟୁ
ବଡ଼ବିଲ/Chittaranjan Kar : ବଡ଼ବିଲ ବଲାଣି ମୁଖ୍ୟ ରାସ୍ତା କଳିଙ୍ଗନଗର ଫାଣ୍ଡି ସମ୍ମୁଖରେ ଶୁକ୍ରବାର ରାତି ସାଢ଼େ ଆଠଟା ସମୟରେ ଏକ ଡ଼ମ୍ପର ଚାପାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିବା କାର୍ତ୍ତବ୍ୟରତ ଜଣେ ପୋଲିସ ହାବିଲଦାରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ହାବିଲଦାରଙ୍କ ନାମ ହୃଷୀକେଷ…
ରାଜବୋଡାସମ୍ବର ବ୍ଲକରେ ସ୍ବଚ୍ଛତା ରଥ ଶୁଭାରମ୍ଭ ।
ପଦ୍ମପୁର/ ନୀଳ ଦୀପ - ବରଗଡ଼ ଜିଲା ରାଜବୋଡାସମ୍ବର ବ୍ଲକର ଗ୍ରାମାଞ୍ଚଳ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସ୍ବଚ୍ଛତା ରଥ ପରିକ୍ରମା ଅଭିଯାନର ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ…
ବିଭିନ୍ନ ଦାବୀ ନେଇ କଂସର ଛକରେ ଚାଷୀଙ୍କ ଆନ୍ଦୋଳନ ଓ ରାସ୍ତାରୋକ ।
Nila Deep/ Padampur : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡସ୍ଥ କଂସର ଛକ ଠାରେ ବିଭିନ୍ନ ଦାବୀ ନେଇ ଚାଷୀମାନେ ପଦ୍ମପୁର ଗାଇସିଲାଟ ରାସ୍ତାରୋକ କରିଥିଲେ।ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ହୋଇଥିଲା ।ଚାଷୀ ମାନଙ୍କ ମାନଙ୍କ ମୁଖ୍ୟ ଦାବୀ ଗୁଡିକ ହେଲା ପଦ୍ମପୁର…
ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆ ଏନଏସଏସ ଶିବିର ଉଦଯାପିତ
ବୌଦ୍ଧ, (ସିମୁନ ନାଏକ) : ବୌଦ୍ଧଜିଲା ବାଉଁଶୁଣୀ ମା ମାହେଶ୍ୱରୀ କନିଷ୍ଠ କଲେଜର ୭ ଦିନିଆ ଏନଏସଏସ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବର୍ଷାକଳୀନ ଶିବିରର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କଂଟାମାଳ ଗୋଷ୍ଠୀ ଶିକ୍ଷା…
ଟ୍ରକ ଧର୍ମ ଘଟ, ବୌଦ୍ଧରେ ଶହ ଶହ ଟ୍ରକ ଅଟକ
ବୌଦ୍ଧ, (ସିମୁନ ନାଏକ): ସାରା ଦେଶରେ ବିଭିନ୍ନ ଦାବୀ ନେଇ ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ଓ ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପକ୍ଷରୁ ସାରା ଦେଶରେ ଟ୍ରକ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମ ଘଟରେ ବୌଦ୍ଧ ଜିଲା ଟ୍ରକ ମାଲିକ ସଂଘ ଓ ହାଇୱା ମାଲିକ ସଂଘ ସାମିଲ ହୋଇ ଟ୍ରକ…
ଲକ୍ଷ ଲକ୍ଷ ଟଙ୍କା ଖତ ଖାଉଛି, କେହି ବୋପାମା ନାହାନ୍ତି
ଗୋଦାମ ଘରେ ନଷ୍ଟ ହେଉଛି, ବ୍ଲକ ବାଲାଙ୍କୁ ଜଣାନାହିଁ କାହାର
ବୌଦ୍ଧ, (ସିମୁନ ନାଏକ)
ବୌଦ୍ଧ ଜିଲା କଂଟାମାଳ ବ୍ଲକ ଗୋଦାମ ଗୃହରେ ଲକ୍ଷ ଲକ୍ଷ ଟଙ୍କାର ଟିଣ ଚାଦର ପଡ଼ି ରହି ଖତ ଖାଉଛି । ଦିର୍ଘ ବର୍ଷ ଧରି ଏସବୁ ଗୋଦାମରେ ପଡ଼ି ରହିଥିବାବେଳେ ଏସବୁ କେଉଁଠୁ ଆସିଲା, କିଏ ଆଣିଲା , କୌଉଥି…
୭ ଦିନ ମଧ୍ୟରେ ଶିକ୍ଷକ ନଦେଲେ ସ୍କୁଲରେ ପଡିବ ତାଲା
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣପାହାଡ ଘେରା ମଧ୍ୟରେ ଥିବା ଆଦିବାସୀ ଅଧୁଷିତ ତଳଗାଁ ପଂଚାୟତର ତଳଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେଲା ଆବଶ୍ୟକ ଶିକ୍ଷକ ନଥିବା ହେତୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି…
ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ
Sushant Behera/ Rourkela : ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲର ଏକ ବିଭାଗୀୟ ଦଳ ଫିନିସିଙ୍ଗ ମିଲରେ ସୂଚାରୁ ରୋଲିଙ୍ଗ ସମ୍ପନ୍ନ କରିବା ନିମନ୍ତେ ଆବଶ୍ୟକୀୟ ରୋଲ କୁଲିଙ୍ଗ ୱାଟରର ଅନବରତତା ସୁନିଶ୍ଚିତ କରିବା ପାଇଁ ସଫଳତା ସହକାରେ ଏକ ଅଟୋମେଟେଡ ମନିଟରିଙ୍ଗ…
Indian Olympic Association announces Chef de Mission for the 18th Asian Games
~ The contingent will be led by Mr. Brij Bhushan Sharan Singh ~
New Delhi, 20 July, 2018: The Indian Olympic Association (IOA) on Friday announced the Chef de Mission (CDM) for the upcoming 18th Asian Games Jakarta-Palembang 2018 to…
Indian Women’s Hockey Team to take on hosts England on today evening
~ The Indian team led by Rani vie for a winning start at the Vitality Hockey Women’s World Cup London 2018 ~
London, 20 July 2018: The mood among the Indian Women’s Hockey Team is upbeat as they are set to take on hosts England in…